Monthly Archives

November 2022

ବାଲେଶ୍ୱର ସୋମନାଥପୁର ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଅଭାବନୀୟ ଚିତ୍ର । ପ୍ରଧାନଶିକ୍ଷକ ସ୍କୁଲକୁ ମଦ ପିଇକି ଆସୁଥିବା…

କନକ ବ୍ୟୁରୋ: ଶିକ୍ଷାକ୍ଷେତ୍ରରେ ଉନ୍ନତି ପାଇଁ ସରକାର ଅନେକ ଯୋଜନା କରୁଛନ୍ତି । ୫-ଟିରେ ସ୍କୁଲର ରୂପାନ୍ତରୀକରଣ କରି ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ବାଲେଶ୍ୱର ସିମୁଳିଆ ବ୍ଲକରେ ଥିବା ସୋମନାଥପୁର ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଅଭାନୀୟ ଚିତ୍ର ଦେଖିବାକୁ ମିଳିଛି ।…

କାତାର ଗଲା ବଲାଙ୍ଗୀର ଅଣ୍ଡା । ଫିଫା ବିଶ୍ୱକପ୍ ଚାଲିଥିବାରୁ ବଢିଛି ଅଣ୍ଡାର ବ୍ୟବହାର ।

କନକ ବ୍ୟୁରୋ: କାତାର ଗଲା ବଲାଙ୍ଗୀର ଅଣ୍ଡା । ସେଠାରେ ଫିଫା ୱାଲର୍ଡ଼ କପ୍ ଚାଲିଥିବାରୁ ଏହାର ବ୍ୟବହାର ବଢିଥିବା କୁହାଯାଉଛି । ତେଣୁ ବଲାଙ୍ଗୀରରୁ କତାର ରପ୍ତାନୀ ହୋଇଛି ଅଣ୍ଡା । ବଲାଙ୍ଗୀର ସଦର ମହକୁମା ଠାରୁ ଅଳ୍ପ ଦୂରରେ ଥିବା ଅଭୋ ଫାର୍ମରୁ ଏକ ସ୍ୱତନ୍ତ୍ର କଂଟେନରରେ ଏହି ଅଣ୍ଡା…

ରାଜଧାନୀ ରାଜରାସ୍ତାରେ ଶିକ୍ଷକ, ଗଛତଳେ ଛାତ୍ରଛାତ୍ରୀ । ଷଷ୍ଠରୁ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ପାଠ ପଢାଉଛନ୍ତି…

କନକ ବ୍ୟୁରୋ: ରାଜଧାନୀ ରାଜରାସ୍ତାରେ ଶିକ୍ଷକ । ଗଛ ତଳେ ଛାତ୍ରଛାତ୍ରୀ । ଏଭଳି ଘଟଣା ଦେଖିବାକୁ ମିଳିଛି ସୋର ବ୍ଳକ ଅନ୍ତର୍ଗତ ଶିଙ୍ଗାଖୁଣ୍ଟା ପଞ୍ଚାୟତ ମହେନ୍ଦ୍ରନାଥ ଉ.ପ୍ରା ବିଦ୍ୟାଳୟରେ । ୩ଦଫା ଦାବି ନେଇ ରାଜଧାନୀରେ ଶିକ୍ଷକ ଆନ୍ଦୋଳନ ଚାଲିଥିବା ବେଳେ ଏହାର ପ୍ରଭାବରେ ଶିକ୍ଷାଦାନ…

ଆଫଗାନିସ୍ତାନରେ ପୁଣି ଆତଙ୍କୀ ଆକ୍ରମଣ, ବିସ୍ଫୋରଣରେ ୧୫ ମୃତ ଅନେକ ଆହତ

କନକ ବ୍ୟୁରୋ : ଆଫଗାନିସ୍ତାନର ସମାଙ୍ଗନ ଠାରେ ଥିବା ଏକ ଧାର୍ମିକ ସ୍କୁଲ ଉପରେ ବୁଧବାରଦିନ ଆତଙ୍କବାଦୀ ଆକ୍ରମଣ କରିଛନ୍ତି । ଆତଙ୍କବାଦୀଙ୍କ ବୋମା ବିସ୍ଫୋରଣରେ ୧୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଆହତ ହୋଇଥିବା ସୂଚନା ମିଳିଛି । ଆହତମାନଙ୍କୁ ତୁରନ୍ତ ମେଡିକାଲକୁ ପଠାଇ ଦିଆଯାଇଛି…

‘ଦିପାବଳୀରେ ସୁନାର ବର୍ଷା’ କଣ୍ଟେଷ୍ଟରେ ବିଜେତା ହେଲେ ଚପଳା ସ୍ୱାଇଁ

କନକ ବ୍ୟୁରୋ : ଲୋକପ୍ରିୟ ଓଡ଼ିଆ ଚ୍ୟାନେଲ ଜୀ-ସାର୍ଥକ ପକ୍ଷରୁ ଦୀପାବଳୀ ଅବସରରେ ଆୟୋଜିତ 'ଦୀପାବଳୀରେ ସୁନାର ବର୍ଷା' ପ୍ରତିଯୋଗିତାର ବିଜେତାମାନଙ୍କୁ ସ୍ଥାନୀୟ ଜୀ-ସାର୍ଥକର କର୍ପୋରେଟ ଅଫିସ ପରିସରରେ ଆୟୋଜିତ ଏକ ଭବ୍ୟ ସମାରୋହରେ ପୁରସ୍କୃତ କରାଯାଇଛି। ଏହି କାର୍ଯ୍ୟକ୍ରମରେ ସମୁଦାୟ ୩୧…

ଆନ୍ଦୋଳନରତ ଶିକ୍ଷକନେତାଙ୍କ ସହ ସରକାର କଲେ ବୈଠକ, ଡିସେମ୍ବର ୧୬ ରୁ ୨୦ ମଧ୍ୟରେ ଶିକ୍ଷକଙ୍କ ଦାବି ଉପରେ ହେବ ଆଲୋଚନା

କନକ ବ୍ୟୁରୋ : ବିଧାନସଭା ଆଗରେ ଆନ୍ଦୋଳନରତ ଶିକ୍ଷକଙ୍କ ପାଇଁ ଭଲ ଖବର ଆସିପାରେ । ଦୀର୍ଘ ୪ ଦିନ ହେବ ଆନ୍ଦୋଳନରେ ବସିଥିବା ଶିକ୍ଷକ ସଂଘମାନଙ୍କ ସହ ଆଜି ସରକାରୀ ସ୍ତରରେ ଆଲୋଚନା ହୋଇଛି । ଏହି ଆଲୋଚନାରେ ହୋଇଥିବା ନିଷ୍ପତ୍ତି ମୁତାବକ ମୁଖ୍ୟ ଶାସନ ସଚିବଙକ ନେତୃତ୍ୱରେ ଏକ କମିଟି ଗଠନ…