Daily Archives

November 16, 2022

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଯୋଜନାର ଶୁଭାରମ୍ଭ କଲେ ନବୀନ । ଛାତ୍ରଛାତ୍ରୀଙ୍କୁ ଦେଲେ ଗୁରୁମନ୍ତ୍ର…

କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଫାଇଭ୍-ଟି ରୂପାନ୍ତରିତ ସ୍କୁଲ ତଥା ଅନ୍ୟ ସ୍କୁଲ ଗୁଡ଼ିକ ପାଇଁ ‘ମୁଖ୍ୟମନ୍ତ୍ରୀ ଶିକ୍ଷା’ ପୁରସ୍କାର ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି କାର୍ୟ୍ୟକ୍ରମରେ ଶିକ୍ଷାର ଉତ୍କର୍ଷ ଲାଭ କରୁଥିବା ସ୍କୁଲ ଛାତ୍ରଛାତ୍ରୀ, ଶିକ୍ଷାନୁଷ୍ଠାନ ଓ ପ୍ରଧାନ…

ଭାରତୀୟ ଯୁବ ଗବେଷକଙ୍କ ପାଇଁ ବଡ ଘୋଷଣା। ପ୍ରତିବର୍ଷ ୩ ହଜାରଙ୍କୁ ମିଳିବ ଭିସା।

କନକ ବ୍ୟୁରୋ: ପ୍ରତିବର୍ଷ ୩ ହଜାର ଭାରତୀୟ ଯୁବ ଗବେଷକଙ୍କୁ ଭିସା ଯୋଗାଇବ ବ୍ରିଟେନ । ଭାରତର ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏପରି ପ୍ରତିଶ୍ରୁତି ଦେଇଛନ୍ତି ବ୍ରିଟେନ ପ୍ରଧାମନନ୍ତ୍ରୀ ରିଷି ସୁନକ । ଭାରତର ତିନି ହଜାର ଯୁବ ଗବେଷକøûଙ୍କୁ ଭିସା ଯୋଗାଇଦେବା ସହ ୨ ବର୍ଷ ପର୍ଯ୍ୟନ୍ତ ରହିବାର ସୁଯୋଗ…

ଆଗାମୀ ବର୍ଷ ଭାରତ କରିବ ଜି-୨୦ ସମ୍ମିଳନୀର ଅଧ୍ୟକ୍ଷତା। ଇଣ୍ଡୋନେସିଆ ବାଲିରେ ଘୋଷଣା କଲେ ପ୍ରଧାନମନ୍ତ୍ରୀ ମୋଦୀ। 

କନକ ବ୍ୟୁରୋ: ଇଣ୍ଡୋନେସିଆର ବାଲିଠାରେ ହୋଇଥିବା ଜି-୨୦ ଶିଖର ସମ୍ମିଳନୀର ପରବର୍ତୀ ବୈଠକ ଭାରତରେ ଅନୁଷ୍ଠିତ ହେବ । ଏଥିପାଇଁ ବୁଧବାର ବିଧିବଦ୍ଧ ଜି-୨୦ ସମ୍ମିଳନୀର ଅଧ୍ୟକ୍ଷତା ଗ୍ରହଣ କରିଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସମ୍ମିଳନୀର ଉଦଯାପନୀ ମହୋତ୍ସବରେ ମୋଦୀ ଏହାକୁ…

ରାଜସ୍ଥାନ ପ୍ରଦେଶ କଂଗ୍ରେସ ପ୍ରଭାରୀ ପଦରୁ ଇସ୍ତଫା ଦେଲେ ଅଜୟ ମାକେନ। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କୁ…

କନକ ବ୍ୟୁରୋ: କଂଗ୍ରେସକୁ ଝଟକା । ରାଜସ୍ଥାନ ପ୍ରଦେଶ କଂଗ୍ରେସ ପ୍ରଭାରୀ ପଦରୁ ଇସ୍ତଫା ଦେଇଛନ୍ତି ବରିଷ୍ଠ ନେତା ଅଜୟ ମାକେନ । କଂଗ୍ରେସର ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କୁ ଚିଠି ଲେଖି ଇସ୍ତଫା ଦେଇଛନ୍ତି । କିଛି ଦିନ ହେବ ରାଜସ୍ଥାନରେ କ୍ଷମତାକୁ ନେଇ ଉଭୟ ଗେହଲଟ ଓ ପାଇଲଟ ଗୋଷ୍ଠୀ ମଧ୍ୟରେ…

ରୁଷ-ୟୁକ୍ରେନ ଯୁଦ୍ଧ ଭିତରେ ବଢିଲା ଉତ୍ତେଜନା । ପୋଲାଣ୍ଡ ଉପରେ ରୁଷ ନୁହେଁ ୟୁକ୍ରେନ କରିଛି ମିସାଇଲ ମାଡ଼ ।

କନକ ବ୍ୟୁରୋ: ଋୁଷ-ୟୁକ୍ରେନ ଯୁଦ୍ଧ ଭିତରେ ପୁଣି ମୁଣ୍ଡ ଟେକିଛି ନୂଆ ବିବାଦ ।ପୋଲାଣ୍ଡ ଉପରେ ପଡିଥିବା ମିସାଇଲ ରୁଷ ନୁହେଁ ବରଂ ୟୁକ୍ରେନରୁ ଉତକ୍ଷେପଣ ହୋଇଥିବା ଜଣାପଡିଛି । ସବୁଠୁ ବଡ କଥା ଏହି ଦାବି କରିଛି ଆମେରିକା । ସେପଟେ ଘଟଣାକୁ ନେଇ ରୁଷ ରାଷ୍ଟ୍ରପତି ରକ୍ତମୁଖା ହେବା ସହ…

ମିଶନ ମୁନରେ ଇତିହାସ ରଚିଲା ନାସା। ପ୍ରେରଣ କଲା ଆର୍ମେଟିସ ୱାନ ମହାକାଶଯାନ।

କନକ ବ୍ୟୁରୋ: ଆମେରିକା ସ୍ପେସ ଏଜେନ୍ସି ନାସାର ଚନ୍ଦ୍ର ମିଶନ ‘ଆର୍ଟିମିସ-ୱାନ’ ସଫଳତାର ସହ ଲଞ୍ଚ ହୋଇଛି । ରକେଟଟି ଫ୍ଲୋରିଡ଼ାର କେନେଡି ସ୍ପେସ ସେଣ୍ଟରରୁ ଭାରତୀୟ ସମୟ ଅନୁସାରେ ୧୨.୧୭ ମିନିଟରେ ଲଂଚ ହୋଇଛି । ଦୁନିଆର ସୁବୁଠୁ ବଡ଼ ରକେଟ୍ ଲଂଚ କରିବାରେ ଏହା ନାସାର ତୃତୀୟ ପ୍ରୟାସ ।…