Daily Archives

November 21, 2022

ବିଜୟ ହଜାରେ ଟ୍ରଫିରେ ବିଶ୍ୱ ରେକର୍ଡ: ୫୦ ଓଭରରେ ୫୦୬ ରନ କଲା ତାମିଲନାଡୁ, ଭାଙ୍ଗିଲା ଇଂଲଣ୍ଡ ରେକର୍ଡ  

କନକ ବ୍ୟୁରୋ: ଭାରତରେ ଜାରି ରହିଛି ଘରୋଇ ଟୁର୍ଣ୍ଣାମେଣ୍ଟ ବିଜୟ ହଜାରେ ଟ୍ରଫି । ଆଉ ଏହି ଟୁର୍ଣ୍ଣାମେଣ୍ଟରେ ସୃଷ୍ଟି ହୋଇଛି ବିଶ୍ୱରେକର୍ଡ । ତାମିଲନାଡୁ ଟିମ ୫୦ ଓଭରରେ ୫୦୬ ରନର ବିଶାଳ ସ୍କୋର କରି ସମସ୍ତଙ୍କୁ ଚମକାଇ ଦେଇଛି । ଅରୁଣାଚଳ ବିପକ୍ଷରେ ପ୍ରଥମେ ବ୍ୟାଟିଂ କରି ତାମିଲନାଡୁ ଏହି…

ଦିଲ୍ଲୀ ନୀଳାଚଳ ସେବାସଂଘର ନୂଆ କର୍ମକର୍ତ୍ତା ନିର୍ବାଚନ

କନକ ବ୍ୟୁରୋ: ନୂଆଦିଲ୍ଲୀର ପ୍ରମୁଖ ସାଂସ୍କୃତିକ ଓ ଧାର୍ମିକ ଅନୁଷ୍ଠାନ ଶ୍ରୀନୀଳାଚଳ ସେବାସଂଘର ନିକଟରେ ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ସଂଘ୧୯୬୭ ମସିହାଠାରୁ ଜାତୀୟ ରାଜଧାନୀର ହାଉଜଖାସସ୍ଥିତ ଜଗନ୍ନାଥମନ୍ଦିରର ପରିଚାଳନା ଦାୟିତ୍ୱ ନିର୍ବାହ କରିଆସୁଛି। ସଂଘର ବିଭିନ୍ନ…

ବଟି ମାଗିବା ଅଭିଯୋଗରେ ବଦଳିଲେ କଟକ କ୍ୟାଣ୍ଟନମେଂଟ ଆଇଆଇସି: ବାଲିଯାତ୍ରା ବେଳେ ଷ୍ଟାଣ୍ଡ ମାଲିକଙ୍କୁ ଟଙ୍କା ମାଗିବା…

କନକ ବ୍ୟୁରୋ: କଟକ କ୍ୟାଂଟନମେଂଟ ଥାନାର ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କ ବଦଳି ହୋଇଛି । କଟକ ବାଲିଯାତ୍ରାରେ ଗାଡିଷ୍ଟାଣ୍ଡ ମାଲିକଙ୍କଠାରୁ କ୍ୟାଂଟନମେଂଟ ଥାନା ଆଇଆଇସି ଦୀନକୃଷ୍ଣ ମିଶ୍ର ୫୦ ହଜାର ଟଙ୍କା ବଟି ମାଗିବା ଅଭିଯୋଗ ହୋଇଥିଲା । ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।…

ନିର୍ବାଚନ ପ୍ରଚାରରେ ଉଠୁଛି ପଡୁଛି ଗୁଜରାଟ: ରାଜ୍ୟର କ୍ଷମତା ହାତେଇବା ପାଇଁ ବିଜେପି ଓ କଂଗ୍ରେସ ମଧ୍ୟରେ ଚାଲିଛି…

କନକ ବ୍ୟୁରୋ: ବିଧାନସଭା ନିର୍ବାଚନ ପାଇଁ ସୋମବାର ଗୁଜରାଟରେ ପହଁଚିଛନ୍ତି ବିଜେପି ଓ କଂଗ୍ରେସର ଷ୍ଟାର ପ୍ରଚାରକ । ଗୁଜରାଟର ୩ଟି ସ୍ଥାନରେ ପହଁଚି ଜନସଭା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ସେପଟେ ଭାରତ ଯୋଡ ଯାତ୍ରାରୁ କିଛି ସମୟର ବିରତି ନେଇ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି କଂଗ୍ରେସ…

ଭଲ ଔଷଧ ଦାବିରେ କିଡନୀ ରୋଗୀଙ୍କ ଆନ୍ଦୋଳନ ଜାରି: ଦିନରାତି ପ୍ରତିବାଦ କଲେ ବି ଗୁହାରି ଶୁଣିବାକୁ କେହି ନାହିଁ

କନକ ବ୍ୟୁରୋ: ଭଲ ଔଷଧ ଯୋଗାଇ ଦେବା ଦାବିରେ ଦୀର୍ଘଦିନ ହେବ, ଏମିତି ରାସ୍ତାରେ ଆନ୍ଦୋଳନ ଚଳାଇ ଆସୁଛନ୍ତି କିଡନୀ ରୋଗୀ ଓ ସେମାନଙ୍କ ସମ୍ପର୍କୀୟ । କେତେବେଳେ ମନ୍ତ୍ରୀଙ୍କ ଘର ଆଗରେ ତ ଆଉ କେତେବେଳେ ଲୋୟରପିଏମଜିରେ । ଏବେ ସେମାନେ ଏଜି ଛକରୁ ରାଜଭବନକୁ ସଂଯୋଗ କରୁଥିବା ରାସ୍ତା ଉପରେ…

ବିଧାନସଭାରୁ ହଟିଲା କରୋନା କଟକଣା: ପ୍ରେସ ଗ୍ୟାଲେରିକୁ ମିଳିବ ପ୍ରବେଶ ଅନୁମତି

କନକ ବ୍ୟୁରୋ: ଦୀର୍ଘ ୩ ବର୍ଷ ପରେ ଓଡିଶା ବିଧାନସଭାରୁ କୋଭିଡ କଟକଣା ହଟିଛି । ଆସନ୍ତା ୨୪ ତାରିଖରୁ ଆରମ୍ଭ ହେବାକୁ ଥିବା ଶୀତ ଅଧିବେଶନ ସ୍ୱାଭାବିକ ଭାବେ ଚାଲିବ । ପୂର୍ବ ଭଳି ବିଧାୟକମାନେ ନିଜ ନିଜ ଆସନରେ ବସିବେ । ପ୍ରେସ ଗ୍ୟାଲେରିକୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ପ୍ରବେଶ ଅନୁମତି ମଧ୍ୟ…