Daily Archives

December 26, 2022

ଅନ୍ତର୍ଜାତୀୟ ସମ୍ମେଳନରେ ଚମକିଲେ ଓଡ଼ିଆ ମହିଳା

କନକ ବ୍ୟୁରୋ: ଚଳିତ ମାସରେ ଜୁବେଲ ଟୋଷ୍ଟମାଷ୍ଟର ଆନୁକୂଲ୍ୟରେ ଯୁବନେତୃତ୍ୱ କାର୍ଯ୍ୟକ୍ରମର ଉଦଯାପନ ସମାରୋହ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକର୍ମକୁ ଓଡିଶାର କୁନକୁନ ଦାସ ସୁଚାରୁରୂପେ ପରିଚାଳନା କରିଥିଲେ। ଏଥିରେ ବିଭିନ୍ନ ଦେଶର ୨୫ଜଣ ପିଲା ଭାଗନେଇ ନିଜ ନିଜର ପ୍ରତିଭାର ପରିପ୍ରକାଶ…

ତୁନିଶା ଶର୍ମା ମାଙ୍କ ଗୁହାରୀ: ମୃତ ଝିଅକୁ ମିଳୁ ନ୍ୟାୟ, କହିଲେ ପ୍ରେମ, ପ୍ରତାରଣ ତୁନିଶାଙ୍କ ମୃତ୍ୟୁର କାରଣ

କନକ ବ୍ୟୁରୋ: ନ୍ୟାୟ ମାଗୁଛି ମା । ଅକାଳେ ଝଡିପଡିଥିବା ଝିଅ ପାଇଁ ମା ମାଗୁଛି ନ୍ୟାୟ । ମୃତ ଝିଅ ସହ ଅନ୍ୟାୟ ହୋଇଛି । ମିଛ ପ୍ରେମର ନାଟକ କରି ଝିଅ ତାଙ୍କର ମାରିଛି ପ୍ରେମିକ । ପ୍ରେମ, ଛଳନା, ପ୍ରେମ ଓ ପ୍ରତାରଣ ଯୋଗୁଁ ୨୦ବର୍ଷ ବୟସରେ ଝିଅର ମୃତ୍ୟୁ ହୋଇଛି । ଅନ୍ୟ ଝିଅମାନଙ୍କ ସର୍ମ୍ପକ…

ଟ୍ୱିଟରରୁ ୪୦କୋଟି ୟୁଜର୍ସଙ୍କ ଡାଟା ଚୋରି। ମସ୍କଙ୍କଠୁ ନେଇ ଅନେକ ହାଇପ୍ରୋଫାଇଲ ବ୍ୟକ୍ତିଙ୍କ ଟ୍ୱିଟର ଡାଟା ବିକୁଛନ୍ତି…

କନକ ବ୍ୟୁରୋ: ଟ୍ୱିଟରରେ ପୁଣି ଥରେ ଚୋରି ହେଲା ଡାଟା । ହ୍ୟାକର୍ସ ୪୦କୋଟି ୟୁଜର୍ସଙ୍କ ଡାଟା ଚୋରି କରିଥିବା ଜଣାପଡିଛି । ଚୋରି କରାଯିବା ସହ ଏହାକୁ ଡାର୍କ ୱେବରେ ହ୍ୟାକର ବିକ୍ରି କରୁଥିବା ଜଣାପଡିଛି । ଏହା ପୂର୍ବରୁ ୫୪ଲକ୍ଷ ଲୋକଙ୍କ ଡାଟା ଚୋରି ହୋଇଥିଲା । ୨ୟ ଥର ପାଇଁ ଏତେମାତ୍ରାରେ…

ଉତର ଭାରତରେ ବଢୁଛି ଥଣ୍ଡାର ପ୍ରକୋପ: ରାଜସ୍ଥାନରେ ବରଫପାତ, ଦିଲ୍ଲୀରେ ୩ଡିଗ୍ରୀ ଛୁଇଁଲା ସର୍ବନିମ୍ନ ତାପମାତ୍ରା

କନକ ବ୍ୟୁରୋ: ଥଣ୍ଡାର ପ୍ରକୋପରେ ଥରୁଛି ସାରା ଦେଶ । ବିଶେଷ କରି ଉତର ଭାରତରେ ହାଡ଼ଭଙ୍ଗା ଶୀତ ଦୈନନ୍ଦିନ ଜୀବନକୁ ଅସ୍ତବ୍ୟସ୍ତ କରିପକାଇଛି । ରାଜସ୍ଥାନ, ଉତରପ୍ରଦେଶ, ହରିଆଣା, ପଂଜାବ ଭଳି ଉତରଭାରତ ରାଜ୍ୟରେ ଖସୁଛି ପାରଦ ବଢୁଛି ଥଣ୍ଡା । ଏଠାକାର ସର୍ବନିମ୍ନ ତାପମାତ୍ରା ୭ଡିଗ୍ରୀରୁ ୩…

ରାହୁଲ ଗାନ୍ଧିଙ୍କ ବୟାନକୁ ନେଇ ବଢୁଛି ବିବାଦ। କହିଲେ ପାକିସ୍ତାନ, ଚୀନ ହାତ ମିଶାଇ ଯୁଦ୍ଧ କଲେ ଦୁର୍ବଳ ହେବ ଭାରତ।

କନକ ବ୍ୟୁରୋ: ଭାରତ ଏବଂ ଚୀନ ମଧ୍ୟରେ ସୀମା ବିବାଦ ଦେଖାଦେଇଥିବାବେଳେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ଏକ ବୟାନ ପୁଣି ଚର୍ଚ୍ଚା ସୃଷ୍ଟି ହୋଇଛି । ରାହୁଲ କହିଛନ୍ତି, ଚୀନ ଏବଂ ପାକିସ୍ଥାନ ଏକାଠି ହୋଇଯାଇଛନ୍ତି, ଯେବେ ବି କିଛି ଯୁଦ୍ଧ ହେଉ ତାହା ଗୋଟିଏ ଦେଶରୁ ନୁହେଁ ଦୁଇ ଦେଶ ପକ୍ଷରୁ…