Daily Archives

November 20, 2022

ସିସିଟିଭିରେ କଏଦ ହେଲା ଲୋମଟାଙ୍କୁରା ଦୁର୍ଘଟଣା: ୪ ଜଣ ଛାତ୍ରୀଙ୍କୁ ପଛପଟୁ ଧକ୍କା ଦେଲା କାର୍

କନକ ବ୍ୟୁରୋ: ସିସିଟିଭି କ୍ୟାମେରାରେ କଏଦ ଦୁର୍ଘଟଣାର ଲାଇଭ୍ ଦୃଶ୍ୟ । ଦ୍ରୁତ ଗତିରେ ଏକ କାର ରାସ୍ତାରେ ଯାଉଥିବା ୩ ଜଣ ଛାତ୍ରୀଙ୍କୁ ଧକ୍କା ଦେଇ ପାଖ ଦୋକାନକୁ ପଶିଯାଇଛି । ସୌଭାଗ୍ୟକୁ ଅଳ୍ପକେ ବର୍ତି ଯାଇଛନ୍ତି ତିନି ଜଣ ଛାତ୍ରୀ । ଗଂଜାମ ଜିଲ୍ଲା ପୁରୁଷୋତମପୁର ଥାନା ଅନ୍ତର୍ଗତ ଭାବନ୍ଧ…

ନାର୍କୋ ଟେଷ୍ଟରେ କ’ଣ ପଚାରିବ ପୋଲିସ୍: କେଉଁ କେଉଁ ପ୍ରଶ୍ନର ସାମ୍ନା କରିବ ଅଫତାବ?

କନକ ବ୍ୟୁରୋ: ଦିଲ୍ଲୀ ଶ୍ରଦ୍ଧା ହତ୍ୟା ମାମଲାରେ ଅଭିଯୁକ୍ତ ଅଫତାବ ପୁନାୱାଲା ବାରମ୍ବାର କଥା ବଦଳାଉଥିବାରୁ ତାର କଥା ଉପରେ ତଦନ୍ତକାରୀ ଦଳ ଭରସା କରି ପାରୁ ନାହିଁ । ଫଳରେ ସତ ସାମ୍ନାକୁ ଆଣିବାକୁ ନାର୍କୋ ଟେଷ୍ଟ କରାଯିବ । । ଏଥିପାଇଁ ଦିଲ୍ଲୀ ପୋଲିସ୍ କୋର୍ଟଙ୍କ ପାଖରୁ ଅନୁମତି…

ଧୂପକାଠି ପ୍ରସ୍ତୁତ କରି ସ୍ୱାବଲମ୍ବୀ ହେଉଛନ୍ତି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା, ନିଜେ ରୋଜଗାରକ୍ଷମ ହେବା ସହ ଅନ୍ୟକୁ…

କନକ ବ୍ୟୁରୋ : ମାଲକାନଗିରି ଏମଭି-୩୯ ଗାଁର ଏସଏଚଜି ମହିଳାମାନେ ଧୂପକାଠି ପ୍ରସ୍ତୁତ କରି ସ୍ୱାବଲମ୍ବୀ ହୋଇଛନ୍ତି । ଓଡ଼ିଶା ଜୀବିକା ମିଶନ ସହାୟତାରେ ବ୍ୟାଙ୍କରୁ ରୁଣ ଆଣି ଆରମ୍ଭ କରିଛନ୍ତି ଧୂପକାଠି ବ୍ୟବସାୟ । ଧୂପକାଠି ତିଆରି ମେସିନ୍, ବାଉଁଶ କାଠି, ପ୍ରିମିକ୍ସ ପାଉଡ଼ର ଓ ବିଭିନ୍ନ ଅତର…

ସପିଙ୍ଗ୍ ମଲର ଜମାନା ଭିତରେ କମିନି ହାଟ ବଜାରର ପରମ୍ପରା, ବ୍ରହ୍ମପୁର ସହରର ମାସିକିଆ ବଜାରରେ ସପିଂ କରୁଛନ୍ତି ନିମ୍ନ…

କନକ ବ୍ୟୁରୋ :  ଦକ୍ଷିଣ ଓଡିଶାର ବ୍ୟବସାୟୀକ କେନ୍ଦ୍ର କୁହାଯାଉଥିବା ବ୍ରହ୍ମପୁର ସହରରେ ପ୍ରତିମାସର ଶେଷ ରବିବାର ସଂଧ୍ୟାରେ ଜମୁଛି ମାସିକିଆ ହାଟ । ପୁରୁଣା ବସ୍ଷ୍ଟାଣ୍ଡ ଠାରୁ କିିଛି ରାସ୍ତା ଯିବା ପରେ ପଡେ ଅନ୍ନପୂର୍ଣ୍ଣା ମାର୍କେଟ୍ । ଆଉ ଏହିଠାରୁ ଆରମ୍ଭ ହୋଇଥାଏ ହାଟ । ମହିଳାଙ୍କ…

ଚାଷ ଦେଇଛି ରୋଜଗାର, ଖଣି ଅଞ୍ଚଳରେ ପରିବା ଚାଷ କରି ମାସକୁ ଲକ୍ଷାଧିକ ଟଙ୍କା କରୁଛନ୍ତି ଲାଭ

କନକ ବ୍ୟୁରୋ : ଖଣି ଅଂଚଳର କ୍ଷେତରେ ହସୁଛି ସୁନା ଫସଲ । ଧାଡ଼ି ପ୍ରଣାଳୀରେ ବାଇଗଣ, ବିଲାତି, କୋବି, ବିନ୍ସ ଚାଷ କରି ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ସଫଳ ଚାଷୀ ଗଙ୍ଗାମୁଣ୍ଡା । ଖଣି ଅଂଚଳ ଭାବେ ଜଣାଶୁଣା ଯୋଡା ପୌରାଂଚଳର ୬ନମ୍ବର ୱାର୍ଡର ବାସିନ୍ଦା ଗଙ୍ଗାମୁଣ୍ଡା । ଖଣି…

ପୁରୁଷ ନୁହେଁ ଏଠି ମହିଳାମାନେ କରୁଛନ୍ତି ପରିବା ଚାଷ, ଜୈବିକ ସାର ବ୍ୟବହାର କରି ହେଉଛନ୍ତି ଲାଭବାନ

କନକ ବ୍ୟୁରୋ : କଥାରେ ଅଛି ଚାଷ କାମ ଯାହାର କି ଆନନ୍ଦ ତାହାର । ଆଉ ଏହି ଚାଷ କାମରେ କେବଳ ପୁରୁଷମାନେ ଯେ ସଫଳ ହୋଇପାରିବେ ତା’ ନୁହେଁ । ମହିଳା ମାନେ ବି ଚାଷ କାମ କରି ସଫଳତା ହାସଲ କରିପାରିବେ । ଯାହା ପ୍ରମାଣିତ କରିଛନ୍ତି ଡେଙ୍କାନାଳ କଙ୍କଡାହାଡ଼ ବ୍ଲକ ସାହାଲା ଗାଁର ମହିଳା । ପନିପରିବା…