ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କୁନିଝିଅଙ୍କ ଭିଡିଓକୁ ନେଇ ବିବାଦ । କଂଗ୍ରେସର ପ୍ରଶ୍ନ, କୁନିପିଲା କରିପାରିବେ…
କନକ ବ୍ୟୁରୋ: କୁନି ଝିଅ ସହ ନଜରରେ ଆସି ବିବାଦରେ ପଡ଼ିଯାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗୁଜୁରାଟ ନିର୍ବାଚନ ସମୟରେ ୭ ବର୍ଷୀୟ ଜଣେ ଝିଅଙ୍କୁ ଭେଟିଥିଲେ ନରେନ୍ଦ୍ର ମୋଦି । ଏହି କୁନି ଝିଅ ମୋଦିଙ୍କୁ ଭେଟିବା ସହ ଗୁଜୁରାଟୀ ଭାଷାରେ କବିତା ବୋଲିଥିଲେ । ଯେଉଁ କବିତା ବିଜେପିର…