Daily Archives

November 27, 2022

ବାବା ରାମଦେବଙ୍କ ବ୍ୟୁଟି ଥିଓରୀକୁ ନେଇ ବଢ଼ିଲା ବିବାଦ। ସାମାଜିକ ଗଣମାଧ୍ୟମରେ ଜୋରଦାର ନିନ୍ଦା।

କନକ ବ୍ୟୁରୋ: ବାବା ରାମଦେବ ଦେଇଥିବା ବୟାନକୁ ନେଇ ତେଜିଛି ବିବାଦ । ମହାରାଷ୍ଟ୍ର ପୁଣେର ଆୟୋଜିତ ଏକ ଯୋଗଶିବିରରେ ବାବା ଏହି ବୟାନ ଦେଇଛନ୍ତିି । ଯୋଗ ଶିବିରରେ ସାମିଲ ହୋଇଥିବା ମହିଳାମାନେ ଯୋଗ ପାଇଁ ପିନ୍ଧିଥିବା ପୋଷାକକୁ ବଦଳାଇ ପାରିନପାରିବାରୁ, ସବୁବେଳେ ମଜାଳିଆ ଢ଼ଙ୍ଗରେ ବିବୃତି…

ରାଜଧାନୀରେ ଗର୍ଜିଲେ ଶିକ୍ଷକ। ସରକାରଙ୍କ ଶିକ୍ଷାନୀତିକୁ ବିରୋଧ।

କନକ ବ୍ୟୁରୋ: ରାଜଧାନୀରେ ଏକାଠି ହୋଇ ଦମ ଦେଖାଇଛନ୍ତି ହଜାର ହଜାର ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ । ତିନି ଦଫା ଦାବି ନେଇ ଆନ୍ଦୋଳନରେ ସାମିଲ ହୋଇଛନ୍ତି ପ୍ରାଥମିକ ଶିକ୍ଷକ, ଶିକ୍ଷୟିତ୍ରୀ । ନୂତନ ପେନସନ ଯୋଜନାରେ ସରକାର ନୀତିବିହୀନ ନିଷ୍ପତି ନେଇଥିବା ଦର୍ଶାଇ ଆନ୍ଦୋଳନକୁ…

ଛୋଟ ଛୋଟ ମାମଲାରେ ଜେଲ ଯନ୍ତ୍ରଣା ଭୋଗୁଛନ୍ତି ଗରିବ ଲୋକ। ସମ୍ବିଧାନ ଦିବସ ସମାରୋହରେ ମନ ଛୁଇଁଲା ମହାମହିମଙ୍କ ଉଦବୋଧନ।…

କନକ ବ୍ୟୁରୋ: ଦେଶର ବିଭିନ୍ନ ଜେଲରେ ଯେତିକି କ୍ଷମତା ରହିଛି, ତା’ଠାରୁ ୩୦ ପ୍ରତିଶତ ଅଧିକ କଏଦୀ ଜେଲରେ ରହିଛନ୍ତି । ସ୍ଥିତି ଏପରି ହୋଇଛି ଯେ ଜେଲ ସଂଖ୍ୟା ବୃଦ୍ଧି କରିବାକୁ ଚିନ୍ତା କରୁଛନ୍ତି ସରକାର । ତେବେ ସମ୍ବିଧାନ ଦିବସ ସମାରୋହରେ କ୍ଷୋଭ ପ୍ରକାଶ କରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ…

କମୁଛି ପାରଦ ବଢୁଛି ଶିତ, ସରଗରମ ହେଉଛି ଶିତବସ୍ତ୍ର ବ୍ୟବସାୟ

କନକ ବ୍ୟୁରୋ : ସାରା ରାଜ୍ୟକୁ ଛୁଇଁଲାଣି ମାର୍ଗଶିରର ଶୀତ । ପାରଦସ୍ତର ମଧ୍ୟ କ୍ରମସଃ ଖସିବା ଆରମ୍ଭ କଲାଣି । ତେଣୁ ଶୀତ ସହ ତାଳ ଦେଇ ଶୀତବସ୍ତ୍ର ବଜାର ମଧ୍ୟ ସରଗରମ ହେଲାଣି । ରାସ୍ତାକଡରୁ ଆରମ୍ଭ କରି ମଲ ପର୍ଯ୍ୟନ୍ତ ସବୁଠି ପାରମ୍ପାରିକ ଶୀତବସ୍ତ୍ର ସାଙ୍ଗକୁ ଷ୍ଟାଇଲିସ୍ ଶୀତ ବସ୍ତ୍ର…

ବିରୋଧୀ ଦଳ ନେତାଙ୍କ ବିବାଦୀୟ ବୟାନ, ବର୍ଷାଙ୍କ ସମ୍ପର୍କରେ ଟିପଣୀ ଦେବା ପରେ ବିଜେଡି ଟାର୍ଗେଟରେ ଜୟନାରାୟଣ ମିଶ୍ର।…

କନକ ବ୍ୟୁରୋ: ବରିହାଙ୍କୁ ଦିନେ ବିଧାନସଭାରେ ଭେଟି କହିଲି- ଝିଅ ବାହା କଲ, ଭୋଜି ଦେଲନି ? ସେ କହିଲେ ମୋତେ ଚିଡ଼ାଉଛ କି ବୋଲି କହିଲେ । ମୁଁ କହିଛି ଚିଡ଼ାଉନି, ଝିଅ ବାହା କରିବ ଭୋଜି ଗୋଟେ ଦେବନି ? ଏମିତି କଥା କାହିଁକି କହୁଛି? ମୁଁ କହିଛି କ’ଣ ହେଲା? ସେ ଝିଅ ତ’ ପଳେଇ ଯାଇଛି, ମୁଁ…