Daily Archives

November 10, 2022

‘କଂସ’ ଭୂମିକା ପାଇଁ ୫୬ କଳାକାର। ବରଗଡ଼ ଟାଉନ୍ ହଲରେ କଡ଼ା ପ୍ରତିଯୋଗିତା

କନକ ବ୍ୟୁରୋ: ଏଥରର ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାରେ କିଏ ହେବ କଂସ? କାହାର ହସ ଓ ଅଭିନୟ ପ୍ରଭାବିତ କରିବ ଚୟନକର୍ତାଙ୍କୁ । କଳାଧଳା ରଙ୍ଗରେ ସଜେଇ ହେଲେ କଳାକାର । କଂସ ଭୂମିକାରେ ଅଭିନୟ କରିବା ପାଇଁ ୫୬ ଜଣ କଳାକାରଙ୍କ ମଧ୍ୟରେ ଚାଲିଲା ପ୍ରତିଯୋଗିତା । ମହାରାଜ କଂସଙ୍କ ବିକଟ୍ଟାଳ…

ଆଜି ମାଣ୍ଡିଆ ଦିବସ। ଚାଷ ଉପରେ ଗୁରୁତ୍ୱ ଦିଆଯାଇ ବାହାରିଛି ମାସ୍କଟ ‘ମିଲି’

କନକ ବ୍ୟୁରୋ: ମିଲେଟ ମିଶନ । ପଲ୍ଲୀର ଖାଦ୍ୟକୁ ବିଶ୍ୱ ଦରବାରରେ ପହଞ୍ଚାଇବା ପାଇଁ ପ୍ରସ୍ତୁତ ହୋଇଛି ଯୋଜନା । ଏହି ସୁପର ଫୁଡକୁ ସାଧାରଣ ଜନତା ଓ ଦେଶ ବିଦେଶରେ ପହଞ୍ଚାବାକୁ ଲକ୍ଷ୍ୟ ରଖି ସାରା ରାଜ୍ୟ ପାଳିଛି ମାଣ୍ଡିଆ ଦିବସ । ପ୍ରତିବର୍ଷ ନଭେମ୍ବର ୧୦କୁ ମାଣ୍ଡିଆ ଦିବସ ଭାବେ ପାଳନ କରାଯିବ…

ଏଏସଓ ପରୀକ୍ଷାର ସ୍ୱଚ୍ଛତାକୁ ନେଇ ଉଠୁଛି ପ୍ରଶ୍ନ, ପରୀକ୍ଷା ପରିଚାଳନାରେ ଦୁର୍ନୀତି ଅଭିଯୋଗ।

କନକ ବ୍ୟୁରୋ: ଆସିଷ୍ଟାଣ୍ଟ ସେକ୍ସନ୍ ଅଫିସର ବା ଏଏସଓ’ର ଲିଖିତ ପରୀକ୍ଷା ଫଳ ପ୍ରକାଶ ପାଇବା ପରଠାରୁ ଫଳାଫଳକୁ ନେଇ ଅସନ୍ତୋଷ ତେଜିବାରେ ଲାଗିଛି । ପରୀକ୍ଷା ପରିଚାଳନାରେ ଦୁର୍ନୀତି ଅଭିଯୋଗ ଆଣି ଆଶାୟୀ ପ୍ରାର୍ଥୀମାନେ ପ୍ରତିବାଦ କରି ଆସୁଥିବା ବେଳେ ଆଜି ଓପିଏସସି କାର୍ଯ୍ୟାଳୟ ସାମ୍ନାରେ…

ରୋଗୀଙ୍କ ଦୁଃଖ ଦୂର କରିବା ପରିବର୍ତେ ବଢ଼ାଇଲେ ଏମ୍ସ କର୍ତୃପକ୍ଷ। ପୂର୍ବରୁ ବାରଣ୍ଡାରେ ମଶାରୀ ଟାଙ୍ଗି ଶୋଇ ପଡୁଥିଲେ…

କନକ ବ୍ୟୁରୋ: ଭୁବନେଶ୍ୱର ଏମ୍ସ ନିକଟ ରାସ୍ତା କଡ଼ର ଦୃଶ୍ୟ ବଦଳିନାହିଁ । ଦୂର ଦୂରାନ୍ତରୁ ଚିକିତ୍ସା ଆଶାରେ ଧାଇଁ ଆସିଥିବା ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କ ଦିନ ଓ ରାତି କଟୁଛି ଏହି ରାସ୍ତା କଡ଼ରେ । କାରଣ ରହିବା ପାଇଁ ଏମ୍ସ ପକ୍ଷରୁ କୌଣସି ସୁବିଧା ନାହିଁ । ପୂର୍ବରୁ ଏମ୍ସ ଭିତର…

ଅର୍ଚ୍ଚନାଙ୍କ ନାଗଫାଶରେ ପଡ଼ିଥିଲେ କେଉଁ ନେତା? କନକ ନ୍ୟୁଜ ଆଗରେ ଗୁମର ଖୋଲିଲେ ଭଉଣୀ।

କନକ ବ୍ୟୁରୋ: ସେକ୍ସଟର୍ସନ ମାମଲାରେ ଗିରଫ ହୋଇଥିବା ବହୁଚର୍ଚ୍ଚିତ ଅର୍ଚ୍ଚନା ନାଗଙ୍କୁ ନେଇ ି ଚାଂଚଲ୍ୟକର ଖୁଲାସା କରିଛନ୍ତି ତାଙ୍କ ଭଉଣୀ । କନକ ନ୍ୟୁଜକୁ ଏକ୍ସକ୍ଲୁସିଭ୍ ସାକ୍ଷାତକାର ଦେଇ ଅର୍ଚ୍ଚନାଙ୍କ ଭଉଣୀ କହିଛନ୍ତି, ରାଜନୀତିରେ ପ୍ରବେଶ କରି ଅର୍ଚ୍ଚନା ନେତା ହେବାକୁ ଯୋଜନା…