Daily Archives

November 5, 2022

ଜମି ଅଧିଗ୍ରହଣ ନିଷ୍ପତିକୁ ବିରୋଧ କରି ତାତିଲେ ଗ୍ରାମବାସୀ। ଖୋର୍ଦ୍ଧା ବେଗୁନିଆ କୁଷପଲ୍ଲାରେ ଉତ୍ତେଜନା।

କନକ ବ୍ୟୁରୋ: ଇଡକୋର ଜମି ଅଧିଗ୍ରହଣ ନିଷ୍ପତିକୁ ବିରୋଧ କରି ତାତିଲେ ଖୋର୍ଦ୍ଧା ବେଗୁନିଆ କୁଷପଲ୍ଲା ଗ୍ରାମବାସୀ । ଏହି ଗାଁର ପାଖାପାଖି ୪ଶହ ଏକର ଜମି ଚିହ୍ନଟ ପରେ ଗ୍ରାମବାସୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି । କେବଳ କୁଷପଲ୍ଲା ନୁହେଁ ସିମୋର, ବଡବେରଣା, ବେଗୁନିଆ ପଞ୍ଚାୟତର ସରପଞ୍ଚ,…

ବେଦାନ୍ତର ଯାମକାନି କୋଇଲା ଖଣି କାମକୁ ଜୋରଦାର ବିରୋଧ, ବିସ୍ଥାପିତ ଓ ପୋଲିସ ମୁହାଁମୁହିଁ । 

କନକ ବ୍ୟୁରୋ:  ପ୍ରବଳ ଉତ୍ତେଜନା ମଧ୍ୟରେ ଆରମ୍ଭ ହୋଇଛି ବେଦାନ୍ତର ସୁନ୍ଦରଗଡ ଯାମକାନି କୋଇଲା ଖଣି କାମ । ବିସ୍ଥାପିତମାନେ ଖଣିକାମକୁ ପ୍ରବଳ ବିରୋଧ କରିଛନ୍ତି । ବିସ୍ଥାପିତ ଓ ପୁଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଛି । ପୁଲିସ ଲାଠି ଚାଳନା କରିବା ସହ ବିସ୍ଥାପିତଙ୍କୁ ମାଡ ମାରିଥିବା ଅଭିଯୋଗ…

ଏ ବର୍ଷ ପାଣି ନେଉଥିବା ଚାଷୀଙ୍କୁ ମିଳିବନି ଆରବର୍ଷ ପାଣି। ତେଲେଙ୍ଗିରି ପ୍ରକଳ୍ପର ପାଣି ଭାଗବଣ୍ଟାକୁ ନେଇ ଏପରି…

କନକ ବ୍ୟୁରୋ: ପାଣି ପାଇଁ ପାଳି । ପାଳି ଆସିଲେ ପାଣି ମିଳିବ, ପାଣି ମିଳିଲେ ଚାଷ ହେବ । କୋରାପୁଟ ଜିଲ୍ଲା ତେଲେଙ୍ଗିରି ପ୍ରକଳ୍ପରୁ ଆସୁଥିବା ପାଣି, ଚାଷ ପାଇଁ ନିଅଂଟ ହେଉଥିବାରୁ ବୋରିଗୁମା ବ୍ଲକର ଚାଷୀଙ୍କୁ ବାଧ୍ୟବାଧକତାରେ ଭାଗବଣ୍ଟାକରିବାକୁ ନିଷ୍ପତି ହୋଇଛି । ରବି ଚାଷ ପାଇଁ…