Daily Archives

November 12, 2022

୩୧ ବର୍ଷର ଦଣ୍ଡ ପରେ ଜେଲରୁ ମୁକୁଳିଲେ ନଳିନୀ ଶ୍ରୀହରନ । ସୋନିଆଙ୍କ ମତକୁ କଂଗ୍ରେସର ନାପସନ୍ଦ

କନକ ବ୍ୟୁରୋ :  ରାଜୀବ ଗାନ୍ଧୀ ହତ୍ୟା ମାମଲାରେ ୩୧ ବର୍ଷ ସଜା କାଟିବା ପରେ ଜେଲରୁ ମୁକୁରିଲେ ନଳିନୀ ଶ୍ରୀହରନ । ଚେହ୍ନାଇର ଭେଲୋର ଜେଲରେ ରହୁଥିବା ନଳିନୀ ପାରୋଲରେ ଆସିଥିବା ବେଳେ ଶନିବାର ସକାଳେ ପୁଣି ଜଲେ ଯାଇଥିଲେ । ସେଠାରେ ସମସ୍ତ ବିଧିକୁ ପାଳନ କରିବା ପରେ ତାଙ୍କୁ ମୁକ୍ତ କରାଯାଇଛି…

ବିଞ୍ଝାରପୁର ବ୍ଲକରେ ବ୍ୟାପକ ଦୁର୍ନୀତି। କେବେ ଦୁର୍ନୀତିଗସ୍ତଙ୍କ ବିରୋଧରେ ନିଆଯିବ କାର୍ଯ୍ୟାନୁଷ୍ଠାନ?

କନକ ବ୍ୟୁରୋ: କେବେ ଦୁର୍ନୀତିଗ୍ରସ୍ତ ସରପଞ୍ଚ ଓ ସରକାରୀ ଅଧିକାରୀଙ୍କ ଠାରୁ ଆଦାୟ ହେବ ଜରିମାନା? କେବେ ଦୁର୍ନୀତିଗସ୍ତଙ୍କ ବିରୋଧରେ ନିଆଯିବ କାର୍ଯ୍ୟାନୁଷ୍ଠାନ? ବିଞ୍ଝାରପୁର ବ୍ଳକରେ ୨୦୧୯-୨୦ ଆର୍ôଥକ ବର୍ଷରେ ହୋଇଥିବା ମନରେଗା ଯୋଜନାର ତଦନ୍ତ ରିପୋର୍ଟ ଆସିବା ପରେ ଏହି ଚର୍ଚ୍ଚା ଏବେ…

ନିଆଳିରେ ବିପର୍ଯ୍ୟସ୍ତ ଅବସ୍ଥାରେ ପ୍ରାଣୀ ଚିକିତ୍ସା ବ୍ୟବସ୍ଥା। ଠିକ୍ ସମୟରେ ମିଳୁନି ଚିକିତ୍ସା ସୁବିଧା।

କନକ ବ୍ୟୁରୋ: କଟକ ଜିଲ୍ଲା ନିଆଳି ବ୍ଲକରେ ବିପର୍ଯ୍ୟସ୍ତ ଅବସ୍ଥାରେ ପ୍ରାଣୀ ଚିକିତ୍ସା ବ୍ୟବସ୍ଥା । ଏହି ବ୍ଲକରେ ଗୋଟିଏ ପ୍ରାଣୀ ଚିକିତ୍ସାଳୟ ଓ ୧୬ଟି ପ୍ରାଣୀ ସହାୟକ କେନ୍ଦ୍ର ରହିଛି । କିନ୍ତୁ ବର୍ଷର ଅଧିକାଂଶ ସମୟ ବନ୍ଦ ରହୁଥିବାରୁ ଠିକ୍ ସମୟରେ ମିଳୁନି ଚିକତ୍ସା ସୁବିଧା । ସମ୍ପୂର୍ଣ୍ଣ…

ଫସଲ ଉପରେ ରାଗ ସୁଝାଇଲେ ଦୁର୍ବୃତ୍ତ: ୮ ଗୁଣ୍ଠ ଜମିରେ କୋବି ଫସଲ ଉଜାଡିଲେ

କନକ ବ୍ୟୁରୋ: କୋବି ଚାଷ ନଷ୍ଟ କଲେ ଦୁର୍ବୃତ । ଉଦ୍ଦେଶ୍ୟମୂଳକ ଭାବେ ଦୁର୍ବୃତ ମାନେ ପାଖାପାଖି ୮ଗୁଣ୍ଠ ଜମିରେ ହୋଇଥିବା କୋବି ଫସଲ ନଷ୍ଟ କରିଦେଇଛନ୍ତି । ମୁଣ୍ଡଝାଳ ତୁଣ୍ଡରେ ବୋଳି କୋବି ଫସଲ କରିଥିବା ଚାଷୀ ଏବେ ଫସଲ ନଷ୍ଟକୁ ନେଇ ଚିନ୍ତାରେ ପଡ଼ିଛି । କଟକ ଗୋବିନ୍ଦପୁର ଥାନା ନାହାଳପୁର…

ଆଉ ମାତ୍ର ୨ ମାସର ଅପେକ୍ଷା: ହକି ବିଶ୍ୱକପ ମାନଚିତ୍ରର ଯୋଡିହେବ ଷ୍ଟିଲ ସିଟି ରାଉରକେଲା 

କନକ ବ୍ୟୁରୋ: ଆଉ ମାତ୍ର ୨ ମାସର ଅପେକ୍ଷା । ହକି ବିଶ୍ୱକପ୍ ମାନଚିତ୍ରରେ ଭୁବନେଶ୍ୱର ପରେ ଓଡ଼ିଶାର ଦ୍ୱିତୀୟ ସହର ଭାବେ ସ୍ଥାନିତ ହେବାକୁ ଯାଉଛି ଷ୍ଟିଲ ସିଟି ରାଉରକେଲା । ଆଉ ଏଇଥିପାଇଁ ନୂଆରୂପରେ ସଜେଇ ହେଉଛି ଷ୍ଟିଲସିଟି । ରାସ୍ତାପାଶ୍ୱର୍ କାନ୍ଥବାଡ଼କୁ ରଙ୍ଗ ତୁଳୀରେ ଶେଷ ସ୍ପର୍ଶ…

ଚିଲିକାରେ ବଢିଚାଲିଛି ଅବାଧ ପକ୍ଷୀ ଶିକାର: ପକ୍ଷୀ ଗୋଟାକୁ ୪୦୦ ଟଙ୍କାରେ ବିକ୍ରି ହେଉଥିବା ଅଭିଯୋଗ

କନକ ବ୍ୟୁରୋ: ଶୀତ ରୁତୁର ଆଗମନରେ ଚିଲିକାକୁ ବିଦେଶୀ ପକ୍ଷୀଙ୍କ ଆଗମନ ହୋଇଥାଏ । ଖାଦ୍ୟ ଅନ୍ୱେଷଣରେ ମାଇଲ ମାଇଲ ଦୂର ଅତିକ୍ରମ କରି ପକ୍ଷୀମାନେ ଚିଲିକାକୁ ଆସିଥାଆନ୍ତି । ଆଉ ଏହି ପକ୍ଷୀଙ୍କ ଆଗମନର ଚିଲିକାର ସøନ୍ଦର୍ଯ୍ୟ ଆହୁରି ଦ୍ୱିଗୁଣିତ ହୋଇଥାଏ । ହେଲେ ଏବେ ଚିଲିକା ପକ୍ଷୀ ମାନଙ୍କ…