Daily Archives

November 8, 2022

ଭାରତ ବିରୋଧରେ ବଡ ଧରଣର ଷଡଯନ୍ତ୍ର କରୁଛି ଅଣ୍ଡରୱାଲ୍ଡ ଦାଉଦ ଇବ୍ରାହିମ । ଦିଲ୍ଲୀ,ମୁମ୍ବାଇ ଭଳି ମେଟ୍ରୋ ସହର ସହ…

କନକ ବ୍ୟୁରୋ : ଜାତୀୟ ଯାଂଚ ଏଜେନ୍ସି (ଏନଆଇଏ) ଚାର୍ଜସିଟରେ ହୋଇଛି ଏକ ବଡ ଖୁଲାସା । ଏନଆଇଏ କହିଛି, ଅଣ୍ଡରୱାଲ୍ଡ ଡନ୍ ଦାଉଦ ଏବଂ ତାଙ୍କ ସହଯୋଗୀ ଛୋଟା ଶକିଲ ପୁଣିଥରେ ଭାରତ ଉପରେ ଆକ୍ରମଣ କରିବାକୁ ଯୋଜନା କରୁଛନ୍ତି । ଦାଉଦ ପାକିସ୍ତାନରୁ ଦୁବାଇ ବାଟ ଦେଇ ସୁରତ ଏବଂ ମୁମ୍ବାଇକୁ ୨୫ ଲକ୍ଷ…

କୋଟା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଲେ ସର୍ବୋଚ୍ଚ ନ୍ୟାୟାଳୟ: କହିଲେ କୋଟା ବ୍ୟବସ୍ଥାକୁ ଅନିର୍ଦ୍ଦିଷ୍ଟ କାଳ ଯାଏଁ…

କନକ ବ୍ୟୁରୋ: କେନ୍ଦ୍ର ସରକାରଙ୍କ ଉଚ୍ଚଜାତିର ଗରିବଙ୍କୁ ୧୦ ପ୍ରତିଶତ କୋଟା ନିଷ୍ପତିକୁ ସୁପ୍ରିମକୋର୍ଟ କାଏମ ରଖିଛନ୍ତି । କିନ୍ତୁ ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସୁପ୍ରିମକୋର୍ଟ । କହିଛନ୍ତି, କୋଟା ବ୍ୟବସ୍ଥାକୁ ଅନିର୍ଦ୍ଦିଷ୍ଟ ସମୟ ଯାଏଁ ଜାରି ରଖିବା ଆଦୌ ଆବଶ୍ୟକ ନୁହେଁ । ଏହା ବଦଳରେ…

ଚିକିତ୍ସା ବିଜ୍ଞାନରେ ନୂଆ ଉପଲବ୍ଧି । ପ୍ରସ୍ତୁତ ହେଲା ନକଲି ରକ୍ତ

କନକ ବ୍ୟୁରୋ : ରକ୍ତ ତିଆରି କରୁଛି ମଣିଷ । ଚିକିତ୍ସା ବିଜ୍ଞାନରେ ମିଳିଛି ନୂଆ ଉପଲବ୍ଧି । ପ୍ରସ୍ତୁତ ହେଲା ନକଲି ରକ୍ତ ।  ବିଟ୍ରେନର କିଛି ଦକ୍ଷ ବୈଜ୍ଞାନିକମାନେ ଏହି ନକଲି ରକ୍ତ ପ୍ରସ୍ତୁତ କରିଛନ୍ତି    । ଏହାର ନାଁ ରହିଛି ଲ୍ୟାବ ଗ୍ରାଉନ ବ୍ଲଡ୍ । ଏବେ ଏହାର କ୍ଲିନିକାଲ ପରୀକ୍ଷଣ…

ବିଶ୍ୱ ଦେଖିଲା ଚଳିତବର୍ଷର ଶେଷ ଚନ୍ଦ୍ରଗ୍ରହଣ । ସର୍ବାଧିକ ଦୁଇ ଘଂଟାଧରି ଦେଖାଗଲା ମହାଜାଗତିକ ଦୃଶ୍ୟ

କନକ ବ୍ୟୁରୋ : ବିଶ୍ୱ ବିଭିନ୍ନ ଦେଶରେ ଦୃଶ୍ୟମାନ ହୋଇଛି ଚନ୍ଦ୍ରଗ୍ରହଣ । ବିଭିନ୍ନ ସ୍ଥାନରେ ଦୃଶ୍ୟମାନ ହୋଇଥିଲା ଏହି ମହାଜାଗତିକ ଦୃଶ୍ୟ । ଅରୁଣାଚଳ ପ୍ରଦେଶର ଇଟ୍ଟାନଗରରେ ପ୍ରଥମ ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହେବା ପରେ ଦେଶର ଅନ୍ୟ ସ୍ଥାନରେ ଦେଖାଯାଇଥିଲା ଏହି ମହାଜାଗତିକ ଦୃଶ୍ୟ  । ଏହାକୁ…

ନୟାଗଡ଼ରେ ଅବକାରୀ ଅଧିକାରୀଙ୍କ କଳାକାରନାମା: ବେପାରୀଙ୍କୁ ଚଢ଼ାଉ ଭୟ ଦେଖାଇ କରୁଛନ୍ତି ଡିଲ୍

କନକ ବ୍ୟୁରୋ: ନୟାଗଡ ଅବକାରୀ ବିଭାଗର କିଛି ଅସାଧୁ ଅଧିକାରୀଙ୍କ କଳା କାରନାମା ଏବେ ପଦାକୁ ଆସିଛି । ଚୋରା ବେପାରୀଙ୍କୁ ଚଢାଉର ଭୟ ଦେଖାଇବା ସହ ସହଯୋଗ ବାହାନାରେ ଏମାନେ ମନ ମୁତାବକ ଲୁଟି ଚାଲିଛନ୍ତି । ଯାହାର ପ୍ରମାଣ ଲାଗିଛି କନକ ନ୍ୟୁଜ ହାତରେ । ଯାହାକୁ ଦେଖିଲେ ଆପଣ ବି କହିବେ ବାଡ…