Monthly Archives

November 2022

ଶ୍ରଦ୍ଧା ହତ୍ୟାକାଣ୍ଡର ପୁଣି ଆସିଲା ନୂଆ ତଥ୍ୟ, ହେଲେ ହତ୍ୟା ତାରିଖକୁ ନେଇ ଏବେ ଦ୍ୱନ୍ଦରେ ପୋଲିସ

କନକ ବ୍ୟୁରୋ : ବହୁଚର୍ଚ୍ଚିତ ଶ୍ରଦ୍ଧା ୱାଲକର ହତ୍ୟାକାଣ୍ଡ ମାମଲାରେ ପ୍ରତିଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି । ଦିଲ୍ଲୀ ପୁଲିସର ତଦନ୍ତରୁ ପୁଣି ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି । ହତ୍ୟା କରିବାର ଏକ ଘଣ୍ଟା ପରେ ଅଫତାବ୍ ଏକ ଡେଲିଭରୀ ଆପ୍ ମାଧ୍ୟମରେ ଖାଦ୍ୟ ଅର୍ଡର କରିଛି ।…

୨୦୦୨ ଗୁଜରାଟ ଦଙ୍ଗା ସମୟରେ ହୋଇଥିବା ଗଣ ଦୁର୍ଷ୍କମ ମାମଲାରେ ନୂଆ ମୋଡ । ଗୁଜରାଟ ସରକାରଙ୍କ ନିଷ୍ପତି ବିରୋଧରେ…

କନକ ବ୍ୟୁରୋ : ୨୦୦୨ ଗୁଜରାଟ ଦଙ୍ଗା ସମୟରେ ଗଣଦୁଷ୍କର୍ମର ଶିକାର ହୋଇଥିବା ବିଲକିସ ବାନୋ ପୁଣି ଥରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ସମୟ ପୂର୍ବରୁ ମାମଲାର ୧୧ଜଣ ଦୋଷୀ ଜେଲରୁ ଖଲାସା ହୋଇଛନ୍ତି । ଏହାକୁ ବିରୋଧ କରି ସୁପ୍ରିମକୋର୍ଟରେ ରିଭ୍ୟୁପିଟିସନ ଦାଖଲ କରିଛନ୍ତି ବିଲକିସ…

ଦ୍ୱିତୀୟ ଦିନରେ ବି ବର୍ଷିଲେ ଧର୍ମେନ୍ଦ୍ର । ନିର୍ବାଚନୀ ସଭାରୁ ନବୀନଙ୍କୁ କଲେ ନିଶାନା । ବିଜେଡି କହିଲା,…

କନକ ବ୍ୟୁରୋ: ପ୍ରଚାରର ପ୍ରଥମ ଦିନ ଭଳି ଦ୍ୱିତୀୟ ଦିନରେ ବି ପଦ୍ମପୁର ନିର୍ବାଚନୀ ସଭାରୁ ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀଙ୍କ ଉପରେ ଜୋରଦାର ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପ୍ରଥମ ଦିନରେ ଯେଉଁ ସବୁ ପ୍ରସଙ୍ଗ ଉଠାଇଥିଲେ ସେସବୁ ପ୍ରସଙ୍ଗ ଉଠାଇବା ସହ ପୁଣି…

ରାସ୍ତାରେ ଗଡ଼ିବନି ୧୫ ବର୍ଷର ପୁରୁଣା ଗାଡ଼ି । ସ୍କ୍ରାପିଂ ପଲିସିକୁ ମୋହର ମାରିଲା ରାଜ୍ୟ କ୍ୟାବିନେଟ୍ । ପଢନ୍ତୁ, କେଉଁ…

କନକ ବ୍ୟୁରୋ: ରାସ୍ତାରେ ଗଡ଼ିବନି ୧୫ ବର୍ଷର ପୁରୁଣା ଗାଡ଼ି । ପଞ୍ଜିକୃତ ଗାଡ଼ି ସ୍କ୍ରାପିଂ ପଲିସି-୨୦୨୨କୁ ମଞ୍ଜୁରୀ ମିଳିବା ପରେ ଏଭଳି ଆଶଙ୍କା ସୃଷ୍ଟି ହୋଇଛି । ଏଭଳି ହେଲେ ୧୫ ବର୍ଷ କିମ୍ବା ତା’ଠାରୁ ଅଧିକ ପୁରୁଣା ଗାଡ଼ି ଯେଉଁଗୁଡିକ ପୁନଃ ପଞ୍ଜିକୃତ ହୋଇନାହିଁ କିମ୍ବା ଫିଟନେସ ନାହିଁ…

ଶୁଣିଲାନି ପ୍ରଶାସନ । ନିଜସ୍ୱ ଉଦ୍ୟମରେ ରାସ୍ତା କଲେ କୋରାପୁଟ ଘାଂଟାଗୁଡ଼ା ଗାଁ ଲୋକ 

କନକ ବ୍ୟୁରୋ: ଶୁଣିଲାନି ପ୍ରଶାସନ । ଶେଷରେ ନିଜ ଉଦ୍ୟମରେ ନିଜେ ରାସ୍ତା ତିଆରି କଲେ ଗାଁ ଲୋକେ । ଏକାଠି ହୋଇ ମିଳିମିଶି କୋଡି କୋଦାଳ ଧରି ଅଣ୍ଟା ଭିଡିଛନ୍ତି ଗାଁର ଲୋକମାନେ । କୋରାପୁଟ ଦଶମନ୍ତପୁର ବ୍ଲକ ଘାଣ୍ଟାଗୁଡା ଗାଁର ଲୋକେ ଏକାଠି ତିଆରି କରିଛନ୍ତି ରାସ୍ତା । ମେଡ଼ିକାଲ, ବଜାର ଘାଟ…

ଅବଧି ଶେଷ ହେବା ପରେ ବି ହୋଇପାରିଲାନି ଚେକ୍ ଡ୍ୟାମ ନିର୍ମାଣ । ନିମାପଡ଼ା ଧନୁଆ ନଦୀରେ ଅଧାରେ ଅଟକିଛି ଚେକ ଡ୍ୟାମ୍ ।

କନକ ବ୍ୟୁରୋ: ଅବଧି ଶେଷ ହେବା ପରେ ବି ହୋଇପାରିଲାନି ଚେକଡ୍ୟାମ ନିର୍ମାଣ । ବାଦ ବିବାଦ ଯୋଗୁ ଆଗେଇ ପାରୁନି କାର୍ଯ୍ୟ । ନିମାପଡ଼ା ବ୍ଲକ ଧନୁଆ ପଞ୍ଚାୟତର ଶୁନଗୋରଡ଼ି ଗାଁ ନିକଟରେ“ଧନୁଆ” ନଦୀ ଉପରେ ପ୍ରକଳ୍ପ ନିର୍ମାଣ ପାଇଁ ୩କୋଟି ଟଙ୍କାର ଅନୁଦାନ ମିଳିବା ପରେ ୨୦୨୧ ମସିହା ଡ଼ିସେମ୍ବର ମାସରେ…