Daily Archives

November 4, 2022

ହାତୀ ଗୋଡରେ କାହିଁକି ପଡିଲା ବେଡି? ହାତୀ ଗୋଡ଼ରେ ୩ଦିନ ହେଲା ବେଡ଼ି ପଡ଼ିବାକୁ ନେଇ ଉଠିଲା ପ୍ରଶ୍ନ ।

କନକ ବ୍ୟୁରୋ: ଭୁଲ ରହିଲା କେଉଁଠି? ଏତେ ବଡ଼ ବଡ଼ ଗୋଡ଼ରେ ବେଡ଼ି ପଡ଼ିଲା କାହିଁକି? ହାତୀର ବସତିରେ ଜନବସତି ଗଢ଼ିଲା ମଣିଷ, ଆଉ ମଣିଷର ବାସସ୍ଥାନ ଆଡକୁ ଯେତେବେଳେ ଦନ୍ତା ଚାଲିଆସିଲା । ଆକ୍ରୋଶର ଶିକାର ହେଲା । ମଣିଷର ସୁରକ୍ଷା ପାଇଁ କୁହନ୍ତୁ ବା ସ୍ୱାର୍ଥ ପାଇଁ କୁହନ୍ତୁ, ଦନ୍ତାକୁ କାବୁ କରିବା…

ରୋଷେଇ ଗ୍ୟାସ ଟାଙ୍କି ଅଛି, ହେଲେ ଗ୍ୟାସ ନାହିଁ । ପାରମ୍ପରିକ ଜାଳେଣି ବ୍ୟବହାରରେ ଦେଶର ତୃତୀୟ ସ୍ଥାନରେ ଓଡିଶା । 

କନକ ବ୍ୟୁରୋ: ରୋଷେଇ ଘରେ ଗ୍ୟାସ ଟାଙ୍କି ଅଛି, ହେଲେ ଗ୍ୟାସ ନାହିଁ । ଆଉ ଘର ବାହାରେ ରୋଷେଇ ଘରେ ଚୁଲିରେ ରୋଷେଇ ଚାଲିଛି । କେନ୍ଦ୍ର ସରକାରଙ୍କ ଉଜ୍ଜଳା ଯୋଜନା କେମିତି ଫେଲ ମାରିଛି, ତାର ଚିତ୍ର କଟକ ନିଆଳିରେ ଦେଖିବାକୁ ମିଳିଛି । ଚୁଲିରେ ରୋଷେଇ କରୁଥିବା ଅଧିକାଂଶ ମହିଳା ଉଜ୍ଜଳା…

ପୃଥିବୀ ଆଡ଼କୁ ମାଡ଼ି ଆସୁଛି ଅନିୟନ୍ତ୍ରିତ ଚୀନ ରକେଟ । ବୈଜ୍ଞାନିକଙ୍କ ଚେତାବନୀ ପରେ ବିମାନବନ୍ଦର ବନ୍ଦ କଲା ସ୍ପେନ୍

କନକ ବ୍ୟୁରୋ : ପୃଥିବୀ ପୃଷ୍ଠକୁ ମାଡ଼ି ଆସୁଛି ଚୀନର ଅନିୟନ୍ତ୍ରିତ ରକେଟ୍ । ଏନେଇ ବୈଜ୍ଞାନିକମାନେ ଚେତାବନୀ ଦେବା ପରେ ସ୍ପେନ୍ ତା’ର ବିମାନବନ୍ଦର ଗୁଡ଼ିକୁ ବନ୍ଦ କରିବାକୁ ନିଷ୍ପତି ନେଇଛି  । ୨୩ ଟନ୍ ଓଜନ ବିଶିଷ୍ଟ ଚୀନର ଏକ ଅନିୟନ୍ତ୍ରିତ ରକେଟ୍ ଦ୍ରୁତ ଗତିରେ ପୃଥିବୀ ଆଡ଼କୁ ମାଡ଼ି ଆସୁଛି…

ଅଣ୍ଡାମାଡ଼ ପାଇଁ ୩୦୭, ହେଲେ ଫଟୋ ସାମ୍ବାଦିକଙ୍କୁ ମାଡ଼ ଘଟଣାରେ କାର୍ଯ୍ୟାନୁଷ୍ଠାନ ଶୂନ । କମିଶନରେଟ୍ ପୋଲିସର ଏ କି…

କନକ ବ୍ୟୁରୋ: ପ୍ରତ୍ୟେକ ଦିନ ଫଟୋ ଉଠାଇ ଖବର କରୁଥିବା ଫଟୋ ସାମ୍ବାଦିକ ଜଣକ ମାଡ ଖାଇବେ, ତାହା ପୁଣି ପୋଲିସ ଠାରୁ ତାହା ହୁଏତ ସେ କେବେ ଭାବି ନଥିବେ । ହେଲେ କଳିଙ୍ଗ ଷ୍ଟାଡିୟମ ୮ନମ୍ବର ଗେଟ୍ ଆଗରେ ଫଟୋ ସାମ୍ବାଦିକ ରାକେଶ ରାଉଳ ପୋଲିସ ଜଣଙ୍କ ମାଡ ମାରିବା ସହିତ ତାଙ୍କ ଉପରେ ଝୁଙ୍କି ପଡି…

ନୂଆ ମାଲିକଙ୍କ ମନମାନୀରେ ଅସ୍ତବ୍ୟସ୍ତ ଟ୍ୱିଟର କର୍ମଚାରୀ । କମ୍ପାନୀ ଆରମ୍ଭ କଲା ଛଟେଇ ପ୍ରକ୍ରିୟା

କନକ ବ୍ୟୁରୋ : ଟ୍ୱିଟରର ନୂଆ ମାଲିକ ଏଲନ ମସ୍କ ଆସୁ ଆସୁ କମ୍ପାନୀରେ ବଡ ଧରଣର ହଲଚଲ ସୃଷ୍ଟି ହୋଇଛି । କମ୍ପାନୀର କର୍ମଚାରୀଙ୍କ ପାଇଁ ଦୁଃଖର ଦିନ ଆସିଛି । କର୍ମଚାରୀଙ୍କ ଇସ୍ତଫାଠୁ ନେଇ କାର୍ଯ୍ୟନୀତିରେ ବଡଧରଣ ପରିବର୍ତନ ଭିତରେ ଅସ୍ତବ୍ୟସ୍ତ ହୋଇପଡିଛି ପୂରା ଟ୍ୱିଟର । ଏହା ଭିତରେ…

ଓଡିଶାରେ ବଢୁଛି ମାତୃ ମୃତ୍ୟୁହାର! ସରକାରଙ୍କୁ ହାଇକୋର୍ଟଙ୍କ ସମାଲୋଚନା

କନକ ବ୍ୟୁରୋ: ରାଜ୍ୟର ଅନେକ ଅଞ୍ଚଳ ଏବେ ବି ସରକାରୀ ଯୋଜନାରୁ ଅପହଞ୍ଚ ଦୂରରେ ।  କେଉଁଠି ଡାକ୍ତରଖାନା ନାହିଁ ତ କେଉଁଠି ପହଞ୍ଚି ପାରିନାହିଁ ସ୍ୱାସ୍ଥ୍ୟ ସେବା । ଏବେ ବି ଅନେକ ଗର୍ଭବତୀ ବୁହା ହେଉଛନ୍ତି ଭାରରେ । ଆଦିବାସୀ ଇଲାକା, ପଛୁଆ ଅଞ୍ଚଳ, ଗାଁ ତଥା ସହର ତଳି ଅଞ୍ଚଳରେ ଗର୍ଭବତୀ…