Daily Archives

November 12, 2022

ଆନ୍ଧ୍ରପ୍ରଦେଶ ସରକାରଙ୍କୁ ପ୍ରଧାନମନ୍ତ୍ରୀଙ୍କ ଟାର୍ଗେଟ୍ । କେସିଆର ସରକାରକୁ କହିଲେ ଦୁର୍ନୀତିଗ୍ରସ୍ତ

କନକ ବ୍ୟୁରୋ : ଆନ୍ଧ୍ରପ୍ରଦେଶ ସରକାରଙ୍କୁ ସିଧାସଳଖ ଟାର୍ଗେଟ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କେସିଆର ସରକାରଙ୍କୁ ଦୁର୍ନିତୀଗ୍ରସ୍ତ ସରକାର ବୋଲି କହିଛନ୍ତି ମୋଦି । ଦୁଇ ଦିନିଆ ଆନ୍ଧ୍ରପ୍ରଦେଶଗସ୍ତର ୨ୟ ଦିନରେ ପ୍ରଧାନମନ୍ତ୍ରୀ ତେଲେଙ୍ଗାନା ଆୟୋଜିତ ଜନସଭାରେ କେସିଆରଙ୍କୁ ମଂଚରୁ…

ଚୀନ ଲଂଚ କଲା କାର୍ଗୋ ସ୍ପେଶ ଏୟାରକ୍ରାପ୍ଟ । ମହାକାଶଚାରୀଙ୍କ ନିକଟକୁ ପଠାଇପାରିବ ଅତ୍ୟାବଶକୀୟ ସାମଗ୍ରୀ

କନକ ବ୍ୟୁରୋ : ଇତିହାସ ରଚିଲା ଚୀନ । ମହାକାଶରେ ଶକ୍ତି ବୃଦ୍ଧି କରୁଛି ଦେଶ । କାରଣ ଚୀନ ଏବେ ଲଂଚ କରିଛି କାର୍ଗୋ ସ୍ପେଶ ଏୟାରକ୍ରାପ୍ଟ । ଶନିବାର ସକାଳେ ତିଆନଜୁ-ଫାଇଭ ନାମକ ମାଲବାହୀ ମହାକାଶଯାନକୁ ଲଙ୍ଗ ମ।।ର୍ଚ୍ଚ ୭ ନାମକ ରକେଠ ମାଧ୍ୟମରେ ମହାକାଶକୁ ପଠାଯାଇଛି । ଏହା ଦକ୍ଷିଣ ଚୀନ…

ବଜାରରେ କାହିଁକି ମିଳୁନି ୨ହଜାର ଟଙ୍କିଆ ନୋଟ ? କେବେ ଛପାଯିବ ନୂଆ ନୋଟ

କନକ ବ୍ୟୁରୋ : ଆପଣଙ୍କ ମନେ ଥିବ ୨୦୧୬ରେ ବିମୁଦ୍ରୀକରଣ ସମୟରେ ସରକାର ୨ ଟଙ୍କାର ନୋଟ୍ ବଜାରକୁ ଛାଡିଥିଲେ । କିନ୍ତୁ ଏବେ ଆଉ ଦୁଇହଜାର ଟଙ୍କାର ନୋଟ ମିଳୁନାହିଁ । ଆପଣ ଟିକିଏ ମନେପକାନ୍ତୁ ଦୁଇହଜାର ଟଙ୍କା ଆପଣ କେବେ ଦେଖିଥିଲେ । ବଜାରକୁ କେବେ ଏହି ଟଙ୍କା ଧରି ଯାଇଥିଲେ । ଏବେ ବଜାରରେ ଆଉ…

ରାଷ୍ଟ୍ରପତିଙ୍କ ବିରୋଧରେ ମନ୍ତ୍ରୀଙ୍କ ଆପତ୍ତିଜନକ ମନ୍ତବ୍ୟ । ଟିଏମସି ନେତାଙ୍କ ବିରୋଧରେ ତେଜିଲା ଅସନ୍ତୋଷ

କନକ ବ୍ୟୁରୋ : ଟିଏମସି ନେତାଙ୍କ ଅଖିଳ ଗିରୀଙ୍କ ବିରୋଧରେ ପଶ୍ଚିମବଙ୍ଗରେ ଶନିବାର ଦେଖିବାକୁ ମିଳିଛି ଜୋରଦାର ପ୍ରତିବାଦ । ମୁର୍ଦ୍ଦାବାଦର ନାରାରେ କମ୍ପି ଉଠିଛି ବିଭିନ୍ନ ସ୍ଥାନ । କେଉଁଠି ନିଆଁରେ ଜଳିଛି ନେତାଙ୍କ କୁଶପୁତଳିକା ଏବଂ ଫଟୋ ତ ପୁଣି କେଉଁଠି ଜୋତା, ଚପଲ, କାଳି ମାଡ କରୁଛନ୍ତି…

ମହାମହିମଙ୍କୁ ନେଇ ଆପତିଜନକ ମନ୍ତବ୍ୟ ଦେଲେ ପଶ୍ଚିମବଙ୍ଗ ମନ୍ତ୍ରୀ ଅଖିଲ ଗିରି। ସାରା ଦେଶରେ ବିରୋଧ, ଦିଲ୍ଲୀରୁ…

କନକ ବ୍ୟୁରୋ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସମ୍ପର୍କରେ ପଶ୍ଚିମବଙ୍ଗର କ୍ୟାନିନେଟ୍ ମନ୍ତ୍ରୀଙ୍କ ବିବାଦୀୟ ବୟାନ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ସାରା ଦେଶରେ ଝଡ ସୃଷ୍ଟି ହୋଇଛି । ମହାମହିମଙ୍କ ସମ୍ପର୍କରେ ମମତାଙ୍କ ମନ୍ତ୍ରୀଙ୍କ ଏଭଳି ବୟାନକୁ କେହି ସହଜରେ ଗ୍ରହଣ କର…

ରାଷ୍ଟ୍ରପତିଙ୍କ ବିରୋଧରେ ବିବାଦୀୟ ବୟାନକୁ ବିଭିନ୍ନ ଦଳର ବିରୋଧ। ବିଜେପି ମହିଳା ମୋର୍ଚ୍ଚାର ପ୍ରତିବାଦ। ବିଜେଡି,…

କନକ ବ୍ୟୁରୋ: ଓଡିଆ ଝିଅ ତଥା ଦେଶର ପ୍ରଥମ ନାଗରିକ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ପଶ୍ଚିମବଙ୍ଗର ମନ୍ତ୍ରୀ ତାତ୍ସଲ୍ୟ କରିବା ଘଟଣା ଓଡିଶାବାସୀଙ୍କୁ ଶକ୍ତ ଆଘାତ ଦେଇଛି । ଦଳ ମତ ନିବିଶେଷରେ ବିଜେପି, ବିଜେଡି ଓ କଂଗ୍ରେସ ପକ୍ଷରୁ ଏଭଳି ମନ୍ତବ୍ୟକୁ ନିନ୍ଦା କରାଯାଇଛି । ରାଜ୍ୟ ବିଜେପି…