Daily Archives

November 25, 2022

ନକ୍ସଲଙ୍କ ନଜରରେ ଅଛି କି ପଦ୍ମପୁର ଉପନିର୍ବାଚନ? ମାଓ ଅଧ୍ୟୁଷିତ ଅଂଚଳରେ ସ୍ଥିତି ପରଖିଲା କନକ ନ୍ୟୁଜ୍ ଟିମ୍

କନକ ବ୍ୟୁରୋ: ପଦ୍ମପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପାଇକମାଳର ବୁଖୁରାମୁଣ୍ଡା ଗାଁ । ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଥିବା ଏହି ଅଂଚଳରେ ମାଓବାଦୀଙ୍କ ପ୍ରଭାବ ରହିଛି । ଏଠାରେ ସମସ୍ୟା ତ ଅନେକ ରହିଛି, କିନ୍ତୁ ମୁହଁ ଖୋଲିବାକୁ ନାରାଜ ସ୍ଥାନୀୟ ବାସିନ୍ଦା । ମାଓବାଦୀ ଭୟ ଭିତରେ ଭୋଟ…

ଚାଷୀ ପ୍ରସଙ୍ଗରେ ଫେରାଦ ହେବାକୁ ରାଜଭବନରେ ବିଜେଡି ବିଧାୟକ: ଏମଏସପିକୁ ନେଇ ରାଜ୍ୟପାଳଙ୍କୁ ଦାବିପତ୍ର

କନକ ବ୍ୟୁରୋ: ଗୃହ କାର୍ଯ୍ୟ ଆରମ୍ଭ ହେଉ ହେଉ ଚାଷୀ ପ୍ରସଙ୍ଗରେ ମଧ୍ୟଭାଗକୁ ଆସି ହୋହାଲା କରିଥିଲେ ପ୍ରାୟ ସବୁ ଦଳର ବିଧାୟକ । ଏମଏସପି ଦର ବୃଦ୍ଧି ଦାବିରେ ଶାସକ ଦଳର ବିଧାୟକମାନେ ହୋହାଲା କରିଥିବାବେଳେ ବିଜେପି ଓ କଂଗ୍ରେସ ସଦସ୍ୟମାନେ ଫସଲ ବୀମା, ଇନପୁଟ ସବସିଡି ପ୍ରସଂଗ ଉଠାଇ ନାରାବାଜି…

ବେସରକାରୀ ଚାକିରି ସରକାରୀ ଦଲାଲ: ମାଲକାନଗିରିରେ ଛୋଟ ଚାକିରି ପାଇଁ ବଡ଼ ନୋଟ କାରବାର 

କନକ ବ୍ୟୁରୋ: ବେସରକାରୀ ଚାକିରି ସରକାରୀ ଦଲାଲ । ଛୋଟ ଚାକିରି ପାଇଁ ବଡ ନୋଟ କାରବାର ହୋଉ ଥିବା ନେଇ କନକ ନ୍ୟୁଜ ରେ ଆମେ ମହାଖୁଲାସା କରି ଥିଲୁ । ଗତ ୯ ତାରିଖରେ ଆମେ ବେସରକାରୀ ଚାକିରି ସରାକାରୀ ଦଲାଲ କାର୍ଜ୍ୟକ୍ରମ ମାଧ୍ୟମରେ କିଛି ସରକାରୀ କର୍ମଚାରୀଙ୍କ ମୁଖା ଖୋଲି ଥିଲୁ । ତେବେ ଆଜି…

ଫାଙ୍କା ପଡ଼ିଛି ବିଧାନସଭା: ପଦ୍ମପୁର ନିର୍ବାଚନ ପାଇଁ ଡେରା ପକାଇଛନ୍ତି ୧୩ ମନ୍ତ୍ରୀ

କନକ ବ୍ୟୁରୋ: ରାଜନୀତିରେ ନେତାଙ୍କ ବେଳେବେଳେ ଏଭଳି ଯୁକ୍ତି ଆସେ, ଯାହା ଶୁଣିବା ପରେ ସାଧାରଣ ଲୋକ ନ୍ଦ୍ୱନ୍ଦରେ ପଡ଼ିବା ସ୍ୱାଭାବିକ । ଠିକ୍ ସେମିତି ଏକ ବୟାନ ରଖିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । ବିଧାନସଭା ଚାଲିଛି, ଶୀତ ଅଧିବେଶନ ପାଇଁ ବିଧାୟକ ଓ ମନ୍ତ୍ରୀଙ୍କ ଖୋଜା ପଡ଼ୁଛି । କିନ୍ତୁ…

କ୍ୟୁବା ରାଷ୍ଟ୍ରନେତାଙ୍କ ସହ ବୈଠକ ସମୟରେ ଦେଖିବାକୁ ମିଳିଲା ପୁଟିନଙ୍କ ଫୁଲା ମୁହଁ ସହ ଥରୁଥିବା ହାତ । ରୁଷ…

କନକ ବ୍ୟୁରୋ : ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ବହୁବାର ବହୁ ଖବର ସାମ୍ନାକୁ ଆସିଥାଏ । ପୁଣି ସେହିପରି ଆଉ ଏକ ଖବର ଏବେ ନଜରକୁ ଆସିଛି ।  ମସ୍କୋରେ ଏକ ବୈଠକରେ କ୍ୟୁବା ରାଷ୍ଟ୍ରପତି ଡିଆଜ କେନେଲଙ୍କ ସହ ପୁଟିନଙ୍କ ସାକ୍ଷାତ ସମୟରେ ପୁଟିନଙ୍କ…

ବିନା ଅନୁମତିରେ ଅମିତାଭ ବଚ୍ଚନଙ୍କ ନାମ , କଣ୍ଠସ୍ୱର ଓ ଫଟୋ ବ୍ୟବହାର କଲେ ହେବ କାର୍ଯ୍ୟାନୁଷ୍ଠାନ । ବ୍ୟବହାର ହୋଇଥିବା…

କନକ ବ୍ୟୁରୋ : ଏଣିକି ବିନା ଅମିତାଭ ବଚ୍ଚନଙ୍କ ଅନୁମତିରେ ତାଙ୍କ ନାମ, ସ୍ୱର ଓ ଫଟୋକୁ ବ୍ୟବହାର କରାଯାଇ ପାରିବ ନାହିଁ । ଅମିତାଭ ବଚ୍ଚନଙ୍କ ନାମ, ଫଟୋ ଏବଂ ତାଙ୍କ ସ୍ୱରକୁ ବ୍ୟବହାର କରିବାକୁ ହେଲେ ପ୍ରଥମେ ତାଙ୍କ ଅନୁମତି ନେବାକୁ ପଡିବ । ଅମିତାଭଙ୍କ ବିନା ଅନୁମତିରେ ତାଙ୍କର ନାମ,…