Daily Archives

November 2, 2022

ମହିଳାଙ୍କୁ ଚାକିରି ଦେବ ଟାଟା ଗ୍ରୁପ୍। ହୋସୁରେ ପ୍ରତିଷ୍ଠା ହେବ ଆଇଫୋନ କମ୍ପୋନେଟର ଇଲେକ୍ଟଟ୍ରୋନିକ କାରଖାନା।

କନକ ବ୍ୟୁରୋ: ୪୫ହଜାର ମହିଳାଙ୍କୁ ଚାକିରି ଦେବ ଟାଟା ଗ୍ରୁପ୍ । ହୋସୁରେ ପ୍ରତିଷ୍ଠା ହେବ ଆଇଫୋନ କମ୍ପୋନେଟର ଇଲେକ୍ଟଟ୍ରୋନିକ କାରଖାନା । ଯେଉଁଠି ଏହି ମହିଳମାନଙ୍କୁ ଦିଆଯିବ ନିଯୁକ୍ତି ଦିଆଯିବ । ବୁଲମର୍ଗ ରିପୋର୍ଟ ଅନୁସାରେ ଆଗାମୀ ବର୍ଷକ ଭିତରେ କମ୍ପାନୀ ଏଠାରେ ପ୍ଳାଂଟ ସ୍ଥାପନ କରିବ ଓ…

ବାଲେଷ୍ଟିକ ମିସାଇଲ ପରୀକ୍ଷଣ କଲା ଉତ୍ତରକୋରିଆ। ଦକ୍ଷିଣକୋରିଆ, ଜାପାନରେ ହଇଚଇ।

କନକ ବ୍ୟୁରୋ: ଦକ୍ଷିଣ କୋରିଆଠୁ ନେଇ ଜାପାନରେ ଏବେ ହଇଚଇ । ମଙ୍ଗଳବାର ମଧ୍ୟରାତ୍ରରେ ବାଲେଷ୍ଟିକ ମିସାଇଲ ପରୀକ୍ଷଣ କରିଛି ଉତ୍ତରକୋରିଆ । ଦକ୍ଷିଣକୋରିଆ ଜଳସୀମାକୁ ଲକ୍ଷ୍ୟ କରି ହୋଇଥିବା ମିସାଇଲ ପରୀକ୍ଷଣରେ କୌଣସି ପ୍ରକାର ଧନଜନ ହାନୀ ହୋଇନି । ମୋଟ ୧୦ଟି ସ୍ଥାନରେ ଖସିଛି ମିସାଇଲ ।…

ନୂଆ ନିୟମ ଆଣିଲେ ଟ୍ୱିଟରର ନୂଆ ମାଲିକ ଏଲନ ମସ୍କ। ସପ୍ତାହକୁ ୭ଦିନ ସହ ୧୨ ଘଣ୍ଟା କାମ କରିବାକୁ ନିଦ୍ଧିଷ୍ଟ…

କନକ ବ୍ୟୁରୋ: ନୂଆ ମାଲିକଙ୍କ ନୂଆ ନିୟମ । ବ୍ଲୁ ଟିକ୍ ୟୁଜରଙ୍କୁ ଏଣିକି ମାସକୁ ଦେବେ ୬୬୦ ଟଙ୍କା । କିଛି ଦିନ ତଳେ ଟ୍ୱିଟର କିଣିଥିବା ବିଶ୍ୱର ସବୁଠାରୁ ଧନଶାଳୀ ବ୍ୟକ୍ତି ଏଲନ୍ ମସ୍କ ଏହି ସୋସିଆଲ ମିଡିଆ ପ୍ଲାଟଫର୍ମରେ ବଡ଼ ବଡ଼ ପରିବର୍ତନ କରିବା ଆରମ୍ଭ କରିଛନ୍ତି । ନୂଆ ନିୟମ ଆଧାରରେ ବ୍ଲୁ…

ଦିଲ୍ଲୀ କାଲକାଜୀରେ ବସ୍ତିବାସୀଙ୍କୁ ଥଇଥାନ କଲେ କେନ୍ଦ୍ର ସରକାର। ୩ହଜାର ୨୪ଜଣଙ୍କୁ ମିଳିଛି କୋଠାଘର।

କନକ ବ୍ୟୁରୋ: ବସ୍ତିବାସୀଙ୍କୁ ଥଇଥାନ କଲେ ଓ ଘର ଦେଲେ କେନ୍ଦ୍ର ସରକାର । ଦିଲ୍ଲୀ କାଲକାଜୀରେ ଇନ ସିଟୁ ରିହାବିଲିଟେସନ ଯୋଜନାରେ ପ୍ରାୟ ୩ହଜାର ୨୪ଜଣଙ୍କୁ ମିଳିଛି କୋଠାଘର । ବୁଧବାର ଦିଲ୍ଲୀରେ ଏହି ଯୋଜନାକୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ହିତାଧିକାରୀଙ୍କୁ ନୂଆ ଘରର ଚାବି…

ମୋରବୀ ଦୁର୍ଘଟଣାରେ ବଡ଼ ଖୁଲାସା। ପୋଲର ହୋଇଥିଲା ନିମ୍ନମାନର କାମ, ମରାମତି ଅର୍ଥର ହୋଇଛି ହେରଫେର।

କନକ ବ୍ୟୁରୋ: ଗୁଜରାଟ ମଛୁ ନଦୀରେ ଝୁଲା ପୋଲ ଭୁଶୁଡ଼ିବା ଘଟଣାକୁ ନେଇ ନୂଆ ଖୁଲାସା ହୋଇଛି । ପୋଲ ନିର୍ମାଣରେ ବଡ଼ ଧରଣର ଦୁର୍ନୀତି ହୋଇଥିବା କଥା ସାମ୍ନାକୁ ଆସିଛି । ପୋଲର ନବୀକରଣ ପାଇଁ ଆଗତ ହୋଇଥିଲା ୨୦୦ କୋଟି ଟଙ୍କାର ବଜେଟ୍ । ମରାମତି ଦାୟିତ୍ୱ ଓରେଭା କମ୍ପାନୀକୁ ଦିଆଯାଇଥିଲା । କିନ୍ତୁ…