Daily Archives

November 30, 2022

ପୁଣି ଜୀବନ ନେଲା ବିଏମସି ଅଳିଆ ଗାଡି । ଭୁବନେଶ୍ୱର ଭିଏସଏସ ନଗରରେ ଗାଡି ଧକ୍କାରେ ପୁଅ ଆଗରେ ଗଲା ମାଆର ଜୀବନ

କନକ ବ୍ୟୁରୋ: ପୁଣି ଏକ ଜୀବନ ନେଲା ବିଏମସି ଅଳିଆ ଗାଡ଼ି । ପୁଅ ଆଖି ଆଗରେ ଚାଲିଗଲା ମା’ର ଜୀବନ । ପୁଅ ଗୁରୁତର ହୋଇ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି । ଆଜି ଅପରାହ୍ନ ୪ଟା ବେଳେ ଭୁବନେଶ୍ୱର ଭିଏସଏସ୍ ନଗର ଅଳିଆ ଗଦା ନିକଟରେ ଏହି ଦୁର୍ଘଟଣା ଘଟିଛି । ମୃତକ ଜଣକ ଏକ ବାଇକରେ ଯାଉଥିବା…

ସ୍କୁଲକୁ ଫେରିବେ ଶିକ୍ଷକ । ୪ ଦିନ ପରେ ଆନ୍ଦୋଳନକୁ ସ୍ଥଗିତ ରଖିଲେ ପ୍ରାଥମିକ ଶିକ୍ଷକ ।

କନକ ବ୍ୟୁରୋ: ୪ ଦିନର ଆନ୍ଦୋଳନ ପରେ ପ୍ରାଥମିକ ଶିକ୍ଷକ ଆନ୍ଦୋଳନ ବର୍ତ୍ତମାନ ପାଇଁ ସ୍ଥଗିତ ରହିଛି । ସରକାରଙ୍କ ଦ୍ୱାରା ଦିଆଯାଇଥିବା ସମୟ ଅନୁସାରେ ୨୦ ତାରିଖ ମଧ୍ୟରେ ନିଷ୍ପତ୍ତି ନିଆନଗଲେ ପୁଣି ଥରେ ଆନ୍ଦୋଳନ ହେବ ବୋଲି ପ୍ରାଥମିକ ଶିକ୍ଷକ ସଂଘ ଧମକ ଦେଇଛି । ୩ ଦଫା ଦାବି ନେଇ ପ୍ରାଥମିକ…

ଏନଡିଟିଭିରେ ଚାଲିବ ଆଦାନୀ ରାଜ! ବୋର୍ଡରୁ ଇସ୍ତଫା ଦେଲେ ପ୍ରଣୟ-ରାଧିକା । ବଦଳିବ କି ଏନଡିଟିଭିର ଖବର ପ୍ରସାରଣ ଶୈଳୀ?

କନକ ବ୍ୟୁରୋ: ଏନଡିଟିଭିର ବୋର୍ଡରେ ସାମିଲ ହେଲେ ନୂଆ ମାଲିକ ଗୌତମ ଆଦାନୀଙ୍କ ବିଶ୍ୱସ୍ତ । ବୋର୍ଡରୁ ଦୁଇ ପ୍ରତିଷ୍ଠାତା ପ୍ରଣୟ ରୟ ଏବଂ ରାଧିକା ରୟ ମଙ୍ଗଳବାର ଇସ୍ତଫା ଦେଇଛନ୍ତି । ଏହାପରେ ତିନି ଜଣ ନୂଆ ସଦସ୍ୟ ସାମିଲ ହୋଇଛନ୍ତି । ତେଣୁ ଏବେ ଏନଡିଟିଭିର ଖବର ପ୍ରସାରଣ ଶୈଳୀ କଣ ରହିବ ତାକୁ…

ଝିମିଟି ଖେଳରୁ ମହାଭାରତ । କମେଣ୍ଟମରାକୁ ନେଇ ଦଶମ ଶ୍ରେଣୀ ଛାତ୍ରଙ୍କୁ ମରଣାନ୍ତକ ଆକ୍ରମଣ ।

କନକ ବ୍ୟୁରୋ: ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତାରେ ଝିମିଟି ଖେଳରୁ ମହାଭାରତ । ସାମାନ୍ୟ କମେଣ୍ଟମରାକୁ କେନ୍ଦ୍ର କରି ଜଣେ ଦଶମ ଶ୍ରେଣୀର ଛାତ୍ରଙ୍କୁ ସଂଘବଦ୍ଧ ଆକ୍ରମଣ କରିଛନ୍ତି ଆଉ କିଛି ଛାତ୍ର । ସଂପୃକ୍ତ ଛାତ୍ର ଗୁରୁତର ଅବସ୍ଥାରେ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି । ଏହି ଘଟଣାରେ ଅଭିଯୁକ୍ତ…

ଚତୁର୍ଥ ଦିନରେ ପହଞ୍ଚିଲା ଶିକ୍ଷକ ଆନ୍ଦୋଳନ । ରାସ୍ତା ଉପରେ କଲେ ଯଜ୍ଞ ଓ ପୂଜାପାଠ, ନିଆରା ଢଙ୍ଗରେ କଲେ ପ୍ରତିବାଦ ।

କନକ ବ୍ୟୁରୋ: ଭୁବନେଶ୍ୱର ଲୋୟର ପିଏମଜିରେ ବିଭିନ୍ନ ଦାବି ନେଇ ବିଭିନ୍ନ ସଂଗଠନ ଆନ୍ଦୋଳନ ଚଳାଇଛନ୍ତି । କେତେକ ସଂଗଠନ ଦୀର୍ଘ ଦିନ ହେବ ଆନ୍ଦୋଳନ ଚଳାଇଥିବାବେଳେ ଆଉ କିଛି ସଂଗଠନ ଏହି ସପ୍ତାହରେ ଆନ୍ଦୋଳନ ଆରମ୍ଭ କରିଛନ୍ତି । ସେମାନଙ୍କ ଭିତରେ ଅଛନ୍ତି ପ୍ରାଥମିକ ଶିକ୍ଷକ ସଂଘ, ଅଙ୍ଗନୱାଡି…

ପ୍ରତିରକ୍ଷା କ୍ଷେତ୍ରରେ ବିଶ୍ୱର ସବୁଠୁ ଶକ୍ତିମାନ ହେବ ଚୀନ । ୧୦ବର୍ଷ ମଧ୍ୟରେ ପରମାଣୁ ଅସ୍ତ୍ରଶସ୍ତ୍ରରେ ଭର୍ତି ହେବ…

କନକ ବ୍ୟୁରୋ : ପ୍ରତିରକ୍ଷା କ୍ଷେତ୍ରରେ ବିଶ୍ୱର ସବୁଠୁ ଶକ୍ତିମାନ ହେବ ଚୀନ । ୧୦ବର୍ଷ ମଧ୍ୟରେ ପରମାଣୁ ଅସ୍ତ୍ରଶସ୍ତ୍ରରେ ଭର୍ତି ହେବ ବେଜିଂର ପ୍ରତିରକ୍ଷା ଭଣ୍ଡାର । ପ୍ରତିରକ୍ଷା କ୍ଷେତ୍ରରେ ଆମେରିକାକୁ ମାତ ଦେବାକୁ ଚୀନ ଗୁପ୍ତ ଯୋଜନାରେ ଲାଗିପଡିଛି । ରାଷ୍ଟ୍ରପତି ସି-ଜିନପିଙ୍ଗ ପରମାଣୁ…