Monthly Archives

December 2022

ରୁଷୀୟ ପର୍ଯ୍ୟଟକ ଆଣ୍ଡ୍ୟୁଙ୍କୁ ପଚରା ଉଚରା କଲା ପୋଲିସ: କୁଆଡେ କୁଆଡେ ଯାଇଛନ୍ତି ପୋଲିସ ସଂଗ୍ରହ କରୁଛି ପୂରା ବିବରଣୀ

କନକ ବ୍ୟୁରୋ: ଦୁଇ ରୁଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ମାମଲା ସାରଦେଶରେ ଚର୍ଚ୍ଚାରେ ରହିଛି । ଏତିକିବେଳେ ଭୁବନେଶ୍ୱର ଷ୍ଟେସନ ଆଗରେ ଆଉ ଜଣେ ରୁଷୀୟ ପର୍ଯ୍ୟଟକ ଶରଣାର୍ଥୀ ଭାବେ ରହିବାକୁ ପ୍ଲାକାର୍ଡ ଧରି ସାହାଯ୍ୟ ମାଗିବାକୁ ଗୁରୁତ୍ୱର ସହ ନେଇଛି ଜିଆରପି । ଆଜି ତାଙ୍କ ନେଇ ପଚରାଉଚୁରା କରିବା ସହ…

ମକରସଂକ୍ରାନ୍ତିରେ ମୋଦୀଙ୍କ ନୂଆ ଟିମ୍! କିଏ ଆସିବେ କିଏ ଯିବେ?

କନକ ବ୍ୟୁରୋ: ଆସନ୍ତା ଜାନୁଆରୀ ଦ୍ୱିତୀୟ ସପ୍ତାହରେ ହୋଇପାରେ କେନ୍ଦ୍ର ମନ୍ତ୍ରୀମଣ୍ଡଳର ଅଦଳବଦଳ । ଯାହାକୁ ନେଇ ଜାତୀୟ ଗଣମାଧ୍ୟମରେ ଜୋରଦାର ଚର୍ଚ୍ଚା ହେଉଛି । କୁହାଯାଉଛି ୨୦୨୪କୁ ଫୋକସ କରି ନୂଆ ଟିମ ଗଠନ କରିପାରନ୍ତି ମୋଦି । ଚର୍ଚ୍ଚା ଅନୁସାରେ ବଜେଟ ଅଧିବେଶନ ପୂର୍ବରୁ…

ବିଜେଡିର ସୋସିଆଲ ମିଡ଼ିଆ ସେଲ୍ ମୁଖ୍ୟ ହେଲେ ସ୍ୱୟଂପ୍ରକାଶ । ନୂଆ ଦାୟିତ୍ୱ ଦେଲେ ବିଜେଡି ସଭାପତି ନବୀନ ପଟ୍ଟନାୟକ ।

କନକ ବ୍ୟୁରୋ : ନୂଆବର୍ଷ ପୂର୍ବରୁ ନୂଆ ଦାୟିତ୍ୱ । ସୋସିଆଲ ମିଡ଼ିଆ ସେଲର ମୁଖ୍ୟ ଭାବେ ସ୍ୱୟଂପ୍ରକାଶ ମହାପାତ୍ରଙ୍କୁ ନୂଆ ଦାୟିତ୍ୱ ଦେଇଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ । ଏହାପୂର୍ବରୁ ଆଜି ପୁର୍ନଗଠିତ ହୋଇଥିବା ମିଡ଼ିଆ ଟିମରେ ପ୍ୟାନେଲିଷ୍ଟ ଭାବେ ସ୍ୱୟଂ ପ୍ରକାଶ ମହାପାତ୍ରଙ୍କୁ…

ରିଷଭ ପନ୍ତଙ୍କ ଆସିଲା ଏମଆରଆଇ ରିପୋର୍ଟ । ସୁସ୍ଥ ଅଛି ମସ୍ତିଷ୍କ ଓ ମେରୁଦଣ୍ଡ

କନକ ବ୍ୟୁରୋ : କାର ଦୁର୍ଘଟଣାର ଆହତ ହୋଇଥିବା କ୍ରିକେଟର ଋଷଭ ପନ୍ତଙ୍କ ମସ୍ତିକ ଏବଂ ମେରୁଦଣ୍ଡର ଏଆଆରଆଇ ରିପୋର୍ଟ ସାମ୍ନାକୁ ଆସିଛି । ଡେରାଡୁନର ମ୍ୟାକ୍ସ ହସ୍ପିଟାଲରେ ହୋଇଥିବା ଏମଆରଆଇ ରିପୋର୍ଟ ନର୍ମାଲ ଅଛି । ଉଭୟ ମସ୍ତିସ୍କ ଏବଂ ମେରୁଦଣ୍ଡ ସାଧାରଣ ଅବସ୍ଥାକୁ ଫେରିଆସିଥିବା ହସ୍ପିଟାଲ…

ଓଡ଼ିଶା ସିଭିଲ୍ ସର୍ଭିସ ପରୀକ୍ଷା: ଇଂରାଜୀରେ ପ୍ରଶ୍ନପତ୍ର, ଓଡ଼ିଆରେ ଲେଖିପାରିବେ ଉତ୍ତର

କନକ ବ୍ୟୁରୋ: ଓସିଏସ୍ ବା ଓଏଏସ୍ ପରୀକ୍ଷାରେ ପ୍ରଥମ ଥର ପାଇଁ ଓଡ଼ିଆରେ ପରୀକ୍ଷା ହେବାକୁ ଯାଉଛି । ପରୀକ୍ଷା ଦେବା ପାଇଁ ପରୀକ୍ଷାର୍ଥୀଙ୍କ ପାଖରେ ଉଭୟ ଓଡ଼ିଆ ଓ ଇଂରାଜୀ ଦୁଇଟି ପସନ୍ଦ ରହିବ । ପରୀକ୍ଷାର୍ଥୀ ଯେଉଁ ଭାଷାକୁ ପସନ୍ଦ କରିବେ, ସେହି ଭାଷାରେ ପରୀକ୍ଷା ଦେଇପାରିବେ । ତେବେ ସମସ୍ତ…

ଚାକିରି ବିଜ୍ଞାପନ ଦେଖି ପ୍ରଲୋଭିତ ହେଉଛନ୍ତି କି? ସାବଧାନ! ହୋଇପାରନ୍ତି ଠକାମୀର ଶିକାର

କନକ ବ୍ୟୁରୋ: ଆପଣ ଯେତେବେଳେ ଖବର କାଗଜ କିମ୍ବା ସାମାଜିକ ଗଣମାଧ୍ୟମରେ କୌଣସି ଚାକିରୀର ବିଜ୍ଞାପନ ଦେଖୁଛନ୍ତ. ସେତେବେଳେ ତାର ଯାଂଚ କରନ୍ତୁ । ନଚେତ ଆପଣ ଚାକିରି କରିବାକୁ ଯାଇ ଠକାମିର ଶିକାର ହୋଇପାରନ୍ତି । ଠକମାନେ ଆପଣଙ୍କୁ ଚାକିରି ଦେବାକୁ କହି ଚୁନା ଲଗାଇ ପାରନ୍ତି । ଖବର କାଗଜରେ…