Daily Archives

November 3, 2022

ସ୍କୁଲକୁ ଆସି କାନ୍ଦିଲେ ଶେଷ କିଷାନ୍ । ବିଦେଶରୁ ଉଚ୍ଚଶିକ୍ଷା ନେଇ ଫେରିବା ପରେ ମଣିଷ ଗଢ଼ୁଛନ୍ତି ସମ୍ବଲପୁରର ଯୁବ…

କନକ ବ୍ୟୁରୋ: ସମ୍ବଲପୁରର ଶେଷଦେବ କିଷାନଙ୍କ କାହାଣୀ ଯେତେବେଳେ ମୁଖ୍ୟମନ୍ତ୍ରୀ ଶୁଣିଥିଲେ ତାଙ୍କ ଆଖି ଛଳଛଳ ହୋଇଉଠିଥିଲା । ଦାରିଦ୍ରର ଦୁଃଖକୁ ଅତିକ୍ରମ କରି ଆଜି ସେ ବୈଜ୍ଞାନିକ । ତେବେ ଶେଷଦେବ ଯେତେବେଳେ ନିଜ ଗାଁରେ ପହଞ୍ଚିଥିଲେ, ସେଇ ସ୍କୁଲକୁ ଯାଇଥିଲେ ଯେଉଁଠି ତାଙ୍କର ମୁଳଦୂଆ…

ଜଙ୍ଗଲରେ ୧୨ ଘଣ୍ଟା ବନ୍ଧକ ରଖିଲେ ପ୍ରତିଦ୍ୱନ୍ଦ୍ୱୀ! ସମବାୟ ନିର୍ବାଚନରେ ଲଢ଼ିବା ପଡିଲା ମହଙ୍ଗା ।

କନକ ବ୍ୟୁରୋ: ଜଙ୍ଗଲରେ ୧୨ ଘଣ୍ଟା ବନ୍ଧକ ରଖିଲେ ପ୍ରତିଦ୍ୱନ୍ଦ୍ୱୀ । ସମବାୟ ନିର୍ବାଚନରେ ଲଢ଼ିବା ପଡିଲା ମହଙ୍ଗା । ମାଲକାନଗିରିରୁ ଆସିଛି ଏମିତି ଏକ ଅଭିଯୋଗ । କୋରାପୁଟ ସମବାୟ ବ୍ୟାଙ୍କର ୮ ନଂ ଜୋନରେ ନିର୍ଦ୍ଦେଶକ ପଦବୀ ପାଇଁ ପ୍ରତିଦ୍ୱନ୍ଦିତା କରିଥିବା ମାଲକାନଗିରି ନାୟଗୁଡା ଗାଁର ହଳଦଧର…

ସହରକୁ ଆସି ଫସିଗଲା ଜଙ୍ଗଲୀ ହାତୀ । ଦନ୍ତା ହାତୀକୁ ୨ ଶହ କିଲୋମଟିର ବୁଲାଇବା ପରେ ଅଣାଗଲା ଚନ୍ଦକା ।  

କନକ ବ୍ୟୁରୋ: ରାଜଧାନୀରେ ବାଟବଣା ହୋଇଥିବା ଦନ୍ତା ହାତୀକୁ ଦିନ ସାରା ବୁଲାଇ ବୁଲାଇ ଶେଷରେ ଚନ୍ଦକାରେ ଅସ୍ଥାୟୀ ଭାବେ ରଖାଯାଇଛି । ବନ ବିଭାଗ କର୍ମଚାରୀଙ୍କ ତତ୍ୱବଧାନରେ ରହିଛି ଦନ୍ତା । ଗତକାଲି ବାଟବଣା ହୋଇ ରାଜଧାନୀକୁ ପଶିଆସିଥିଲା ଦନ୍ତା ହାତୀଟି । ଭୁବନେଶ୍ୱର ପାତ୍ରପଡାରୁ ହାତୀକୁ…

ଚର୍ଚ୍ଚାରେ ଟ୍ୱିଟରର ନୂଆ ମାଲିକ ଏଲନ ମସ୍କଙ୍କ ନୂଆ ନିୟମ । କମ୍ପାନୀରୁ ହଟିପାରନ୍ତି ୫୦ପ୍ରତିଶତ କର୍ମଚାରୀ

କନକ ବ୍ୟୁରୋ : ଏଲନ ମସ୍କ ଟୁଇଟରର ମାଲିକ ହେବା ପରେ ନିୟମିତ ଭାବେ ସବୁଠୁ ଲୋକପ୍ରିୟ ସୋସିଆଲ ମିଡିଆ ପ୍ଲାଟଫମରେ କିଛି ନା କିଛି ପରିବର୍ତନ କରିବାରେ ଲାଗିଛନ୍ତି । ଏହାରି ଭିତରେ ମସ୍କ ଟୁଇଟରର ଅଧା କର୍ମଚାରୀଙ୍କୁ ଚାକିରରୁ ନିଲମ୍ବିତ କରିବାକୁ ଚାହୁଁଥିବା ନେଇ ଖବର ସାମ୍ନାକୁ ଆସିଛି ।…

ସୁଧୁରୁନି ଉତରକୋରିଆ, ଲଗାତାର କରୁଛି ବାଲେଷ୍ଟିକ ମିସାଇଲ ପରୀକ୍ଷଣ । ସ୍ଥିତିକୁ ଦେଖି ଜାପାନରେ ହାଇ-ହାର୍ଲଟ ଜାରି

କନକ ବ୍ୟୁରୋ : ଜାପାନରେ ହାଇଆର୍ଲଟ । ଉତରକୋରିଆ ବାଲେଷ୍ଟିକ ମିସାଇଲ ପରୀକ୍ଷଣ କରୁଥିବାରୁ ପୂରା ଦେଶକୁ ଆଲର୍ଟରେ ରଖିଛନ୍ତି ଜାପାନ ସରକାର । ଏମରଜେନ୍ସି ଆଲର୍ଟ ଜାରି କରି ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ତରୁନ୍ତ ଯିବା ପାଇଁ କୁହାଯାଇଛି । ଘଟଣାକୁ ନେଇ କଡ଼ା ପ୍ରତିକ୍ରିୟା ରଖିଛି ଜାପାନ ।…

ଭାରତରେ ସରକାରୀ ସ୍କୁଲ ଉପରେ କମୁଛି ଭରସା । ଅଭିଭାବକଙ୍କ ପସନ୍ଦ ପାଲଟିଛି ଘରୋଇ ସ୍କୁଲ ।

କନକ ବ୍ୟୁରୋ: ଦେଶରେ ସରକାରୀ ସ୍କୁଲ ଉପରେ ଭରସା କମୁଛି । ୟୁନେସ୍କୋ ପକ୍ଷରୁ ପ୍ରକାଶ ପାଇଥିବା ଗ୍ଲୋବାଲ୍ ଏଜୁକେସନ୍ ମନିଟରିଂ ରିପୋର୍ଟରେ ଏହା ଦର୍ଶାଯାଇଛି । ରିପୋର୍ଟ ଅନୁସାରେ, ୨୦୧୪ରୁ ଖୋଲିଥିବା ୯୬ ହଜାର ସ୍କୁଲରୁ ୬୭ ହଜାର ହେଉଛି ଘରୋଇ ସ୍କୁଲ ସରକାରୀ ସ୍କୁଲର ମାନ ହ୍ରାସ ଏବଂ…