Daily Archives

November 12, 2022

ଭାରତୀୟ ଖେଳାଳିଙ୍କ ଉପରେ ଗର୍ଜିଲେ ଗାଭାସ୍କର: ଆଇପିଏଲ ଖେଳିଲେ ଅସୁବିଧା ହେଉନି, ଦେଶ ପାଇଁ ଖେଳିଲେ ୱାର୍କଲୋର୍ଡ?

କନକ ବ୍ୟୁରୋ: ଟି-୨୦ ବିଶ୍ୱକପ ସେମିଫାଇନାଲରେ ଲଜ୍ଜାଜନକ ପରାଜୟ ପରେ ଏବେ ସମାଲୋଚନାର ଶିକାର ହେଉଛନ୍ତି ଟିମ ଇଣ୍ଡିଆର ଖେଳାଳି । ୧୦ ୱିକେଟରେ ବଡ ପରାଜୟର ଖରାପ ରେକର୍ଡ ପରେ ଫ୍ୟାନମାନଙ୍କ ଟାର୍ଗେଟରେ ରହିଛି ଭାରତୀୟ ଦଳ । କେବଳ ଫ୍ୟାନ ନୁହେଁ ଏବେ ପୂର୍ବତନ ଭାରତୀୟ ଖେଳାଳିଙ୍କ ଆକ୍ରୋଶର…

ଟଙ୍କା ପାଇଁ ସ୍ୱାମୀ କରିଦେଲା ପର: ଟଙ୍କା ଲୋଭରେ ଜଣେ ବ୍ୟବସାୟୀଙ୍କ ସହ ସ୍ତ୍ରୀକୁ ବିବାହ କରିଦେଲା ସ୍ୱାମୀ

କନକ ବ୍ୟୁରୋ: ସ୍ୱାମୀ କରିଦେଲା ପର । ଟଙ୍କା ଲୋଭରେ ଅନ୍ୟ ଜଣଙ୍କ ହାତକୁ ସ୍ତ୍ରୀର ହାତ ଟେକିଦେଲା ସ୍ୱାମୀ । ଯାହାର ହାତ ଧରି ବାହାହୋଇ, ସାତଜନ୍ମର ସାଥୀ କରିବ ବୋଲି ଶପଥ ନେଇଥିଲା ସ୍ତ୍ରୀ । ସେହି ସ୍ୱାମୀ, ନିଜ ସ୍ତ୍ରୀକୁ ଅନ୍ୟଜଣଙ୍କୁ ବାହା ଦେଇ ଦେଇଛି । ଏଭଳି ଅଭିଯୋଗ ହୋଇଛି କଳାହାଣ୍ଡି…

ଭୂକମ୍ପ ଝଟକାରେ ପୁଣି ଥରିଲା ଦିଲ୍ଲୀ: ସପ୍ତାହେ ଭିତରେ ଦ୍ୱିତୀୟ ଥର ଅନୁଭୂତ

କନକ ବ୍ୟୁରୋ: ପୁଣି ଭୂକମ୍ପ ଝଟକାରେ ଥରିଲା ଦେଶର ରାଜଧାନୀ । ଦିଲ୍ଲୀ ଏନସିଆର ସମେତ ଉତରାଖଣ୍ଡରେ ଭୁକମ୍ପ ଝଟକା ଅନୁଭୂତ ହୋଇଛି । ଭୂମିକମ୍ପ ଝଟକା ପରେ ଲୋକେ ଭୟରେ ଘର ଭିତରୁ, ଅଫିସରୁ ବାହାରକୁ ଦୌଡି ଆସିଛନ୍ତି । ଆଜି ସନ୍ଧ୍ୟା ୭ଟା ୫୭ ମିନିଟରେ ଭୂକମ୍ପ ଝଟକା ପ୍ରାୟ ୫୪ ସେକେଣ୍ଡ ଧରି…

ଏଏସଓ ପଦବୀ ଚୟନରେ ଦୁର୍ନୀତି ଅଭିଯୋଗ: ତ୍ରୁଟିପୂର୍ଣ୍ଣ ମୂଲ୍ୟାୟନ ଅଭିଯୋଗରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଆଶାୟୀ

କନକ ବ୍ୟୁରୋ: ଏଏସଓ ପରୀକ୍ଷାରେ ଅନିୟମିତତା ଅଭିଯୋଗ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଆଶାୟୀ । ବିଶେଷ କରି ଚୟନ ପ୍ରତିକ୍ରିୟାରେ ତ୍ରୁଟି ହୋଇଥିବା ଦର୍ଶାଇ ଏକାଧିକ ମାମଲା ଦାୟର କରିଛନ୍ତି ଅସନ୍ତୁଷ୍ଟ ପରୀକ୍ଷାର୍ଥୀ । ମିଳିଥିବା ସୂଚନା ଅନୁସାରେ କୋର୍ଟ ମାମଲାକୁ ଗ୍ରହଣ…

ନିର୍ଭୟାକାଣ୍ଡ ଭଳି କଟକରେ କାଳରାତିର ଛାତିଥରା କାହାଣୀ: ଚଳନ୍ତା ବସରୁ ଅଳ୍ପକେ ବର୍ତିଗଲେ ନାବାଳିକା

କନକ ବ୍ୟୁରୋ: କଟକ ଲିଙ୍କ ରୋଡରେ ଚଳନ୍ତା ବସରେ ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ ଘଟଣା ଚାଂଚାଲ୍ୟ ଖେଳାଇ ଦେଇଛି । ଏନେଇ ବାଦାମବାଡି ଥାନାରେ ପିଡିତାଙ୍କ ପିତା ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଲାଇଛି । ୧୦ ବର୍ଷ ତଳେ ଦିଲ୍ଲୀର ନିର୍ଭୟାକାଣ୍ଡର ବିଭିଷାକା ଏଯାଏଁ…