Daily Archives

November 14, 2022

ଦୀପଗ୍ରେସ ଏକ୍କାଙ୍କୁ ମିଳିବ ଅର୍ଜୁନ ପୁରସ୍କାର: ପଢନ୍ତୁ ଆୱାର୍ଡର ପୂରା ଲିଷ୍ଟ

କନକ ବ୍ୟୁରୋ: ଓଡିଆ ମହିଳା ହକି ତାରକା ଦୀପଗ୍ରେସ ଏକ୍କାଙ୍କୁ ମିଳିବ ଅର୍ଜୁନ ପୁରସ୍କାର । ନଭେମ୍ବର ୩୦ ତାରିଖରେ ରାଷ୍ଟ୍ରିୟ ଖେଳ ପୁରସ୍କାର ସମାରୋହ ଅବସରରେ ତାଙ୍କୁ ଏହି ସମ୍ମାନରେ ସମ୍ମାନୀତ କରାଯିବ । ମୋଟ ୨୫ ଜଣଙ୍କୁ ଅର୍ଜୁନ ପୁରସ୍କାର ପ୍ରଦାନ କରାଯିବ । ଅର୍ଜୁନ ପୁରସ୍କାର ସହ…

ପକ୍ସୋ ଆକ୍ଟକୁ ନେଇ ଦିଲ୍ଲୀ ହାଇକୋର୍ଟଙ୍କ ବଡ ବୟାନ, ଯୁବପିଢି ସହମତିରେ ରଖୁଥିବା ସମ୍ପର୍କକୁ ଅପରାଧିକ କରାଯାଇପାରିବ…

କନକ ବ୍ୟୁରୋ: ଦୁଷ୍କର୍ମରେ ଶିକାର ହେଉଥିବା ନାବାଳିକାଙ୍କ ପାଇଁ ଥିବା ପକ୍ସୋ ଆକ୍ଟକୁ ନେଇ ବଡ ବୟାନ ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ । ଦୁଷ୍କର୍ମରେ ଶିକାର ହେଉଥିବା ୧୮ ବର୍ଷରୁ କମ ବୟସ୍କଙ୍କୁ ସୁରକ୍ଷା ପ୍ରଦାନ କରିବାକୁ ପକ୍ସୋ ଆକ୍ଟ କାର୍ଯ୍ୟ କରୁଛି । କିନ୍ତୁ ଏହାର ମାନେ ନୁହେଁ ଯେ…

ଇସ୍ତାନବୁଲ ବିସ୍ଫୋରଣ ଘଟଣା: ଜଣେ ସନ୍ଦିଗ୍ଧଙ୍କୁ ଗିରଫ କଲା ପୁଲିସ।

କନକ ବ୍ୟୁରୋ: ତୁର୍କୀ ଇସ୍ତାନବୁଲ ବିସ୍ଫୋରଣ ଘଟଣାରେ ଜଣେ ସନ୍ଦିଗ୍ଧଙ୍କୁ ଗିରଫ କରାଯାଇଛି । ଇସ୍ତାନବୁଲ ପୁଲିସ କହିଛି ଆକ୍ରମଣ ଘଟଣା ପଛରେ ୩ଜଣ ବ୍ୟକ୍ତିଙ୍କ ହାତ ରହିଛି ଓ ସେଥିରେ ଜଣଙ୍କୁ ଗିରଫ କରାଯାଇଛି । ଜଣେ ମହିଳା ଓ ଦୁଇଜଣ ଯୁବକ ଆକ୍ରଣ ଘଟଣା ସମ୍ପୃକ୍ତ ଥିଲେ । ୧୩ ନଭେମ୍ବର…

ମନ୍ତ୍ରୀ ଅଖିଳ ଗିରିଙ୍କ ବିବାଦୀୟ ବୟାନ ପାଇଁ କ୍ଷମା ମାଗିଲେ ମମତା ବାର୍ନାଜୀ। କହିଲେ, ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ…

କନକ ବ୍ୟୁରୋ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉଦ୍ଦେଶ୍ୟରେ ନିଜ ମନ୍ତ୍ରୀଙ୍କ ବିବାଦୀୟ ବୟାନକୁ ନେଇ କ୍ଷମା ମାଗିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମସି ନେତ୍ରୀ ମମତା ବାନାର୍ଜୀ । କାହା ପ୍ରତି ବ୍ୟକ୍ତିଗତ ଆକ୍ଷେପ କରିବା ତାଙ୍କ ଦଳର ପ୍ରକୃତି ନୁହେଁ । ଏନେଇ ସେ ବିଧାୟକଙ୍କୁ…

ବଳପୂର୍ବକ ଧର୍ମାନ୍ତୀକରଣକୁ ନେଇ ଉଦବେଗ୍ ପ୍ରକାଶ କଲେ ସୁପ୍ରିମକୋର୍ଟ। ୨୨ ତାରିଖ ସୁଦ୍ଧା ସତ୍ୟପାଠ ଦାଖଲ ସହ…

କନକ ବ୍ୟୁରୋ: ବଳପୂର୍ବକ ଜୋର ଜବରଦସ୍ତି ଧର୍ମାନ୍ତରୀକରଣକୁ ନେଇ କଡା ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଦେଶର ସୁରକ୍ଷା ପ୍ରତି ଏହା ବିପଦ ସୃଷ୍ଟି କରୁଥିବାରୁ କେନ୍ଦ୍ର ସରକାର ଏସବୁ ରୋକିବାକୁ ପଦକ୍ଷେପ ନେବାକୁ କହିଛନ୍ତି ସର୍ବୋଚ୍ଚ ଅଦାଲତ । ପ୍ରତାରଣା, ପ୍ରଲୋଭିତ ଏବଂ ବଳପୂର୍ବକ…

ଜି-୨୦ ସମ୍ମିଳନୀରେ ଏକାଠି ହେଲେ ଚୀନ-ଆମେରିକା। ବିଶ୍ୱର ସମସ୍ୟାର ସମାଧାନ ପାଇଁ ଏକାଠି ହେବାକୁ କହିଲେ ଦୁଇ ନେତା।

କନକ ବ୍ୟୁରୋ: ଇଣ୍ଡୋନେସିଆ ବାଲିରେ ଆରମ୍ଭ ହୋଇଥିବା ଜି-୨୦ ଶିଖର ସମ୍ମିଳନୀରେ ସୋମବାର ଦୁଇ ପ୍ରତିଦ୍ୱନ୍ଦ୍ୱୀ ଚୀନ ଏବଂ ଆମେରିକାର ରାଷ୍ଟ୍ରପତି ପରସ୍ପର ସହ ହାତ ମିଳାଇଛନ୍ତିି । ଚୀନ ରାଷ୍ଟ୍ରପତି ଜିନପିଙ୍ଗ୍ କହିଛନ୍ତି, ସାରା ବିଶ୍ୱ ଚୀନ ଏବଂ ଆମେରିକା ସମ୍ପର୍କ ଉପରେ ଆଶା ରଖିଛନ୍ତି ।…