Daily Archives

November 13, 2022

ମିସବାଙ୍କୁ ଶେଷ ଓଭର ପକାଇବାକୁ ଡରୁଥିଲେ ଭାରତୀୟ ବୋଲର: ୨୦୦୭ ବିଶ୍ୱକପକୁ ନେଇ ସୋଏବଙ୍କ ବୟାନ

କନକ ବ୍ୟୁରୋ: ୨୦୨୨ ଟି-୨୦ ବିଶ୍ୱକପ ତାର ବିଶ୍ୱ ବିଜେତାକୁ ପାଇ ସାରିଛି । ପାକିସ୍ତାନକୁ ହରାଇ ଇଂଲଣ୍ଡ ବିଶ୍ୱ ବିଜୟୀ ହୋଇଛି । ତେବେ ଏହାରି ଭିତରେ ୨୦୦୭ ବିଶ୍ୱକପକୁ ନେଇ ବଡ ବୟାନ ଦେଇଛନ୍ତି ପାକିସ୍ତାନ କ୍ରିକେଟର ସୋଏବ ମଲ୍ଲିକ । ସେ କହିଛନ୍ତି କି, ୨୦୦୭ ଟି-୨୦ ବିଶ୍ୱକପ ଫାଇନାଲ…

କଥା ମାନିଲେନି ବୋଲି… ମା’କୁ ପାଚିକା ପଦରୁ ହଟାଇଲେ, ପୁଅକୁ ନିର୍ଦ୍ଦୁମ ପିଟିଲେ ପ୍ରଧାନ ଶିକ୍ଷକ

କନକ ବ୍ୟୁରୋ: ସ୍ୱାମୀ ଚାଲିଯିବା ପରେ ବଂଚିବା ପାଇଁ ସଂଘର୍ଷ କରୁଥିବା ମହିଳା ଜଣଙ୍କ ବାରିମୂଳ ସ୍କୁଲରେ ପାଚିକା ଭାବେ କାମ କରିବାକୁ ବାଧ୍ୟ ହୋଇଥିଲେ । ହେଲେ, ତାଙ୍କୁ ପାରିଶ୍ରମିକ ଦେବା ପାଇଁ କୁଆଡେ ଲାଂଚ ମାଗିଥିଲେ ସ୍କୁଲର ପ୍ରଧାନଶିକ୍ଷକ ଖଗେଶ୍ୱର ନାଥ ଓ କମିଟିର ସଦସ୍ୟ । ଆଉ ଲାଂଚ…

ପଥର କାରିଗରଙ୍କ ଗାଁ ଯାଜପୁରର ଶୁଖୁଆପଡ଼ା। ମୂର୍ତି କାରିଗରୀ ଓ ଘରକରଣା ସାମଗ୍ରୀ ପାଇଁ ଗାଁର ରହିଛି ପ୍ରସିଦ୍ଧି।

କନକ ବ୍ୟୁରୋ: ବଡଚଣା ବ୍ଲକ ଶୁଖୁଆପଡା ଗାଁ । ଚଣ୍ଡିଖୋଲ ଛକଠାରୁ ୫୩ନମ୍ବର ଜାତୀୟ ରାଜପଥରେ ୨୫ କିଲୋମିଟର ପାରାଦୀପ ଆଡକୁ ଗଲାପରେ ପଡେ ଏହି ଐତିହ୍ୟ ସମ୍ପନ୍ନ ଗାଁ । ଗାଁର ପାଖାପାଖି ପାଞ୍ଚଶହ ପରିବାର ପଥରରେ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରି ଏଥିରେ ପରିବାର ଚଳାଇ ଆସୁଛନ୍ତି । ପଥରକୁ…

୨୪ ଘଂଟାରେ କୁବେରରୁ ବନିଗଲେ କାଙ୍ଗାଳ: ନିଜକୁ ଦେବାଳିଆ ଘୋଷଣା କଲେ କ୍ରିପ୍ଟୋ ଏକ୍ସଚେଞ୍ଜ ଏଫଟିଏକ୍ସର ପ୍ରତିଷ୍ଠାତା…

କନକ ବ୍ୟୁରୋ: ଅର୍ଥ କମାଇବା ପାଇଁ ଲୋକେ ଦିନରାତି ଏକ କରି ଦିଅନ୍ତି । ଥରେ ଭାବନ୍ତୁ ଯଦି ସେହି ଟଙ୍କା ରାତାରାତି ଗାଏ ହୋଇଯିବ, ତେବେ କ’ଣ ହେବ? ଠିକ୍ ଏମିତି କିଛି ଘଟିଛି କ୍ରିପ୍ଟୋ ଏକ୍ସଚେଞ୍ଜ ତଥା ଏଫଟିଏକ୍ସର ପ୍ରତିଷ୍ଠାତା ସାମ ବ୍ୟାଙ୍କମ୍ୟାନ ଫ୍ରାଏଡଙ୍କ ସହ । କୋଟିପତି ଫ୍ରାଏଡଙ୍କୁ…

ସହଦେବ ଓ ଶୈଳବାଳାଙ୍କୁ ଗୋଷାଳା ଦେଇଛି ପରିଚୟ। ମିଷ୍ଠାନ ଭଣ୍ଡାରରୁ ରୋଜଗାର କରି ଚଳାଇଛନ୍ତି ଗୋଷାଳା।

କନକ ବ୍ୟୁରୋ: ଗୋଷାଳା ଦେଇଛି ପରିଚୟ । ବୃଦ୍ଧ ବୟସରେ ମିଷ୍ଠାନ ଭଣ୍ଡାରରୁ ରୋଜଗାର କରି ଗୋଷାଳା ଚଳାଇଛନ୍ତି ଖଲ୍ଲିକୋଟ ଲଙ୍ଗଲେଶ୍ୱର ଗାଁର ସହଦେବ ରାଉଳ ଓ ଶୈଳବାଳା । ଗୋଷାଳାରେ ରହିଛନ୍ତି ୨ଶହରୁ ଅଧିକ ବୁଲା ଗାଇଗୋରୁ ଓ ଭିନ୍ନକ୍ଷମ ଗାଇଗୋରୁ । ମିଷ୍ଠାନ୍ନ ଭଣ୍ଡାର ଓ ଗୋଷାଳା ଯୋଗୁଁ…

ବିଶ୍ୱଗୁରୁ ଭାରତ ଶୀର୍ଷକରେ ପ୍ରବନ୍ଧ ଲେଖିଲେ ଛାତ୍ରଛାତ୍ରୀ: ପ୍ରତିଯୋଗୀତାରେ ଭାଗ ନେଲେ ୩୦ ଜିଲ୍ଲା ଓ ୫ ମହାନଗର ଜୋନର…

କନକ ବ୍ୟୁରୋ: ଓଡି଼ଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ପରାମର୍ଶ ଏବଂ ରାଜ୍ୟ ସରକାରଙ୍କ ସହଯୋଗିତାରେ ସମ୍ବାଦ ଗ୍ରୁପ ପକ୍ଷରୁ ଆୟୋଜନ ହୋଇଛି ରାଜ୍ୟସ୍ତରୀୟ ପ୍ରବନ୍ଧ ପ୍ରତିଯୋଗିତା । ଏହା ପୂର୍ବରୁ .. - ଗତ ସେପ୍ଟେମ୍ବର ୧୧ ତାରିଖରେ ହୋଇଥିଲା ଜିଲ୍ଲାସ୍ତରୀୟ ପ୍ରତିଯୋଗିତା - ୩୦…