Daily Archives

November 6, 2022

ବିଜୟ ପଛର ନାୟକ ସାଜିଲେ ‘ସୂର୍ଯ୍ୟ’ । ଟିମ୍ ଇଣ୍ଡିଆ ପାଇଁ ସୂର୍ଯ୍ୟକୁମାର, ବିଜେପି ପାଇଁ ସୂର୍ଯ୍ୟବଂଶୀ ।

କନକ ବ୍ୟୁରୋ: ରାଜନୀତି ଓ କ୍ରିକେଟ୍ । ଏ ଏମିତି ଦୁଇଟି ପ୍ରସଙ୍ଗ, ଯାହାକୁ ନେଇ ସବୁବେଳେ ଚର୍ଚ୍ଚା ହୋଇଥାଏ । ସଂଯୋଗକୁ ଆଜି ଓଡିଶାର ଗଣମାଧ୍ୟମରେ ଦୁଇଟି ଯାକ ବିଷୟ ଫୋକସରେ ଥିଲା । ଗୋଟିଏ ପଟେ ମେଲବର୍ଣ୍ଣରେ ଭାରତ-ଜିମ୍ବାୱେ ମୁକାବିଲା ଚାଲିଥିଲା, ଆଉ ଅନ୍ୟପଟେ ଆସିଥିଲା ଧାମନଗର ଉପ…

ବଡ଼ ଓଷାରେ ହେବ ବାବା ଧବଳେଶ୍ୱରଙ୍କ ବଡ଼ସିଂହାର ବେଶ: ମଧ୍ୟରାତ୍ରୀରେ ଲାଗି ହେବ ଗଜଭୋଗ

କନକ ବ୍ୟୁରୋ: ଆଜି ପବିତ୍ର ଧବଳେଶ୍ୱରଙ୍କ ପୀଠର ବଡ଼ଓଷା ପାଳିତ ହୋଇଛି । ବଡ଼ଓଷାରେ ବଡସିଂହାର ବେଶ ସହିତ ରାଜା ରାଜେଶ୍ୱରୀ ବେଶରେ ଶୋଭାପାଉଛନ୍ତି ବାବା । ଆଜି ମଧ୍ୟ ରାତ୍ରିର ଧବଳେଶ୍ୱରଙ୍କ ନିକଟରେ ଲାଗି ହେବ ଗଜଭୋଗ । ପ୍ରତ୍ୟେକ ପୂଜକ ପରିବାର ପକ୍ଷରୁ ଗଜଭୋଗ ପ୍ରସ୍ତୁତି କରାଯାଉଛି ।…

ଶେଷ ହେଲା ଧାମନଗର ଉପ ନିର୍ବାଚନ । ପଦ୍ମପୁର ପାଇଁ ପାଗ ଭିଡିଲେ ନେତା । ଏପଟେ ବରିହାଙ୍କ ପତ୍ନୀ ମାଗିଲେ ଟିକେଟ୍

କନକ ବ୍ୟୁରୋ: ପଦ୍ମପୁର ଉପ ନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ପରେ ରାଜନୈତିକ ହଲଚଲ ବଢିଯାଇଛି । କିଏ ଟିକେଟ ପାଇବ, ସେ ନେଇ ବିଜେଡି, ବିଜେପି ଓ କଂଗ୍ରେସ ଅଙ୍କକଷା ଆରମ୍ଭ କରିଦେଇଛନ୍ତି । ବିଜେଡି ପଶ୍ଚିମ ଓଡିଶାର ନେତାଙ୍କୁ ନେଇ ବୈଠକ କରିଛି ।  ସେପଟେ ପରଲୋକଗତ ବିଧାୟକ ବିଜୟ ରଂଜନ…

ବାଟବଣା ହୋଇଥିବା ଦନ୍ତାର ଗୋଡ଼ରୁ ଖୋଲିଲା ବେଡ଼ି: ଚନ୍ଦକା ଥଇଥାନ କେନ୍ଦ୍ର ପରିସରରେ ଛଡ଼ା ଯାଇ ରଖାଯାଇଛି ନଜର 

କନକ ବ୍ୟୁରୋ: ଡେଲାଙ୍ଗ, ପିପିଲିରୁ ଆରମ୍ଭ କରି ରାଜଧାନୀରେ ବାଟବଣା ହୋଇଥିବା ଦନ୍ତାହାତୀ ଗୋଡରୁ ଖୋଲିଦିଆଯାଇଛି ବେଡି । ହାତୀଟି ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ବୁଲିବା ପରେ  ବନବିଭାଗ ଟ୍ରାଙ୍କୁଲାଇଜ କରି  ଚନ୍ଦକା ଆଣିଥିଲା । ଆଉ ଚନ୍ଦକାରେ ଦନ୍ତାକୁ ବେଡି ପକାଇ କଡା ନଜରରେ ରଖାଯାଇଥିଲା…

ବର୍ଜ୍ୟବସ୍ତୁ ଦେଉଛି ରୋଜଗାର, ପ୍ରକ୍ରିୟାକରଣ ମାଧ୍ୟମରେ ପ୍ରସ୍ତୁତ ହେଉଛି ସାର

କନକ ବ୍ୟୁରୋ : ବିଶେଷକରି ଘରୁ ବାହାରୁଥିବା ବର୍ଜ୍ୟବସ୍ତୁ ଗୁଡ଼ିକୁ ସମସ୍ତେ ଫୋପାଡ଼ି ଦେଇଥାଆନ୍ତି । ହେଲେ ଏହି ଅଳିଆକୁ ଠିକ୍ ଭାବେ ଉପଯୋଗ କଲେ ଏହା ଲୋକଙ୍କ ପାଇଁ ରୋଜଗାରର ମାଧ୍ୟମ ହୋଇପାରିବ ଏହାକୁ ପ୍ରମାଣିତ କରିଛି ବଲାଙ୍ଗୀର ପୌରସଂସ୍ଥା । ପୌର ସଂସ୍ଥା ପକ୍ଷରୁ ଅଳିଆ ଅବର୍ଜନାରୁ କିଭଳି…