Daily Archives

November 15, 2022

ବିଶ୍ୱ ଜନସଂଖ୍ୟା ଦିବସରେ ବଡ଼ ଖବର। ୮ଶହ କୋଟି ଅତିକ୍ରମ କଲା ବିଶ୍ୱର ଜନସଂଖ୍ୟା।

କନକ ବ୍ୟୁରୋ: ଦେଶରେ ହୁ ହୁ ହୋଇ ବୃଦ୍ଧି ପାଉଛି ଜନସଂଖ୍ୟା । ଜନସଂଖ୍ୟା ବିସ୍ଫୋରଣ ବଡ ସମସ୍ୟା ଭାବେ ଛିଡା ହୋଇଛି । ଏହା ଭିତରେ ମିଳିତ ଜାତିସଂଘର ମୁଖ୍ୟ ଆଟୋଂନିଓ ଗୁଟରେସ ନୂଆ ଆକଳନ କରିଛନ୍ତି ଓ କହିଛନ୍ତି ଯେ, ନଭେମ୍ବର ୧୫ରେ ବିଶ୍ୱ ଏକ ମାଇଲଖୁଣ୍ଟ ସ୍ଥାପନ କରିଛି । ମିଳିତ ଜାତିସଂଘ…

ଟ୍ୱିଟର, ଫେସବୁକ, ମାଇକ୍ରୋସପ୍ଟ ରାସ୍ତାରେ ଆମାଜନ। ଖୁବ ଶୀଘ୍ର ୧୦ହଜାର କର୍ମଚାରୀଙ୍କୁ କରିବ ଛଟେଇ ।

କନକ ବ୍ୟୁରୋ: ଟ୍ୱିଟର ଓ ମେଟା ପରେ ଏବେ ‘ଆମାଜନ’ରେ ମଧ୍ୟ କର୍ମଚାରୀଙ୍କ ଛଟେଇକୁ ନେଇ ଖବର ଆସିଛି । ଆମାଜନ ମଧ୍ୟ କଷ୍ଟ କଟିଂ ତାଲିକାରେ ସାମିଲ ହୋଇଛି । ନିଜର ହଜାର ହଜାର କର୍ମଚାରୀଙ୍କୁ ଚାକିରୀରୁ ଛଟେଇ କରିବା ପାଇଁ ଯୋଜନା କରିଛି ଏହି ଇ-କମର୍ସ କମ୍ପାନୀ । ସୂଚନା ଅନୁସାରେ ପାଖାପାଖି ୧୦…

ଚାଲିଛି ୧୭ତମ ଜି-୨୦ ସମ୍ମିଳନୀ। ଇଣ୍ଡୋନେସିଆରେ ବିଶ୍ୱ ମହାଶକ୍ତିଙ୍କ ମହାମିଳନ।

କନକ ବ୍ୟୁରୋ: ଇଣ୍ଡୋନେସିଆର ରାଜଧାନୀ ବାଲିରେ ଆଜି ଠାରୁ ଆରମ୍ଭ ହୋଇଛି ଦୁଇ ଦିନିଆ ଜି-୨୦ ସମ୍ମିଳନୀ । ଏହି ସମ୍ମଳନୀରେ ଦେଖିବାକୁ ମିଳିଛି ବିଶ୍ୱ ମହାଶକ୍ତିଙ୍କ ମହାମିଳନ । ଜି-୨୦ର ଏହି ୧୭ ତମ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦୀ ଯୋଗଦେଇଛନ୍ତି । ଏହି ଅବସରରେ ନରେନ୍ଦ୍ର ମୋଦୀ ଆମେରିକା…

ବିଜେପି ପରିବାରର ବୋହୂ ବିଜେଡି ପ୍ରାର୍ଥୀ। ଚର୍ଚ୍ଚାରେ ରମାରଞ୍ଜନ ବଳିୟାର ସିଂଙ୍କ ଭୂମିକା।

କନକ ବ୍ୟୁରୋ: ପଦ୍ମପୁର ଉପନିର୍ବାଚନରେ ବିଜେପି ନେତା ରମାରଞ୍ଜନ ବଳିୟାର ସିଂହଙ୍କ ବୋହୂ ତଥା ପଦ୍ମପୁର ଦିବଙ୍ଗତ ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ବଡ ଝିଅ ବର୍ଷା ସିଂ ବରିହାଙ୍କୁ ବିଜେଡି ପ୍ରାର୍ଥୀ କରିବା ପରେ କଣ କରିବ ବିଜେପି । ଦଳର ଏହି ବରିଷ୍ଠ ନେତାଙ୍କୁ ପୂର୍ବଭଳି ଦାୟିତ୍ୱ ଦେବ…

ଇଓଡବ୍ଲୁ କବଜାରେ ଆନ୍ତଃରାଜ୍ୟ ସାଇବର ଠକ। ବେନାମୀ ଖାତା ଖୋଲି ଚାଲିଥିଲା ଟଙ୍କା କାରବାର।

କନକ ବ୍ୟୁରୋ: କ୍ରାଇମବ୍ରାଞ୍ଚ ହାତରେ ଧରାପଡିଛି ଆନ୍ତଃରାଜ୍ୟ ସାଇବକ ଠକ ଗ୍ୟାଙ୍ଗ ।  ଏହି ଦୁଇ ଅଭିଯୁକ୍ତ ହେଉଛନ୍ତି ମହମ୍ମଦ ଖାନ ଓ ମୁନ୍ ଫେଡ୍ ଖାନ । ଯାହାକୁ ଧରିବା ପାଇଁ ଭାରତର ବଡ ବଡ ଏଜେନ୍ସିମାନେ ଫେଲ ମାରିଥିଲେ ସେହି ସମୟରେ ଇଓଡବ୍ଲୁ ଏମାନଙ୍କୁ ରାଜସ୍ଥାନର ଆଲୱାରରୁ ଗିରଫ କରିଛି ।…

ହେତୁବାଦୀଙ୍କୁ ଶ୍ରୀମନ୍ଦିର ପ୍ରବେଶ ମନା। ବାହୁବଳୀ ସେବାୟତଙ୍କ ଖୋଲା ଧମକ।

କନକ ବ୍ୟୁରୋ:  ଥମିବାର ନାଁ ନେଉନାହିଁ ହେତୁବାଦୀ ଓ ପରମ୍ପରାବାଦୀ ବିବାଦ । ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣରେ ବିରିଆନୀ ଖାଇବାକୁ ନେଇ ଏବେ ବି ହେତୁବାଦୀଙ୍କୁ ଟାର୍ଗେଟ କରୁଛନ୍ତି ପରମ୍ପରାବାଦୀ । ଏହା ଭିତରେ ଶ୍ରୀମନ୍ଦିର ସେବାୟତ ଅନୀଲ ଗୋଚ୍ଛିକାର କହିଛନ୍ତି ହେତୁବାଦୀଙ୍କୁ…