Daily Archives

November 9, 2022

ଦ୍ରୌପଦୀ ମୁର୍ମୁଙ୍କ ପୁରୀ ଗସ୍ତ ପାଇଁ ସଜେଇ ହୋଇଛି ପୁରୀ ରାଜଭବନ: ପ୍ରବେଶ ଦ୍ୱାରରେ ରହିଛି ନନ୍ଦିଘୋଷ ରଥର ଚକ

କନକ ବ୍ୟୁରୋ: ପୁରୀ ଗସ୍ତ ବେଳେ ପୁରୀ ରାଜଭବନରେ ରାଷ୍ଟ୍ରପତି ଦୌପ୍ରଦୀ ମୁର୍ମୁ ଦୁଇ ଘଂଟା ବିଶ୍ରାମ ନେବା କାର୍ଯ୍ୟକ୍ରମ ରହିଛି । ଏହାକୁ ଦୃଷ୍ଟିରେ ରଖି ରାଜଭବନକୁ ସୁନ୍ଦର ଭାବେ ସଜାଯାଇଛି । ସୁନ୍ଦର ଆଲୋକମାଳା ସହ ପ୍ରବେଶ ପଥଠାରୁ ଆରମ୍ଭ କରି ସମଗ୍ର ଭାଜଭବନକୁ ମନୋରମ କରାଯାଇଛି ।…

କାଲି ଦିନ ୧ରୁ ଭୁବନେଶ୍ୱରରେ ଅଫିସ, ସ୍କୁଲ ଓ କଲେଜ ବନ୍ଦ: ରାଷ୍ଟ୍ରପତିଙ୍କ ଗସ୍ତକୁ ନଜରରେ ରଖି ନିଆଗଲା ନିଷ୍ପତ୍ତି

କନକ ବ୍ୟୁରୋ: ଆସନ୍ତାକାଲି ଦିନ ୧ରୁ ଅଫିସ, ସ୍କୁଲ ଓ କଲେଜ ବନ୍ଦ । ବିଏମସି ଅଞ୍ଚଳରେ ଅଫିସ, ସ୍କୁଲ ଓ କଲେଜ ବନ୍ଦ ରହିବ । ରାଷ୍ଟ୍ରପତିଙ୍କ ଓଡିଶା ଗସ୍ତକୁ ନଜରରେ ରଖି ନିଆଗଲା ଏଭଳି ନିଷ୍ପତ୍ତି । ରାଷ୍ଟ୍ରପତି ଭାବେ ଆସନ୍ତାକାଲି ପ୍ରଥମ ଥର ପାଇଁ ଓଡିଶା ଆସୁଛନ୍ତି ଦୌପ୍ରଦୀ ମୁର୍ମୁ । ଏହି…

ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର: ୨ ଦିନରେ ନେଇପାରେ ସୁଦୃଶ୍ୟ ଲଘୁଚାପର ରୂପ

କନକ ବ୍ୟୁରୋ: ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଏବଂ ଭାରତ ମହାସାଗର ପାଶ୍ୱବର୍ତି ବିଷୁବ ରେଖା ନିକଟରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ସମୁଦ୍ର ପତନ ଠାରୁ ୭ ଦଶମିକ ୬ କିଲୋମିଟର ପର୍ୟ୍ୟନ୍ତ ବ୍ୟାପି ରହିଛି ଘୂର୍ଣ୍ଣିବଳୟ । ଆସନ୍ତା ୪୮ ଘଂଟା…

ମହୁଲପୋଚ ଖାଇ ମାତାଲ ହାତୀ: ଦୀର୍ଘ ସମୟ ଧରି ଶୋଇବା ପରେ ଜଙ୍ଗଲକୁ ଗଲେ ୨୪ ହାତୀ

କନକ ବ୍ୟୁରୋ: କାଜୁ ଜଙ୍ଗଲ । ହାତୀ ଶୋଇ ରହିଛନ୍ତି, ଆଉ ଆଖପାଖରେ ବିନା ଭୟରେ ହୋହଲ୍ଲା କରୁଛନ୍ତି ଲୋକେ । କୁହାଯାଉଛି, ମହୁଲ ପୋଚ ପିଇ ମାତାଲ ହେବା ପରେ ଶୋଇପଡିଛନ୍ତ ହାତୀପଲ । କିଛି ଦିନ ହେଲା ୨୪ ଟିକିଆ ହାତୀପଲ ପାଟଣା ରେଂଜ ଅଂଚଳରେ ଉତ୍ପାତ କରୁଥିଲେ । ହେଲେ ସକାଳୁ ସକାଳୁ ସ୍ଥାନୀୟ…

ଆମେରିକାରେ ମଧ୍ୟବର୍ତିକାଳୀନ ନିର୍ବାଚନ ପାଇଁ ମଙ୍ଗଳବାର ପଡିଛି ଭୋଟ । ବାଇଡେନଙ୍କ ଠାରୁ ଆଗରେ ଟ୍ରମ୍ପଙ୍କ ପାର୍ଟି

କନକ ବ୍ୟୁରୋ : ଆମେରିକାରେ ମଧ୍ୟବର୍ତିକାଳୀନ ନିର୍ବାଚନ ପାଇଁ ମଙ୍ଗଳବାର ପଡିଛି ଭୋଟ । ଭୋଟଦାନ ପରେ ମତଗଣନା ମଧ୍ୟ ହୋଇଛିି । ତେବେ ମତଗଣନା ପରେ ଯେଉଁ ଫଳାଫଳ ସାମ୍ନାକୁ ଆସିଛି ତାହା ଅତ୍ୟନ୍ତ ରୋଚକ ଓ ଆଶ୍ଚଯ୍ୟଜନକ ମଧ୍ୟ । କାରଣ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଡେମୋକ୍ରାଟିକ…