Daily Archives

December 2, 2022

କାହାରିକୁ ଛାଡ଼ିଲେନି ବିଜେପି ସାଂସଦ! ରାଜ୍ୟ ସରକାର, ମୁଖ୍ୟମନ୍ତ୍ରୀ, ବିଜେଡି ପ୍ରାର୍ଥୀଙ୍କୁ ପ୍ରଶ୍ନ ବାଣରେ ଘାଇଲା…

କନକ ବ୍ୟୁରୋ: ପ୍ରଥମେ ରୋଡ ସୋ, ପରେ ସାଧାରଣ ସଭା । ରୋଡ ସୋରେ ଲୋକଙ୍କ ସହ ମିଶିଛନ୍ତି, ଜନସଭାରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ଭୁବନେଶ୍ୱର ସାଂସଦ । ଦିନେ ବରଗଡ଼ ଜିଲ୍ଲାର ଜିଲ୍ଲାପାଳ ଭାବେ ପ୍ରଶାସନ ଓ ଶାସନକୁ ଅତିନିକଟରୁ ଦେଖିଥିବା ଅପରାଜିତା, ଗୋଟି ଗୋଟି ପଦ୍ମପୁରର ବଡ଼ ବଡ଼…

ଶ୍ରଦ୍ଧା ହତ୍ୟାକାଣ୍ଡ ମାମଲା । ସରିଲା ଅଫତାବର ପଲିଗ୍ରାଫ ଓ ନାର୍କୋ ଟେଷ୍ଟ, ଏଣିକି ତିହାଡ଼ ଜେଲରେ ଚାଲିଛି ଜେରା

କନକ ବ୍ୟୁରୋ : ଦିଲ୍ଲୀର ବହୁ ଚର୍ଚ୍ଚିତ ଶ୍ରଦ୍ଧା ହତ୍ୟାକାଣ୍ଡ ମାମଲାର ମୁଖ୍ୟ ଅଭିଯୁକ୍ତ ଅଫତାବ ଆମିନ ପୁନାୱାଲର ଉଭୟ ପଲିଗ୍ରାଫ ଓ ନାର୍କୋଟେଷ୍ଟ ସରିବା ପରେ ଶୁକ୍ରବାରଠୁ ତିହାଡ଼ ଜେଲରେ ଆରମ୍ଭ ହୋଇଛି ଜେରା । ସୂଚନା ମୁତାବକ ଏଫଏସଏଲ ଟିମର ୪ଜଣ ସଦସ୍ୟ ତିହାଡ଼ ଜେଲରେ ପହଁଚିଛନ୍ତି । ଏହି…

ଚାଷୀ ସମସ୍ୟାକୁ ନେଇ କମ୍ପିଲା ବିଧାନସଭା। ରାଜଧାନୀ ରାଜରାସ୍ତାରେ ହଳଲଙ୍ଗଳ ଧରି ପ୍ରତିବାଦ କଲେ ବିଜେପି ନେତା, କର୍ମୀ…

କନକ ବ୍ୟୁରୋ: ଚାଷୀ ପ୍ରସଙ୍ଗକୁ ନେଇ ବିଧାନସଭାରୁ ରାଜରାସ୍ତା, ସବୁଠି ପ୍ରତିବାଦ କରିଛି ବିଜେପି । ବିଧାନସଭା ଭିତରେ ଚାଷୀ ପ୍ରସଙ୍ଗକୁ ନେଇ ହଟ୍ଟଗୋଳ କରିଥିଲେ ବିଜେପି ବିଧାୟକ । ହାତରେ ପ୍ଲାକାର୍ଡ ଧରି, ନାରାବାଜି କରିବା ସହ ଗୃହର ମଧ୍ୟ ଭାଗକୁ ଆସି ହୋହାଲ୍ଲା କରିଥିଲେ ବିଜେପି ସଦସ୍ୟ ।…

ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି, ୨୦୨୩ରେ ପଦ୍ମପୁର ପାଇବ ଜିଲ୍ଲାର ମାନ୍ୟତା। ମାରାଥନ ପ୍ରଚାର କରି କେନ୍ଦ୍ର ବିରୋଧରେ…

କନକ ବ୍ୟୁରୋ: ୨୦୨୩ରେ ପଦ୍ମପୁର ପାଇବ ଜିଲ୍ଲାର ମାନ୍ୟତା । ପ୍ରଚାର ବେଳେ ପ୍ରତିଶ୍ରୁତି ଦେଲେ ମୁଖ୍ୟମନ୍ତ୍ରୀ । ପଦ୍ମପୁର ନିର୍ବାଚନମଣ୍ଡଳୀରେ ୩ଟି ଜନସଭାରେ ଯୋଗଦେଇ ରାଜ୍ୟ ସରକାରଙ୍କ ସଫଳତା ବଖାଣିବା ସହ କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି ବିଜେଡି ସୁପ୍ରିମୋ । ଜିଲ୍ଲାର ମାନ୍ୟତା ଲାଗି…

ନିର୍ଦ୍ଧାରିତ ସମୟ ପୂର୍ବରୁ ସରିଲା ଶୀତକାଳୀନ ଅଧିବେଶନ। ଅନିର୍ଦ୍ଧିଷ୍ଟ କାଳ ପାଇଁ ଗୃହକୁ ମୁଲତବି ଘୋଷଣା କଲେ…

କନକ ବ୍ୟୁରୋ: ମାତ୍ର ୮ ଦିନ ଚାଲିପାରିଲା ବିଧାନସଭା ଶୀତକାଳୀନ ଅଧିବେଶନ । ଅନିର୍ଦ୍ଦିଷ୍ଟ କାଳ ପାଇଁ ଗୃହକୁ ମୁଲତବି କରାଯାଇଥିବା ବାଚସ୍ପତି ସୂଚନା ଦେଇଛନ୍ତି । ଶୀତକାଳୀନ ଅଧିବେଶନ ବନ୍ଦ କରିବାକୁ ପ୍ରସ୍ତାବ ଦେଇଥିଲେ ସରକାରୀ ଦଳ ମୁଖ୍ୟ ସଚେତକ । ଏହାକୁ ସମର୍ଥନ ଜଣାଇଥିଲେ ଶାସକ ଦଳ…

ପ୍ରେମ ଆଉ ପ୍ରତିଶ୍ରୁତି ଦେଇ ଯୁବତୀଙ୍କୁ ପ୍ରତାରଣା: ନ୍ୟାୟ ମାଗିବାରୁ ନିଧୁର୍ମ ମାଡ ମାରିଲେ ଯୁବକଙ୍କ ପରିବାର ଲୋକ

କନକ ବ୍ୟୁରୋ: ପ୍ରେମ ଆଉ ପ୍ରତିଶ୍ରୁତି ଦେଇ ଯୁବତୀଙ୍କୁ ପ୍ରତାରଣା । ନ୍ୟାୟ ମାଗିବାରୁ ନିଧୁର୍ମ ମାଡ ମାରିଛନ୍ତି ଯୁବକଙ୍କ ପରିବାର ଲୋକ । ଶେଷରେ ଥାନାର ଦ୍ୱାରସ୍ତ ହୋଇଛନ୍ତି ଯୁବତୀ ଜଣକ । ପରିବାର ସମସ୍ୟା ଭିତରେ ସନ୍ତୁଳି ହେଉଥିଲେ ମାଲକାନଗିରି ଏମଭି-୭୨ର ଏହି ଯୁବତୀ ଜଣକ । ଅସୁସ୍ଥ…