Daily Archives

November 23, 2022

କେନ୍ଦ୍ରାପଡାରେ ବାଣଫୁଟି ୨୦ ଜଣ ଆହତ । କାର୍ତ୍ତିକେଶ୍ୱର ମେଢ ଭସାଣି ବେଳେ ଅଘଟଣ

କନକ ବ୍ୟୁରୋ: କେନ୍ଦ୍ରାପଡାରେ ବାଣଫୁଟି ୨୦ ଜଣ ଆହତ । କେନ୍ଦ୍ରାପଡ଼ା ଜିଲ୍ଲା ସଦର ଥାନା ଅଞ୍ଚଳରେ ଆଜି କାର୍ତିକେଶ୍ୱର ମେଢ଼ ଭସାଣି ବେଳେ ଘଟିଛି ଅଘଟଣ । ବାଣ ଫୁଟାଇ ଶୋଭାଯାତ୍ରା ଚାଲିଥିବା ବେଳେ ବାଣୁଆ ବାଣ ଫୁଟାଇଥିଲା, ହେଲେ କୌଣସି କାରଣରୁ ବାଣ ଉପରକୁ ନଯାଇ ଫୁଟି ଯାଇଥିଲା । ତେବେ…

ଅକ୍ଷୟ ପରିଜା ଓ ଶ୍ରଦ୍ଧାଞ୍ଜଳିଙ୍କୁ ଚାଲିଛି ଜେରା । ୧୧ ଘଣ୍ଟା ଧରି ଅକ୍ଷୟ ଓ ଶ୍ରଦ୍ଧାଞ୍ଜଳି ୧୩ ଘଣ୍ଟା ଧରି ଅଛନ୍ତି…

କନକ ବ୍ୟୁରୋ: ଅର୍ଚ୍ଚନା ନାଗ ମାମଲାରେ ଚାଲିଛି ଇଡିର ଖୋଳତାଡ ।  ଆଜି ଦ୍ୱିତୀୟ ଦିନ ପାଇଁ ଇଡିରେ ହାଜର ହୋଇଛନ୍ତି ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା । ଇଡି ଅଫିସରେ ବି ହାଜର ହେଇଛନ୍ତି ଶ୍ରଦ୍ଧାଞ୍ଜଳି ବେହେରା ।  ତାଙ୍କୁ ଗୁଡ଼େଇ ତୁଡ଼େଇ ପ୍ରଶ୍ନ କରିଛନ୍ତି ଇଡି ଅଧିକାରୀ ।…

ରାଜଧାନୀରେ ଘରେ କୁକୁର ରଖିବା ହେବନି ସହଜ । ବିଏମସି ଆଣୁଛି ପୋଷା କୁକୁରଙ୍କ ପାଇଁ ବଡ଼ କଟକଣା ।

କନକ ବ୍ୟୁରୋ: ପୋଷା କୁକୁର କାମୁଡାକୁ ନେଇ ଗତ କିଛି ଦିନ ହେଲା ଭୁବନେଶ୍ୱର ବଡ ଚର୍ଚ୍ଚାରେ ରହିଛି । ଏବେ ରାଜଧାନୀରେ କୁକୁରଙ୍କୁ ଘରେ ରଖିବା ପାଇଁ ବିଏମସିର ଗାଇଡଲାଇନ ମାନିବାକୁ ପଡିବ । ବିଏମସିରେ ପଞ୍ଜୀକରଣ କରିବାକୁ ହେବ । ଅନଲାଇନ ଆବଦନ ପରେ ମାଲିକଙ୍କୁ ୫ ଶହ ଟଙ୍କା ଦେଇ ପଞ୍ଜୀକରଣ…

ତିହାର ଜେଲରୁ ଆସିଲା ନୂଆ ଭିଡିଓ । ଜେଲ ଭିତରେ ମନ୍ତ୍ରୀଙ୍କୁ ଷ୍ଟାର ହୋଟେଲ ଖାଦ୍ୟ

କନକ ବ୍ୟୁରୋ : ଜେଲ ଭିତରେ ମନ୍ତ୍ରୀ ଖାଉଛନ୍ତି ସୁସ୍ୱାଦୁ ଖାଦ୍ୟ । କେତେବେଳ ମନପସନ୍ଦର ଫଳ ତ ପୁଣି କେତେବେଳେ ଡ୍ରାଏଫୁଟ । ଖଟ ଉପରେ ଭଳିକି ଭଳି ଖାଦ୍ୟଗୁଡିକ ପ୍ଲେଟ ଉପରେ ପରଷା ଯାଇଥିବା ସ୍ପଷ୍ଟଭାବେ ଏହି ସିସିଟିଭ ଭିଡିଓରେ ଦେଖିବାକୁ ମିଳିଛି । ସିସିଟିଭି ଭିଡିଓରେ ସ୍ପଷ୍ଟଭାବେ…

‘ମୁଖ୍ୟ ନିର୍ବାଚନ କମିଶନର’ ନିଯୁକ୍ତି ପ୍ରକ୍ରିୟା । କେନ୍ଦ୍ର ଉପରେ ବର୍ଷିଲେ ସୁପ୍ରିମକୋର୍ଟ, ନିରପେକ୍ଷ ନିଯୁକ୍ତି…

କନକ ବ୍ୟୁରୋ : ମୁଖ୍ୟ ନିର୍ବାଚନ କମିଶନରଙ୍କ ନିଯୁୁକ୍ତି ପ୍ରସଙ୍ଗକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ସୁପ୍ରିମକୋର୍ଟ । ନିଜ ପସନ୍ଦ ଅନୁସାରେ କାର୍ଯ୍ୟରତ ବ୍ୟୁରୋକ୍ରାଟଙ୍କୁ ଯେପରି ନିର୍ବାଚନ କମିଶନର ପଦରେ ନିଯୁକ୍ତି ଦିଆଯାଉଛି, ତାକୁ ନେଇ କୋର୍ଟ କ୍ଷୋଭ ପ୍ରକାଶ କରିଛନ୍ତି ।…

ସତ ହେଲା ଶ୍ରଦ୍ଧାଙ୍କ ଡର । ହତ୍ୟା ଆଶଙ୍କା ହେଲା ସତ, ପୂର୍ବରୁ ଅଫତାବ ଦେଇଥିଲା ଧମକ

କନକ ବ୍ୟୁରୋ :  ଦୁଇବର୍ଷ ତଳେ ଶ୍ରଦ୍ଧାଙ୍କ ଦ୍ୱାରା ଲେଖାଯାଇଥିବା ଏହି ଚିଠି ବଡ଼ ଖୁଲାସା କରିଛି । ୨୦୨୦ ମସିହା, ନଭେମ୍ବର ୨୩ ତାରିଖରେ ମୁମ୍ବାଇର ତୁଲିଞ୍ଜ ପୋଲିସକୁ ଶ୍ରଦ୍ଧା ଚିଠି ଲେଖି ଅଫତାବ ବିରୋଧରେ ଆଣିଥିଲେ ସାଂଘାତିକ ଅଭିଯୋଗ । ସେହି ଚିଠିରେ ଶ୍ରଦ୍ଧା ଯାହା କିଛି ଲେଖିଥିଲେ,…