Daily Archives

November 28, 2022

ଭିସାଜ ୟୁନିସେକ୍ସ ସେଲୁନ୍ , ଉପଲବ୍ଧ ରହିଛି ହେୟାର ଏକ୍ସଟେନସନ, ହାଇଡ୍ରା ଫେସିଆଲ ଭଳି ସେବା।

କନକ ବ୍ୟୁରୋ: ସୌନ୍ଦର୍ଯ୍ୟ, ରୂପସଜ୍ଜା ଜଣେ ନାରୀ କିମ୍ବା ପୁରୁଷକୁ ଅଧିକ ସୁନ୍ଦର କରାଏ । ଆଜିକାଲି ତ ସମସ୍ତେ ଅନ୍ୟମାନଙ୍କ ଠାରୁ ଟିକେ ସୁନ୍ଦର ଦେଖାଯିବା ପାଇଁ ଅନେକ କିଛି କରୁଛନ୍ତି । ସମସ୍ତେ ଏଥିପାଇଁ ବେସ ସଚେତନ ମଧ୍ୟ । ତେବେ ଭୁବନେଶ୍ୱର ବରମୁଣ୍ଡାରେ ଥିବା ଭିସାଜ ୟୁନିସେକ୍ସ ସେଲନ…

ରାଜ୍ୟପାଳ ଭଗତ କୋଶିଆରୀ ଇସ୍ତଫା ନଦେଲେ ମହାରାଷ୍ଟ୍ର ବନ୍ଦ ପାଇଁ ଚେତାବନୀ। ପାର୍ସଲ କହି ପରୋକ୍ଷରେ ଟାର୍ଗେଟ କଲେ…

କନକ ବ୍ୟୁରୋ: ଦୁଇ ଦିନ ଭିତରେ ରାଜ୍ୟପାଳ ଭଗତ କୋଶିଆରୀ ଇସ୍ତଫା ନଦେଲେ ମହାରାଷ୍ଟ୍ର ବନ୍ଦ ହେବ । ଏଭଳି ଚେତାବନୀ ଦେଇଛନ୍ତି ଉଦ୍ଧବ ଠାକରେ ନେତୃତ୍ୱାଧୀନ ଶିବସେନା । ଦଳର ସୁପ୍ରିମୋ ଉଦ୍ଧବ ଠାକରେ ଏଭଳି ଚେତାବାନୀ ଦେଇଛନ୍ତି । ରାଜ୍ୟପାଳଙ୍କ ନା ବଦଳରେ ପାର୍ସଲ କହି ବନ୍ଦ ଡାକରା ଦେଇଛନ୍ତି…

ଭାରତରେ ବିକ୍ରି ହେଉନି ଦାମୀ କାର। ଏସଆଇପିରେ ନିବେଶ କରୁଛନ୍ତି ଲୋକେ।

କନକ ବ୍ୟୁରୋ : ଦେଶରେ ଲଗଜୁରୀ କାରା ବା ଦାମୀ କାର ବିକ୍ରି ହେଉନି । ଏହା କହିଛି ମର୍ସିଡିଜ୍ ବେଞ୍ଜ । ଲୋକମାନେ ଏବେ ମ୍ୟୁଚୁଆଲ ଫଣ୍ଡରେ ସିଷ୍ଟମିକ୍ ଇନଭେଷ୍ଟମେଂଟ ପ୍ଲାନ ବା ଏସଆଇପିରେ ନିବେଶ କରୁଛନ୍ତି । ତେଣୁ ଦାମୀ କାର କିଣିବାକୁ ଅନେକ ଆଗ୍ରହ ଦେଖାଉ ନାହାନ୍ତି ବୋଲି ମର୍ସିଡିଜ୍ ବେଞ୍ଜ…

ଚରମ ସୀମାରେ କଂଗ୍ରେସ କଳି, ଗେହଲଟଙ୍କୁ ବିଶ୍ୱାସ କରିବେ କି ହାଇକମାଣ୍ଡ?

କନକ ବ୍ୟୁରୋ : ରାଜସ୍ଥାନ କଂଗ୍ରେସର ପ୍ରମୁଖ ନେତା ସଚିନ ପାଇଲଟଙ୍କୁ ଗଦ୍ଦାର କହିବା ପଡିପାରେ ମହଙ୍ଗା । ଅଶୋକ ଗେହଲଟ ନିକଟରେ ସଚିନ ପାଇଲଟଙ୍କୁ ନେଇ ଏପରି ଆକ୍ଷେପ କରିବା ପରେ ଦଳର ହାଇକମାଣ୍ଡ ଏବେ ଅସନ୍ତୁଷ୍ଟ । ମିଳିଥିବା ସୂଚନା ଅନୁସାରେ ଏବେ ଦଳର ଶୀର୍ଷ ନେତା ଗେହଲଟଙ୍କ ବିରୋଧରେ…

ବିଚାରପତି ନିଯୁକ୍ତି ନେଇ କେନ୍ଦ୍ରକୁ ତାଗିଦ କଲେ ସୁପ୍ରିମକୋର୍ଟ। କହିଲେ, କଲେଜିୟମ ବ୍ୟବସ୍ଥା ମାନିବାକୁ ବାଧ୍ୟ।

କନକ ବ୍ୟୁରୋ: କଲେଜିୟମ ହେଉଛି ଦେଶର ଆଇନ୍ । ଏହାକୁ ପାଳନ କରିବାକୁ ପଡିବ । ନହେଲେ ଖଣ୍ଡପୀଠ ଆବଶ୍ୟକ ନିର୍ଦ୍ଦେଶ ଦେବ । ବିଚାରପତି ନିଯୁକ୍ତି ପ୍ରକ୍ରିୟାକୁ ନେଇ କେନ୍ଦ୍ର ସରକାର ଏବଂ ସୁପ୍ରିମକୋର୍ଟଙ୍କ ମଧ୍ୟରେ ବିବାଦ ତେଜିଛି । ଏହି ସମୟରେ ଜଷ୍ଟିସ ସଞ୍ଜୟ କିଶନ କୌଲ ଏବଂ ଜଷ୍ଟିସ ଏଏସ…