Daily Archives

November 17, 2022

ରାଷ୍ଟ୍ରପତିଙ୍କୁ ସୌଜନ୍ୟମୂଳକ ସାକ୍ଷାତ କଲେ ସିଦ୍ଧି ବିନାୟକ ଶିକ୍ଷାନୁଷ୍ଠାନର ସଦସ୍ୟ। ରାଜଭବନରେ ମହାମହିମଙ୍କୁ…

କନକ ବ୍ୟୁରୋ:  ରାଷ୍ଟ୍ରପତିଙ୍କୁ ସୌଜନ୍ୟମୂଳକ ସାକ୍ଷାତ କଲେ ସିଦ୍ଧି ବିନାୟକ ଶିକ୍ଷାନୁଷ୍ଠାନର କର୍ମକର୍ତ୍ତା ।  ଗତ ନଭେମ୍ବର ୧୧ ତାରିଖ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡିଶା ଗସ୍ତ ସମୟରେ ବାଲେଶ୍ୱରର ସିଦ୍ଧି ବିନାୟକ ଶିକ୍ଷାନୁଷ୍ଠାନର କର୍ମକର୍ତ୍ତା ରାଜଭବନରେ ସାକ୍ଷାତ କରିଥିଲେ ।…

ଏତେ ବ୍ରେକର କଣ ଆବଶ୍ୟକ? ଦ୍ରାବିଡଙ୍କ ଉପରେ ପ୍ରଶ୍ନ ଉଠାଇଲେ ଶାସ୍ତ୍ରୀ

କନକ ବ୍ୟୁରୋ : ଟି-୨୦ ବିଶ୍ୱକପ ଆଶା ଧୂଳିସାତ ହେବା ପରେ ଏବେ ନ୍ୟୁଜିଲାଣ୍ଡ ଗସ୍ତରେ ଅଛି ଟିମ୍ ଇଣ୍ଡିଆ । ନ୍ୟୁଜିଲାଣ୍ଡ ବିପକ୍ଷରେ ୩ଟି ଟି-୨୦ ଓ ୩ଟି ଦିନିକିଆ ମ୍ୟାଚ୍ ସିରିଜ ଖେଳିବ ଭାରତ । ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ୍ ପାଇଁ ଦଳର ସିନିୟର ଖେଳାଳୀଙ୍କୁ ବିଶ୍ରାମ ଦିଆଯାଇଛି ।…

କିଏ ସ୍ତ୍ରୀର ଶବକୁ ଖଣ୍ଡ ଖଣ୍ଡ କରିଛି, କିଏ ପୁଣି ତନ୍ଦୁରରେ ପୋଡି ପ୍ରମାଣ ନଷ୍ଟ କରିଛି। ପଢନ୍ତୁ ଦେଶର ବିଭତ୍ସ…

କନକ ବ୍ୟୁରୋ: ଦେଶରେ ଏମିତି କିଛି ହତ୍ୟାକାଣ୍ଡ ଘଟିଛି ଯାହାକୁ ଶୁଣିଲେ, ଦେଖିଲେ ଲୋମଟାଙ୍କୁରୀ ଯିବ । ବିଭତ୍ସ, ବର୍ବର, ଭୟାନକର ଅନେକ ହତ୍ୟାକାଣ୍ଡ ଦେଶକୁ ଦୋହଲାଇ ଦେଇଛି । କେତେବେଳେ କିଏ ନିଜ ସ୍ତ୍ରୀର ଶବକୁ ୭୨ଖଣ୍ଡ କରି ହତ୍ୟାର ପ୍ରମାଣ ନଷ୍ଟ କରିବାକୁ ଚେଷ୍ଟା କରିଛି ତ ପୁଣି କିଏ…

ଦେଶର ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଜେରା କଲା ଇଡି। ଖଣି ଦୁର୍ନୀତି ମାମଲାରେ ହେମନ୍ତ ସୋରେନଙ୍କୁ ଇଡିର ମାରାଥନ…

କନକ ବ୍ୟୁରୋ: ବେଆଇନ ଖଣି ଖନନ ମାମଲାରେ ଭାରତ ବର୍ଷରେ ପ୍ରଥମ ଥର ପାଇଁ ଜଣେ ମୁଖ୍ୟମନ୍ତ୍ରୀଙ୍କୁ ଜେରା କରିଛି ପ୍ରବର୍ତନ ନିର୍ଦ୍ଦେଶାଳୟ । ୧ ହଜାର କୋଟିର ଦୁର୍ନୀତି ଅଭିଯୋଗ ମାମଲାରେ ଦେଶର ସବୁଠୁ ବଡ ଅର୍ଥନୈତିକ ଅପରାଧ ତଦନ୍ତକାରୀ ସଂସ୍ଥା ଇଡି ଗୁରୁବାର ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ…

ଚର୍ଚ୍ଚାରେ ରାହୁଲ ଗାନ୍ଧୀଙ୍କ ବୟାନ, ଯେକୌଣସି ଦଳକୁ ଜିତାଇ ପାରିବେ ସୋସିଆଲ ମିଡିଆ କମ୍ପାନୀ। 

କନକ ବ୍ୟୁରୋ: ଗୁଜରାଟ ବିଧାନସଭା ନିର୍ବାଚନକୁ ଆଉ ଅଳ୍ପ କିଛି ଦିନ ବାକି ରହିଥିବା ବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବୟାନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଭାରତରେ ଯେକୌଣସି ଦଳକୁ ସୋସିଆଲ ମିଡିଆ କମ୍ପାନୀ ଜିତାଇ ପାରିବେ । ଯଦି ଇଭିଏମ ସୁରକ୍ଷିତ ଥାଏ , ତେବେ ଫେସବୁକ, ଟୁଇଟର ଭଳି…

ଶ୍ରଦ୍ଧା ହତ୍ୟା ମାମଲାର ଫିଟିବ ଗୁମର। ମୁଖ୍ୟ ଅଭିଯୁକ୍ତଙ୍କୁ ୫ ଦିନିଆ ରିମାଣ୍ଡରେ ନେଲା ମେହେରୋଲି ପୁଲିସ।

କନକ ବ୍ୟୁରୋ: ଶ୍ରଦ୍ଧା ହତ୍ୟା ମାମଲାର ତଦନ୍ତ ଯେତିକି ଆଗକୁ ବଢୁଛି ନୂଆ ନୂଆ ଖୁଲ୍ଲାସା ସେତିକି ହେଉଛି । ନଭେମ୍ବର ୧୪ରେ ହତ୍ୟା ମାମଲା ଉପରୁ ପର୍ଦ୍ଦା ଉଠିବା ପରେ ଘନ ଘନ ତଦନ୍ତ କରୁଛି ଦିଲ୍ଲୀ ଓ ମୁମ୍ବାଇ ପୁଲିସର ମିଳିତ ଟିମ୍ । ଏହା ଭିତରେ  ଏମିତି କିଛି ତଥ୍ୟ ସାମ୍ନାକୁ ଆସୁଛି ଯାହା…