Daily Archives

December 2, 2022

ଦାରିଙ୍ଗବାଡିରେ ଆଜିଠୁ ଆରମ୍ଭ ହୋଇଛି ଇକୋ-ରିଟ୍ରିଟ: ୭ଟି ପର୍ଯ୍ୟଟନ ସ୍ଥଳୀରୁ ଦାରିଙ୍ଗବାଡି ଚିହ୍ନଟ

କନକ ବ୍ୟୁରୋ: ଦାରିଙ୍ଗବାଡିରେ ଆଜିଠୁ ଆରମ୍ଭ ହୋଇଛି ଇକୋରିଟ୍ରିଟ । କନ୍ଧମାଳର ଦାରିଙ୍ଗବାଡିରେ ତୃତୀୟ ବର୍ଷ ପାଇଁ ଇକୋରିଟ୍ରିଟର ଶୁଭାରମ୍ଭ ହୋଇଛି । ରାଜ୍ୟର ୭ଟି ପର୍ଯ୍ୟଟନ ସ୍ଥଳୀ ଚିହ୍ନଟ ହୋଇଥିବା ବେଳେ ସେଥିରେ ଏହି ଦାରିଙ୍ଗବାଡିକୁ ମଧ୍ୟ ଚିହ୍ନଟ କରାଯାଇଛି । ବଣ ପାହାଡ ଘେରା ମନୋରମ…

ବାରଣ୍ଡାରେ ଚାଲିଛି ଭବିଷ୍ୟତ ଗଢା: ନାହିଁ ସ୍କୁଲ ଘର, ବାରଣ୍ଡାରେ ପଢୁଛନ୍ତି ପ୍ରଥମର ଅଷ୍ଟମ ଶ୍ରେଣୀ ଯାଏଁ…

କନକ ବ୍ୟୁରୋ: ବାରଣ୍ଡାରେ ଚାଲିଛି ଭବିଷ୍ୟତ ଗଢା । ସରକାରଙ୍କ ପକ୍ଷରୁ ବିଦ୍ୟାଳୟ ଭିତିିଭୂମି ସୁଦୃଢ ପାଇଁ ନିଆଯାଉଛି ପଦକ୍ଷେପ । ୫-ଟି ଅନ୍ତର୍ଭୁକ୍ତ କରିବା ସହ ଉନତି କରଣ ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି । ହେଲେ ଏହି ଦୃଶ୍ୟ ଦେଖିଲେ ବିଦ୍ୟାଳୟ ଉନ୍ନତିକରଣ କେତେଦୂର ହେଉଛି ତାହା ସ୍ପଷ୍ଟ…

ବ୍ରହ୍ମପୁର କୋର୍ଟ ଭିତରେ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ: ପେଟ୍ରୋଲ ଢାଳି ଆତ୍ମହତ୍ୟା ଚେଷ୍ଟା କରୁଥିବା ବେଳେ ଅଳ୍ପକେ…

କନକ ବ୍ୟୁରୋ: ବ୍ରହ୍ମପୁର ଏସଡିଜେଏମ୍ କୋର୍ଟ ଭିତରେ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ । ମହିଳା ଜଣକ ହଠାତ୍ କୋର୍ଟ  ଭିତରକୁ ପଶିଆସିବା ସହିତ ଶରୀରରେ ପେଟ୍ରୋଲ ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିଲେ । ସେଠାରେ ଥିବା ଜଣେ କର୍ମଚାରୀଙ୍କ ଉପସ୍ଥିତି ବୁଦ୍ଧି ଯୋଗୁ ମହିଳା ଜଣକ ଅଳ୍ପକେ ରକ୍ଷା…

ଅର୍ଥ ହେରଫେର ମାମଲା, ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କ ଉପ ସଚିବ ଗିରଫ

କନକ ବ୍ୟୁରୋ : ମନି ଲଣ୍ଟ୍ରିଂ ମାମଲାରେ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ଉପ ସଚିବ ସୌମ୍ୟା ଚୌରାସିଆଙ୍କୁ ଗିରଫ କରିଛି ପ୍ରବର୍ତନ ନିର୍ଦ୍ଦେଶାଳୟ । ଆୟକର ବିଭାଗ ପକ୍ଷରୁ ଗତବର୍ଷ ଜୁନ ମାସରେ କୁହାଯାଇଥିଲା କି ଛତିଶଗଡ ରାଜଧାନୀ ରାୟପୁରରେ ଚଢାଉ ବେଳେ ୧୦୦ କୋଟି ଟଙ୍କାରୁ ଅଧିକ ଅର୍ଥ…

ଜିଦରେ ଅଟଳ ରହି ଆନ୍ଦୋଳନରେ ଶିକ୍ଷକ: ସ୍କୁଲ ଖୋଲା ଥିଲେ ବି ଶିକ୍ଷକ ଅଭାବରୁ ହୋଇପାରୁନି ପାଠ ପଢା

କନକ ବ୍ୟୁରୋ: ଗୋଟିଏ ପଟେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଆନ୍ଦୋଳନ । ଅନ୍ୟ ପଟେ ଖାଲି ପଡିଛି ସ୍କୁଲ । ପିଲା ଆସୁଛନ୍ତି ବିଦ୍ୟାଳୟ ହେଲେ ଶିକ୍ଷକ ନଥିବାରୁ ହୋଇପାରୁୁନି ପାଠ ପଢା । ବିଭିନ୍ନ ବିଦ୍ୟାଳୟ ଗୁଡିକରେ ଏହି ସମସ୍ୟା ସବୁ ଦେଖିବାକୁ ମିଳିଛି । ପୁରୀ ନିମାପଡାର ବ୍ଲକର କିଛି ସ୍କୁଲରେ…

କୌପିନ୍ ବାବାଙ୍କ ପାଖରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ: କୌପିନ୍ ସମାଜର ମନ୍ଦିର ଓ ଟୁଙ୍ଗି ଘର ନେଇ ଆଲୋଚନା

କନକ ବ୍ୟୁରୋ: ଯୋରନ୍ଦା ମହିମାଗାଦି ପରିଦର୍ଶନ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମହିମାଗାଦିରେ ଉଚ୍ଛେଦ ହେବାର ୧୦ ଦିନରେ ପରେ ମନ୍ତ୍ରୀ ଏହି ଅଂଚଳ ପରିଦର୍ଶନ କରିଛନ୍ତି । ମହିମା ପୀଠରେ ଉଚ୍ଛେଦ ହୋଇଥିବା ସ୍ଥାନ ସବୁ ବୁଲି ଦେଖିଛନ୍ତି । କୌପୀନ୍ ସମାଜଙ୍କ ମନ୍ଦିର ଓ…