Daily Archives

November 1, 2022

ନିଶା ନିବାରଣ କେନ୍ଦ୍ରର ଅନ୍ତେବାସୀଙ୍କ ମୃତ୍ୟୁକୁ ନେଇ ବଢିଲା ସସପେନ୍ସ। ପିଟିପିଟି ମାରି ଦିଆଯାଇଥିବା ଖଣ୍ଡଗିରି…

କନକ ବ୍ୟୁରୋ: ସନ୍ଦେହ ଘେରରେ ଅନ୍ତେବାସୀଙ୍କ ମୃତ୍ୟୁ । ଭୁବନେଶ୍ୱର କୋଳଥିଆ ନିଷ୍ଠା ନିଶା ନିବାରଣ କେନ୍ଦ୍ରରେ ଯୁବକଙ୍କୁ ମୃତଦେହ ମିଳିଛି । ତାଙ୍କୁ ପିଟିପିଟି ମାରି ଦିଆଯାଇଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟଲୋକେ । ୩୮ବର୍ଷୀୟ ରାଜୀବ ଶ୍ରୀଚନ୍ଦନ ସପ୍ତାହେ ତଳେ ଏଠାରେ ଭର୍ତି ହୋଇଥିଲେ ।…

୧୪ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ। ୪ ଅଧିକାରୀ ଚାକିରିରୁ ବହିଷ୍କୃତ, ୪ ଜଣଙ୍କୁ…

କନକ ବ୍ୟୁରୋ: ୧୪ ଦୁର୍ନୀତିଖୋର ଅଫିସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ । ୪ ଚାକିରିରୁ ବହିଷ୍କୃତ, ୪ ଜଣଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଥିବା ବେଳେ ବାକି ୬ଜଣଙ୍କ ପେନସନ୍ ସ୍ଥାୟୀଭାବେ ସ୍ଥଗିତ କରାଯାଇଛି । ଜଣେ ସୁପରିନ୍ଟେଣ୍ଡିଂ ଇଞ୍ଜିନିୟର, ୨ ଜଣ ଆସିଷ୍ଟାଂଟ ଇଞ୍ଜିନିୟର, ଜଣେ…

୮ ତାରିଖରେ ଚନ୍ଦ୍ରଗ୍ରହଣ ପାଇଁ ବଦଳିଲା ଶ୍ରୀମନ୍ଦିର ନୀତିକାନ୍ତି। ସୂର୍ଯ୍ୟୋଦୟ ପୂର୍ବରୁ ପାକତ୍ୟାଗ ଓ ଦେବନୀତି ହେବ…

କନକ ବ୍ୟୁରୋ: ଆସନ୍ତା ୮ତାରିଖରେ ପଡୁଛି ଚନ୍ଦ୍ରଗ୍ରହଣ । ଏହାକୁ ନେଇ ଶ୍ରୀମନ୍ଦିର ନୀତିକାନ୍ତିରେ ପରିବର୍ତ୍ତନ କରାଯାଇଛି । ସୂର୍ଯ୍ୟୋଦୟ ୫ଟା ୫୪ ମିନିଟ ୫୩ ସେକେଣ୍ଡରେ ଆରମ୍ଭ ହେଉଥିବାରୁ ସେହି ସମୟରୁ ପାକତ୍ୟାଗ, ଦେବନୀତି ନିଷେଧ ହେବ । ପୁଣି ଏହି ଦିନ ମହାପ୍ରଭୁଙ୍କ ସୁନାବେଶ ରହିଛି ।…

ସୁପ୍ରିମକୋର୍ଟଙ୍କ ସୁପ୍ରିମ ରାୟ, ଦୁଷ୍କର୍ମ ମାମଲାରେ ଟୁ-ଫିଙ୍ଗର ଟେଷ୍ଟ ବନ୍ଦ।

କନକ ବ୍ୟୁରୋ: ଗୋଟିଏ ଆବେଦନର ଶୁଣାଣି କରି ଦୁଷ୍କର୍ମ ମାମଲାରେ ଟୁ-ଫିଙ୍ଗର ଟେଷ୍ଟକୁ ବ୍ୟାନ କରିଛନ୍ତି ସୁପ୍ରିମକୋର୍ଟ । ଯେଉଁମାନେ ଏଭଳି କରିବେ ସେମାନଙ୍କୁ ଦୋଷୀ ବିବେଚନା କରାଯିବ ବୋଲି କୋର୍ଟ କହିଛନ୍ତି । ଏଭଳି ପରୀକ୍ଷା ଜାରି ରହିବା ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି କୋର୍ଟ । ହରିଆଣାର…

ଯାତ୍ରାରେ ଅଶ୍ଲୀଳତା କେତେ ଗ୍ରହଣୀୟ? ପଢନ୍ତୁ ଏହାକୁ ନେଇ କଣ ରହିଛି ବିଭିନ୍ନ ଲୋକଙ୍କ ମତ।

କନକ ବ୍ୟୁରୋ: ଭଦ୍ରକର ଚରମ୍ପାରେ ଏକ ଯାତ୍ରାରେ ଅଶ୍ଳୀଳ ନାଚକୁ ବିରୋଧ କରି ଜୋତା ଫିଙ୍ଗିବା ଘଟଣା ରାଜ୍ୟରେ ଏବେ ଚର୍ଚ୍ଚାର ବିଷୟ ହୋଇଛି । ମେଲୋଡିରେ ନାଚୁଥିବା ଅଭିନେତ୍ରୀଙ୍କ ଉପରକୁ ମହିଳା ଜୋତା ପିଙ୍ଗିବା ପରେ ଏଭଳି ଚର୍ଚ୍ଚା ଜୋର ଧରିଛି । ରାଜ ନନ୍ଦିନୀ ପାର୍ଟି ପକ୍ଷରୁ ଏଠାରେ ନାଚ…