Daily Archives

November 24, 2022

ପୁରୁଷକୁ ଗଣଦୁଷ୍କର୍ମ । ପଞ୍ଜାବ ଜଳନ୍ଧରରୁ ଆସିଲା ଅଭାବନୀୟ ଖବର

କନକ ବ୍ୟୁରୋ: ପଞ୍ଜାବର ଜଳନ୍ଧରର ଜଣେ ଯୁବକଙ୍କ ଅଭିଯୋଗ ଏବେ ହଇଚଇ ଖେଳାଇ ଦେଇଛି । ସମ୍ପୃକ୍ତ ଯୁବକ ଅଭିଯୋଗ କରିଛନ୍ତି ଯେ, ତାଙ୍କୁ ୪ ଜଣ ଯୁବତୀ ଗଣଦୁଷ୍କର୍ମ କରିଛନ୍ତି । ପ୍ରଥମେ ଅପହରଣ ଓ ପରେ ତାଙ୍କୁ ଗଣଦୁଷ୍କର୍ମ କରିଥିବା ଅଭିଯୋଗ କରିଛନ୍ତି । ୨୧ ନଭେମ୍ବର ୨୦୨୨ ସୋମବାର…

କୋର୍ଟଙ୍କ ନିର୍ଦ୍ଦେଶରେ ମୁଣ୍ଡ ଉପରୁ ଉଠିଗଲା ଛାତ । ଠିକଣା ଖୋଜୁଛନ୍ତି ଯୋରନ୍ଦା ଗାଦିର କୌପୀନ ସାଧୁସନ୍ଥ । ଖୋଲା…

କନକ ବ୍ୟୁରୋ: ଯୋରନ୍ଦା ମହିମା ଗାଦିରେ ବୁଲଡୋଜର ବୁଲିବା ପରେ ଖୋଲା ଆକାଶ ତଳେ କଟୁଛି କୌପିନ ସମାଜ ସାଧୁ, ସନ୍ନ୍ୟାସୀଙ୍କ ଜୀବନ । ଠିକ୍ ଭାବେ ଥଇଥାନ କରାନଯାଇ କିପରି ପ୍ରଶାସନ ବୁଲଡୋଜର ଚଳାଇଲା ତାକୁ ନେଇ ସେମାନ ପ୍ରଶ୍ନ କରିଛନ୍ତି । ଏହାସହ କୋର୍ଟ ଯିବେ ବୋଲି କହିଛନ୍ତି କୌପୀନ ସମାଜ ।…

ଭୋଟ ରାଜନୀତିର କୋଳାହଳ ଭିତରେ ଖାଁ ଖାଁ ପାଇକମାଳର ଗାଁ । ସାମ୍ନାକୁ ଆସିଲା ଦାଦନ ଦୁଃଖର କରୁଣ କାହାଣୀ

କନକ ବ୍ୟୁରୋ: ଖାଁ ଖାଁ ପାଇକମାଳର ଗାଁ । ଘର ଗୁଡ଼ିକରେ ତାଲା ପଡ଼ିଛି । କାଁ ଭାଁ କିଛି ବୟସ୍କ ବ୍ୟକ୍ତି ନଜର ଆସୁଛନ୍ତି, ଯେଉଁମାନେ କି ଘର ଜଗିବା ଦାୟିତ୍ୱରେ ଅଛନ୍ତି । ତେବେ ଏହି ଗାଁରେ ନାହିଁ ଭୋଟର ରାଜନୀତିର କୋଳାହଳ । କାରଣ ପେଟର ଭୋକ ଲୋକଙ୍କୁ ସଜାଇ ଦେଇଛି ଦାଦନ । ନିର୍ବାଚନରେ କିଏ…

ମହିଳାଙ୍କୁ ନୁହେଁ ପୁରୁଷଙ୍କ ସହ ହୋଇଛି ଗଣଦୁଷ୍କର୍ମ! ଅପହରଣ ପରେ ପୁରୁଷଙ୍କୁ ଗଣଦୁଷ୍ମର୍ମ କଲେ ୪ ମହିଳା

କନକ ବ୍ୟୁରୋ : ପଞ୍ଜାବ ଜଳନ୍ଧରୁ ଆସିଛି ଆଶ୍ଚର୍ଯ୍ୟ ଚକିତ କରିବା ଭଳି ଖବର । ଜଣେ ନୁହେଁ କି ଦୁଇ ଜଣ ନୁହେଁ ୪-୪ ଜଣ ଝିଅଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହୋଇଛନ୍ତି ଜଣେ ପୁରୁଷ । ପ୍ରଥମେ ଅପହୃତ ହୋଇଛନ୍ତି ପରେ ଦୁଷ୍କର୍ମର ଶିକାର ହୋଇଛନ୍ତି ପୀଡିତ ଯୁବକ । ପୁରୁଷ ଜଣଙ୍କ ଗୋଟିଏ ଚମଡା…

ନୂଆ ସେନାମୁଖ୍ୟ ନିଯୁକ୍ତ କରିଛି ପାକିସ୍ତାନ, ଲେଫ୍ଟନାଣ୍ଟ ଅସିମ ମୁନିର ୧୭ ତମ ସେନାମୁଖ୍ୟ ଭାବେ ନିଯୁକ୍ତ

କନକ ବ୍ୟୁରୋ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଏବଂ ଏବେର ପ୍ରଧାନମନ୍ତ୍ରୀ ସେହେବାଜ ସରିଫଙ୍କ ମଧ୍ୟରେ ବିବାଦ ବଢୁଥିବା ବେଳେ ନୂଆ ସେନା ମୁଖ୍ୟ ନିଯୁକ୍ତ କରିଛି ପାକିସ୍ତାନ ।  ଲେପ୍ଟେନାଂଟ ଜେନେରାଲ ଅସିମ ମୁନିରଙ୍କୁ ୧୭ ତମ ଆର୍ମି ମୁଖ୍ୟ ନିଯୁକ୍ତ କରିଛନ୍ତି…

ସେନା ବିରୋଧୀ ବୟାନ ଦେଲେ ରିଚା ଚଡ୍ଡା । ସମାଲୋଚନା ପରେ ହଟାଇଲେ ଟ୍ୱିଟ୍

କନକ ବ୍ୟୁରୋ : ଯେଉଁ ସମୟରେ ଅଭିନେତ୍ରୀ ରିଚା ଚଡ୍ଡା ନିଜ ଟୁଇଟର ପେଜରେ ଏହି ଟୁଇଟ କରିଥିବେ ସେ ହୁଏତ ଭାବିନଥିବେ କି ଆଗକୁ ଏହା କେତେ ବଡ ବିବାଦ ହୋଇ ଛିଡା ହେବ । ନିକଟରେ ରିଚାଙ୍କ ଟୁଇଟର ପେଜରେ ଦେଖିବାକୁ ମିଳିଥିଲା ଗଲୱାନ ସେଜ୍ ହାଏ ଅର୍ଥାତ ଗଲୱାନ କହୁଛି ନମସ୍କାର । ଏହି ତିନୋଟି…