Daily Archives

November 18, 2022

ଭାରତୀୟ କ୍ରିକେଟ ସିଲେକସନ କମିଟି ବିଦା। ନୂଆ ଚୟନକର୍ତ୍ତା ପାଇଁ ଆବେଦନ ଆହ୍ୱାନ କଲା ବିସିସିଆଇ।

କନକ ବ୍ୟୁରୋ: ଭାରତୀୟ କ୍ରିକେଟ ଦଳର ଚୟନକର୍ତ୍ତାଙ୍କୁ ବରଖାସ୍ତ କରାଯାଇଛି । ବିସିସିଆଇ ବିଶ୍ୱକପର ବିଫଳତା ପରେ ପୂରା ଟିମକୁ ବରଖାସ୍ତ କରାଯାଇଛି । ଚେତନଶର୍ମାଙ୍କ ନେତୃତ୍ୱାଧୀନ ପୂରା ଟିମକୁ ହଟାଯାଇଥିବା ନେଇ ବିସିସିଆଇ ପକ୍ଷରୁ ସୂଚନା ଦିଆଯାଇଛି । ନୂଆ ଚୟନକର୍ତ୍ତା ପାଇଁ ଆବେଦନପତ୍ର…

ମହାକାଶକୁ ଗଲା ଭାରତର ପ୍ରଥମ ଘରୋଇ ରକେଟ୍। ଶ୍ରୀହରିକୋଟାରୁ ଇସ୍ରୋ ପଠାଇଲା ବିକ୍ରମ୍-ଏସ୍।

କନକ ବ୍ୟୁରୋ: ମହାକାଶ ଗବେଷଣାରେ ଘରୋଇ ଯୋଗଦାନର ଆରମ୍ଭ ହେଲା ନୂଆ ଯୁଗ  । ଶ୍ରୀହରିକୋଟାରୁ ଦେଶର ପ୍ରଥମ ଘରୋଇ ରକେଟ ବିକ୍ରମ-ଏସ୍ର ଉତକ୍ଷେପଣ ହୋଇଛି । ଆନ୍ଧ୍ରପ୍ରଦେଶର ସତିଶ ଧବନ ସ୍ପେସ ସେଣ୍ଟରରୁ ଏହି ରକେଟକୁ ଉତକ୍ଷେପଣ କରାଯାଇଛି । ଦିନ ସାଢ଼େ ୧୧ଟା ସମୟରେ ଲଞ୍ଚହୋଇଛି ବିକ୍ରମ-ଏସ୍…

ରାଜୀବ ଗାନ୍ଧୀଙ୍କ ହତ୍ୟାକାରୀଙ୍କୁ ଜେଲରୁ ଖଲାସ ପ୍ରସଙ୍ଗ। ସୁପ୍ରିମକୋର୍ଟରେ ପିଟିସନ ଦାଖଲ କଲେ କେନ୍ଦ୍ରସରକାର।

କନକ ବ୍ୟୁରୋ: ପୂର୍ବତନ ପ୍ରଧାନମନ୍ତ୍ରୀ ଦିବଙ୍ଗତ ରାଜୀବ ଗାନ୍ଧୀଙ୍କ ସମସ୍ତ ୬ ହତ୍ୟାକାରୀଙ୍କୁ ଜେଲରୁ ଖଲାସ ପ୍ରସଙ୍ଗରେ ବଡ ପଦକ୍ଷେପ ନେଇଛନ୍ତି ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟଙ୍କ ନିଷ୍ପତିରେ ଆପତ୍ତିପ୍ରକାଶ କରି କେନ୍ଦ୍ର ସରକାର ମାମଲାର ପୁନଃ ବିଚାର ପାଇଁ ରିଭ୍ୟୁ ପିଟିସନ ଦାଖଲ…

ଶ୍ରଦ୍ଧାଙ୍କୁ ଆଫତାବ ଦେଉଥିଲେ ଶାରିରୀକ,ମାନସିକ ନିର୍ଯ୍ୟାତନା। ସାମ୍ନାକୁ ଆସିଲା ଶ୍ରଦ୍ଧାଙ୍କୁ ମାଡ଼ମରା ଫଟୋ।

କନକ ନ୍ୟୁଜ: ସାମ୍ନାକୁ ଆସିଲା ଶ୍ରଦ୍ଧାଙ୍କୁ ମାଡ଼ମରା ଫଟୋ । ଏଇ ଫଟୋରୁ ଅନୁମାନ କରିହେଉଥିଲା ଯେ ଆଫତାବ କେବଳ ଶ୍ରଦ୍ଧାଙ୍କୁ ମାନସିକ ନିର୍ଯ୍ୟାତନା ଦେଉନଥିଲା ବଂର ତାଙ୍କୁ ପ୍ରବଳ ମାଡପିଟ ମଧ୍ୟ କରୁଥିଲା । ସାମ୍ନାକୁ ଆସିଛି ଶ୍ରଦ୍ଧାଙ୍କ ଏହି ନୂଆ ଫଟୋ । ଯେଉଁଥିରେ ସ୍ପଷ୍ଟଭାବେ ଦେଖିବାକୁ…

ଅଧାରେ ଅଟକିଲା ଶ୍ରୀମନ୍ଦିରର ଇ-ହୁଣ୍ଡି ଉଦଘାଟନ। ଶେଷ ମୁହୂର୍ତ୍ତରେ କାର୍ଯ୍ୟକ୍ରମ ବାତିଲ।

କନକ ବ୍ୟୁରୋ: ଅଧାରେ ଅଟକିଗଲା ଶ୍ରୀମନ୍ଦିରର ଇ-ହୁଣ୍ଡି ଉଦଘାଟନ । ଶ୍ରୀମନ୍ଦିର ସୂଚନାକେନ୍ଦ୍ର ନିକଟରେ ଏହାକୁ ଉଦଘାଟନ କରିଥିଲେ ଜିଲ୍ଳାପାଳ । ହେଲେ ଅନ୍ତିମ ମୁହୁର୍ତରେ ଏହି କାର୍ଯ୍ୟକ୍ରମକୁ ବାତିଲ୍ ହୋଇଗଲା । ଅନୁରୂପ ଭାବରେ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରରେ ବି ଗତ ୧୬ ତାରିଖରେ…

ଓଡ଼ିଶାରେ ଦିଲ୍ଲୀ ଷ୍ଟାଇଲରେ ହତ୍ୟାକାଣ୍ଡ! ଲିଭ-ଇନ୍ ରିଲେସନ ପାଇଁ ଗଡ଼ିଲା ମୁଣ୍ଡ।

କନକ ବ୍ୟୁରୋ: ଦିଲ୍ଲୀରେ ଶ୍ରଦ୍ଧା ହତ୍ୟାକାଣ୍ଡ ସାରା ଦେଶରେ ହଇଚଇ ଖେଳାଇ ଦେଇଥିବା ବେଳେ ଓଡ଼ିଶାରେ ସମାନ କାରଣ ପାଇଁ ଘଟିଛି ଏକ ଜଘନ୍ୟ ହତ୍ୟାକାଣ୍ଡ । ଲିଭ୍-ଇନ୍ ରିଲେସନସିପ୍ ପାଇଁ ଜଣେ ଯୁବକଙ୍କୁ କରାଯାଇଛି ନିର୍ମମ ହତ୍ୟା । ଅଭିଯୋଗ ହେଉଛି ଯେ, ବାଲେଶ୍ୱରରେ ଜଣେ ଯୁବକଙ୍କୁ ପରକୀୟା…