Daily Archives

November 11, 2022

ପ୍ରକାଶ ପାଇଲା ଓଜେଏସ୍ ରେଜଲ୍ଟ । ପ୍ରଥମ ତିନୋଟି ସ୍ଥାନରେ ୩ ଜଣ ଝିଅ, ଆଦ୍ୟାଶା ମିଶ୍ର ଟପ୍ପର 

କନକ ବ୍ୟୁରୋ: ଜଜ୍ ପରୀକ୍ଷାରେ ଆଗରେ ରହିଲେ ଝିଅ । ଓଡ଼ିଶା ଜୁଡିସିଆଲ୍ ସର୍ଭିସ-୨୦୨୧ ପରୀକ୍ଷା ଫଳ ପ୍ରକାଶ କରିଛି ଓପିଏସସି । ୫୦ ଜଣ କୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀଙ୍କ ତାଲିକା ପ୍ରକାଶ ପାଇଛି । ସେଥିମଧ୍ୟରେ ରହିଛନ୍ତି ୨୮ ଜଣ ମହିଳା । ଅଦ୍ୟାଶା ମିଶ୍ର ଟପ୍ପର ହୋଇଥିବା ବେଳେ ପ୍ରଥମ…

ସୁପ୍ରିମକୋର୍ଟରେ କେନ୍ଦ୍ର ସରକାରଙ୍କ ସତ୍ୟପାଠ । ଦଳିତ ଖ୍ରୀଷ୍ଟିଆନ ଓ ମୁସଲମାନଙ୍କୁ ମିଳିବନି ଅନୁସୂଚିତ ଜାତି…

କନକ ବ୍ୟୁରୋ: ଦଳିତ ଖ୍ରୀଷ୍ଟିଆନ ଓ ମୁସଲମାନଙ୍କୁ ମିଳିବନି ଅନୁସୂଚିତ ଜାତି ତାଲିକାରେ ସ୍ଥାନ । ଏନେଇ ସୁପ୍ରିମକୋର୍ଟରେ କେନ୍ଦ୍ର ସରକାରଙ୍କ ସତ୍ୟପାଠ ଦାଖଲ କରିଛନ୍ତି । ଏଥିରେ ଦର୍ଶାଯାଇଛି ଯେ, ଜାତି ଆଧାରରେ ଭେଦଭାବ ଖ୍ରୀଷ୍ଟିଆନ ଓ ମୁସଲମାନ ସମାଜରେ ନାହିଁ । ଏହି ଦୁଇ ଧର୍ମର ଦଳିତଙ୍କ…

ଗ୍ୟାସ ଟାଙ୍କି ଫାଟିବାରୁ ଅଙ୍ଗନୱାଡି କେନ୍ଦ୍ରରେ ଲାଗିଲା ନିଆଁ । ଅଳ୍ପକେ ବର୍ତ୍ତିଗଲେ ୨୦ ଛାତ୍ରଛାତ୍ରୀ

କନକ ବ୍ୟୁରୋ: ଅଙ୍ଗନବାଡ଼ି କେନ୍ଦ୍ରରେ ଲାଗିଲା ନିଆଁ । ମାହାଙ୍ଗା ଥାନା ଲଳିତଗିରି ଅଙ୍ଗନୱାଡି କେନ୍ଦ୍ରରେ ଅଗ୍ନିକାଣ୍ଡ ଘଟିଛି । ତେବେ ଗ୍ୟାସ ଟାଙ୍କି ଫାଟିବାରୁ ଅଙ୍ଗନୱାଡି କେନ୍ଦ୍ରରେ ନିଆଁ ଲାଗିଥିଲା । ଦୁର୍ଘଟଣାବେଳେ କେନ୍ଦ୍ରରେ ଶ୍ରେଣୀଗୃହରେ ପିଲା ପ୍ଧଙ୍ଖ ପଢୁଥିଲେ । ଆଉ ୨୦…

ପଦ୍ମପୁର କାର୍ଡ ଖୋଲିଲା ବିଜେପି । ପ୍ରଦୀପ ପୁରୋହିତ ବିଜେପି ପ୍ରାର୍ଥୀ ହେବା ଚୂଡ଼ାନ୍ତ । ସେପଟେ କାହାକୁ ଟିକେଟ ଦେବ…

କନକ ବ୍ୟୁରୋ: ଧାମନଗର ଉପନିର୍ବାଚନ ପରେ ଏବେ ବିଜେପି ଶିବିରରେ ଏବେ ଉତ୍ସାହ ଭରିଯାଇଛି । ଏସବୁ ଭିତରେ ପଦ୍ମପୁର ଉପନିର୍ବାଚନ ପାଇଁ ବିଜେପି ପକ୍ଷରୁ ପ୍ରାର୍ଥୀ ଚୟନ ହୋଇସାରିଛି । ପଦ୍ମପୁର ପାଇଁ ବିଜେପିର ପ୍ରାର୍ଥୀ ହେବେ ପ୍ରଦୀପ ପୁରୋହିତ । ୧୪ ତାରିଖରେ ସେ ନାମାଙ୍କନଦାଖଲ କରିବେ । ତେବେ…

ପୁଲିସ ଛାଡିଥିଲା, ଧରିଲା ଇଡି । ଅର୍ଚ୍ଚନା ନାଗ ମାମଲାରେ ଜଗବନ୍ଧୁଙ୍କ ସହଯୋଗୀ ଖଗେଶ୍ୱର ଗିରଫ ।  ଜେରା ବେଳେ…

କନକ ବ୍ୟୁରୋ: ପୋଲିସ୍ ଛାଡ଼ିଥିଲା ଇଡି ଧରିଲା । ଅର୍ଚ୍ଚନା ନାଗ ମାମଲାର ଅନ୍ୟ କାର୍ପଟଦାର ଖଗେଶ୍ୱର ପାତ୍ରକୁ ୨୦ ଘଣ୍ଟାର ଜେରା ପରେ ଗିରଫ କରିଛି ଇଡି । ଜେରା ବେଳେ ବହୁ ବିସ୍ଫୋରକ ତଥ୍ୟ ମିଳିଛି । ହନିଟ୍ରାପ ଦ୍ୱାରା ଅର୍ଚ୍ଚନା ଆଣୁଥିବା କଳା ଟଙ୍କାକୁ ସୋରୁମ ଜରିଆରେ ଧଳା କରୁଥିଲା…

ଓଡ଼ିଆ ଭାଷାରେ ପିଲା ପଢ଼ିବେ ଇଂଜିନିୟରିଂ । ଓଡିଆରେ ଇଞ୍ଜିିନିୟରିଂ ପାଠ୍ୟପୁସ୍ତକର ପ୍ରଥମ ସଂସ୍କରଣକୁ ଉନ୍ମୋଚନ କଲେ…

କନକ ବ୍ୟୁରୋ: ଓଡ଼ିଆ ଭାଷାରେ ଇଞ୍ଜିନିୟରିଂ । ଏବେ ନିଜ ମାତୃଭାଷାରେ ଇଞ୍ଜିନିୟରିଂ ପାଠ ପଢ଼ିବେ ଓଡ଼ିଆ ଛାତ୍ରଛାତ୍ରୀ । ଓଡିଆ ପିଲାଙ୍କ ପାଇଁ ଇଞ୍ଜିନିୟରିଂ ପାଠପଢ଼ାକୁ ଆହୁରି ସହଜ କରିବାକୁ, ଏଆଇସିଟିଇ ପକ୍ଷରୁ ପ୍ରସ୍ତୁତ ୨୦ଟି ପାଠ୍ୟପୁସ୍ତକକୁ ଉନ୍ମୋଚିତ କରିଛନ୍ତି ରାଷ୍ଟ୍ରପତି । ତେବେ ଓଡିଆ…