Daily Archives

November 7, 2022

ସୂର୍ଯ୍ୟଙ୍କ ବ୍ୟାଟିଂର ଫ୍ୟାନ ହେଲେ ଏହି ପୂର୍ବତନ ପାକିସ୍ତାନୀ କ୍ରିକେଟର: କହିଲେ, ଅନ୍ୟ ଗ୍ରହରୁ ଆସିଛନ୍ତି ସୂର୍ଯ୍ୟ

କନକ ବ୍ୟୁରୋ: ଟି-୨୦ ବିଶ୍ୱକପରେ ଧମାଲ ମଚାଉଛନ୍ତି ଭାରତୀୟ କ୍ରିକେଟର ସୂର୍ଯ୍ୟକୁମାର ଯାଦବ । ସେ ମିଡିଲ ଅର୍ଡରରେ ଏବେ ଟିମ ଇଣ୍ଡିଆର ମେରୁଦଣ୍ଡ ପାଲଟିଛନ୍ତି । ସେ କେବଳ ଦ୍ରୁତ ରନ କରୁନାହାନ୍ତି ବରଂ ଆକର୍ଷଣୀୟ ସଟ୍ ଖେଳି ସମସ୍ତଙ୍କୁ ନିଜ ଦିୱାନା କରୁଛନ୍ତି । କେବଳ ଭାରତୀୟ ନୁହେଁ…

ବେଙ୍ଗାଲୁର କୋର୍ଟଙ୍କ ବଡ ନିର୍ଦ୍ଦେଶ: କଂଗ୍ରେସ ଏବଂ ଭାରତ ଯୋଡ ଯାତ୍ରାର ଟ୍ୱିଟର ହ୍ୟାଣ୍ଡଲ ଉପରେ ଲାଗିଲା ସାମୟିକ…

କନକ ବ୍ୟୁରୋ: କର୍ଣ୍ଣାଟକ ବେଙ୍ଗାଲୁରୁ କୋର୍ଟଙ୍କ ବଡ ନିର୍ଦ୍ଦେଶ । କଂଗ୍ରେସକୁ କୋର୍ଟ ପକ୍ଷରୁ ବଡ ଝଟକା ମିଳିଛି । କଂଗ୍ରେସ ଓ ଭାରତ ଯୋଡ ଯାତ୍ରାରେ ଟ୍ୱିଟର ହ୍ୟାଣ୍ଡଲ ଉପରେ ସାମୟିକ ରୋକ ଲଗାଇଛନ୍ତି କୋର୍ଟ । କପିରାଇଟ ଆକ୍ଟ ଅନୁସାରେ କୋର୍ଟ ଏହି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ଭାରତ…

ଟ୍ୱିଟରର ନୂଆ ମାଲିକଙ୍କ ମନମାନୀରେ ଅସ୍ତବ୍ୟବ୍ୟସ୍ତ କର୍ମଚାରୀ: ସପ୍ତାହକ ଭିତରେ ୯୦ପ୍ରତିଶତ ଭାରତୀୟ କର୍ମଚାରୀଙ୍କୁ…

କନକ ବ୍ୟୁରୋ: ଏଲନ୍ ମସ୍କ ହାତକୁ ମାଲିକାନା ଯିବା ପରେ ଟୁଇଟରେ ଆରମ୍ଭ ହୋଇଛି ଛଟେଇ । କମ୍ପାନୀ ନିଜର ପ୍ରାୟ ୭ହଜାର ୫୦୦ କର୍ମଚାରୀଙ୍କୁ ଛଟେଇ କରିଛି । ସେଥିମଧ୍ୟରେ ଭାରତର ପ୍ରାୟ ୯୦ ପ୍ରତିଶତ କର୍ମଚାରୀ ଥିବା ଜଣାପଡିଛି । ଏବେ ଟୁଇଟରରେ ଭାରତର କେବଳ ୧୦ଜଣ କର୍ମଚାରୀ ରହିଛନ୍ତି । ଏହାରି…

ଭାରତରେ ପ୍ରଥମ ଶିକାର କଲା ଆଫ୍ରିକା ଚିତା: ନାମ୍ବିଆର ଦୁଇ ଚିତା ବାଘ ଚିତଳ ହରିଣକୁ କଲେ ଶିକାର

କନକ ବ୍ୟୁରୋ: ଆଫ୍ରିକାରୁ ଆସିଥିବା ଚିତାଙ୍କ ଭାରତରେ ପ୍ରଥମ ଶିକାର । ସେପ୍ଟେମ୍ବରରେ ଆଫ୍ରିକାର ନାମିବ୍ୟାରୁ ଭାରତକୁ ଅଣାଯାଇଥିଲା ୮ ଚିତା ବାଘ । ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ସେମାନଙ୍କୁ ଛଡାଯାଇଥିଲା । ଏବେ ଏହି ୮ଟି ଚିତାଙ୍କ ମଧ୍ୟରୁ ୨ଟି ଚିତା ନିଜ ଶିକାର ଆରମ୍ଭ କରିଛନ୍ତି ।…

ମଧ୍ୟ ଆଫ୍ରିକାର ଗୀନି ଦେଶରେ ୧୬ଭାରତୀୟଙ୍କୁ ବନ୍ଧକ: ଭିଡିଓ ଜାରି କରି ମୁକୁଳାଇବାକୁ ଭାରତ ସରକାରଙ୍କୁ କଲେ ଗୁହାରୀ

କନକ ବ୍ୟୁରୋ: ବିଦେଶରେ ୧୬ଜଣ ଭାରତୀୟଙ୍କୁ ବନ୍ଧକ କରି ରଖାଯାଇଛି । ସୁଦୁର ମଧ୍ୟ ଆଫ୍ରିକାର ପଶ୍ଚିମତଟରେ ଥିବା ଗୀନିରେ ୧୬ଜଣ ଭାରତୀୟଙ୍କୁ ବନ୍ଧକ ରଖାଯାଇଥିବା ସୂଚନା ମିଳିଛି । ସୋସିଆଲ ମିଡିଆରେ ଏକ ଭିଡିଓ ଜାରି କରି ନିଜକୁ ମୁକୁଳାଇବା ପାଇଁ ଭାରତ ସରକାରଙ୍କୁ ଗୁହାରି କରିଛନ୍ତି ବନ୍ଦୀ…

ଯୁଦ୍ଧ ଭିତରେ ୟୁକ୍ରେନ ବିରୋଧରେ ଋଷର ନୂଆ ଷଡଯନ୍ତ୍ର: କ୍ରେମଲିନ ଆରମ୍ଭ କରିଛି ଅପରେସନ ବ୍ଲାକ ଆଉଟ

କନକ ବ୍ୟୁରୋ: ୧୦ମାସ ଧରି ଚାଲିଛି ରୁଷ-ୟୁକ୍ରେନ ଯୁଦ୍ଧ । ୟୁକ୍ରେନର ବିଭିନ୍ନ ସ୍ଥାନକୁ ଟାର୍ଗେଟ କରି ଘମାଘୋଟ ଆକ୍ରମଣ କରିଚାଲିଛି ରୁଷ । ଏବେ ୟୁକ୍ରେନର ବିଭିନ୍ନ ସହରରେ ଥିବା ପାୱାର ଗ୍ରୀଡକୁ ଟାର୍ଗେଟ କରୁଛନ୍ତି କ୍ରେମଲିନ । ଗୁରୁତ୍ୱପୂର୍ଣ୍ଣ ଶକ୍ତି ଭିତିଭୂମିକୁ ଟାଗେର୍ଟ କରି ରୁଷ…