Daily Archives

December 10, 2022

ନବୀନଙ୍କୁ ଲାଗୁଥିଲା ଶୀତ, ଏସି କମାଇବାକୁ ଧର୍ମେନ୍ଦ୍ର କଲେ ଇଙ୍ଗିତ । ପିଏସଓ ଆଣି ଘୋଡାଇ ଦେଲେ ସାଲ୍ । ରାଜନୀତିର…

କନକ ବ୍ୟୁରୋ: ନେତାମାନେ ଉପରେ ଯାହା, ଭିତରେ ତାହା ନୁହଁନ୍ତି । ମାନେ ଉପରେ ରାଜନୀତି ପାଇଁ କଥା କଟାକଟି, ଆକ୍ଷେପ, ପ୍ରତିଆକ୍ଷେପ ତ ଲାଗିରହେ । କିନ୍ତୁ ସାଧାରଣ ମଣିଷପଣିଆ ଆଉ ସୌଜନ୍ୟତା ଦେଖାଇବାରେ କେବେ ହେଳା କରନ୍ତିନି ନେତାମାନେ । ଏଇ ଯେମିତି ରାଜ୍ୟ ରାଜନୀତିର ରୋଚକ ଦୃଶ୍ୟ । ଯାହା…

ସ୍ତନ କର୍କଟ ଚିକିତ୍ସା କ୍ଷେତ୍ରରେ ଉଇଁଲା ନୂଆ ଆଶା, ଦେଖାଦେଲା ନୂଆ ସମ୍ଭାବନା । ଚିହ୍ନଟ ହେଲା ପ୍ରୋଟିନ୍ ଜିପିଆର-୧୪୧…

କନକ ବ୍ୟୁରୋ: ଭାରତରେ ପ୍ରତି ବର୍ଷ ପ୍ରାୟ ୧ ଲକ୍ଷ ୭୮ ହଜାର ମହିଳା ସ୍ତନ କର୍କଟରେ ଆକ୍ରାନ୍ତ ହୋଇଥାନ୍ତି । ରୋଗରେ ଆକ୍ରାନ୍ତ ହେବା ପରେ ପୂରା ପରିବାର ହତାଶା ଭିତରକୁ ଠେଲି ହୋଇଯାଏ । ତେବେ ଏହାର ନିରାକରଣ ପାଇଁ ସୃଷ୍ଟି ହୋଇଛି ସମ୍ଭାବନା । କର୍କଟ ସୃଷ୍ଟିକାରୀ ପ୍ରୋଟିନକୁ ଚିହ୍ନଟ…

ରାଜ୍ୟରେ ଖାଲି ପଡିଛି ସିଟ୍ କିନ୍ତୁ ଖୋଲିବ ଡିଗ୍ରୀ ଓ ପ୍ରଫେସନାଲ କଲେଜ । ଉଚ୍ଚ ଶିକ୍ଷା ବିଭାଗ ହାଇପାୱାର କମିିଟିର…

କନକ ବ୍ୟୁରୋ: ରାଜ୍ୟରେ ଅଧିକାଂଶ ଡିଗ୍ରୀ କଲେଜରେ ସିଟ ପୂରଣ ହେଉ ନଥିବାବେଳେ ନୂଆଡିଗ୍ରୀ ଖୋଲିବାକୁ ଅଣ୍ଟା ଭିଡିଛି ଉଚ୍ଚଶିକ୍ଷା ବିଭାଗ । ୨୦୨୦-୨୧ ଶିକ୍ଷାବର୍ଷରେ ଆଗାମୀ ୫ ବର୍ଷ ଯାଏଁ ରାଜ୍ୟର ନୂଆ ଡିଗ୍ରୀ ଓ ପ୍ରଫେସନାଲ କଲେଜ ଖୋଲିବାକୁ ଅନୁମତି ଦିଆଯିବନି ବୋଲି ନିଷ୍ପତି ହୋଇଥିଲା ।…

ଅଣ୍ଟି ଛୁରୀ ତଣ୍ଟି କାଟିଲା… ସମ୍ପତ୍ତି ଲୋଭରେ ସମ୍ପର୍କୀୟ ନାତି ସଇତାନ ସାଜିଲା । ଚୋରି କଲାବେଳେ ଜେଜେର ଜୀବନ…

କନକ ବ୍ୟୁରୋ: ଅର୍ଥ ପାଇଁ ଅନର୍ଥ । ଟଙ୍କା ଲୋଭରେ ସଇତାନ ସାଜିଲା ନାତି । କଟକ ନିଶ୍ଚିନ୍ତକୋଇଲି ବ୍ଲକ ଲେଣ୍ଡୁରା ଭଗବାନପୁର ଗାଁରେ  ଏମିତି ଏକ ଘଟଣା ଘଟିଛି ଯାହା ଶୁଣିଲେ ଆପଣ ହୁଏତ ହଠାତ ବିଶ୍ୱାସ କରିବେ ନାହିଁ । ଅଣ୍ଟି ଛୁରୀ ତଂଟି କାଟେ ଭଳି  ସାମନ୍ୟ କିଛି ଟଙ୍କା ପାଇଁ  ଜେଜେକୁ…

ବହୁଚର୍ଚ୍ଚତ ବିଲକିସ ବାନୋ ଗଣ ଦୁଷ୍କର୍ମ ମାମଲା, ଡିସେମ୍ବର ୧୩ ରେ ହେବ ଶୁଣାଣି

କନକ ବ୍ୟୁରୋ : ବହୁଚର୍ଚ୍ଚତ ବିଲକିସ ବାନୋ ଗଣ ଦୁଷ୍କର୍ମ ମାମଲାରେ ୧୩ ଡିସେମ୍ବରରେ ହେବ ସୁପ୍ରିମକୋର୍ଟରେ ଶୁଣାଣୀ । ବିଲକିସ୍ ଙ୍କ ଆବେଦନ ଉପରେ ଣୁଣାଣୀ କରିବେ ସୁପ୍ରିମକୋର୍ଟ । ଜଷ୍ଟିସ ଅଜୟ ରସ୍ତୋଗିଙ୍କ ନେତୃତ୍ୱରେ ଏକ ବେଂଚ ଏହି ମାମଲାର ଶୁଣାଣୀ କରିବେ । ମୁମ୍ବାଇରେ ସିବିଆଇର…

୫ବର୍ଷ ଭିତରେ ପ୍ରଧାନମନ୍ତ୍ରୀଙ୍କ ବିଦେଶଗସ୍ତ ଖର୍ଚ୍ଚର ତଥ୍ୟ ସାର୍ବଜନୀନ କଲେ କେନ୍ଦ୍ର ସରକାର । ରାଜ୍ୟସଭାରେ ତଥ୍ୟ…

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିଦେଶଗସ୍ତ ସବୁବେଳେ ଚର୍ଚ୍ଚାରେ ରହିଥାଏ । ଏଥିସହ ପ୍ରଧାନମନ୍ତ୍ରୀଙ୍କ ଗନ୍ତବ୍ୟସ୍ଥଳଠୁ ନେଇ ଖର୍ଚ୍ଚ । ଏଗୁଡିକ ଉପରେ ମଧ୍ୟ ନଜର ରହିଥାଏ । ଗତ ୫ବର୍ଷ ମଧ୍ୟରେ ମୋଦୀଙ୍କ ବିଦେଶଗସ୍ତକୁ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟସଭାରେ ତଥ୍ୟ…