Daily Archives

October 7, 2022

ଡଲାର ତୁଳନାରେ ପୁଣି କମିଲା ଟଙ୍କାର ମୂଲ୍ୟ। ୧ ଡଲାରର ମୂଲ୍ୟ ଭାରତୀୟ ଟଙ୍କାରେ ୮୨ ଟଙ୍କା ୩୩ ପଇସାକୁ ବୃଦ୍ଧି। 

କନକ ବ୍ୟୁରୋ: ଆମେରିକୀୟ ଡଲାର ତୁଳନାରେ ଦୁର୍ବଳ ହେଉଛି ଟଙ୍କା । ସର୍ବନିମ୍ନ ସ୍ତରରେ ପହଞ୍ଚିଲା ଟଙ୍କାର ମୂଲ୍ୟ । ଏକ ଡଲାରର ମୂଲ୍ୟ ଭାରତୀୟ ମୁଦ୍ରାରେ ୮୨ ଟଙ୍କା ୩୩ ପଇସା ହୋଇଛି । କିଛି ଦିନ ହେଲା ଡଲାର ତୁଳନାରେ କମି କମି ଯାଉଛି ଟଙ୍କାର ମୂଲ୍ୟ । ଗୁରୁବାର ଦିନ ଟ୍ରେଡ୍ ଆରମ୍ଭ ହେଉ ହେଉ…

ଅର୍ଚ୍ଚନାଙ୍କ ବିରୋଧରେ ସଙ୍ଗୀନ ଦଫାରେ ମାମଲା ରୁଜୁ । ବିଭିନ୍ନ ଦଫାରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କଲା ପୋଲିସ ।

କନକ ବ୍ୟୁରୋ: ବ୍ଲାକମେଲ ଗାର୍ଲଙ୍କ ବିରୋଧରେ ଲାଗିଲା ସଙ୍ଗୀନ ଦଫା । ଅର୍ଚ୍ଚନାଙ୍କ ବିରୋଧରେ ଲାଗିଛି ଦଫା ୩୫୪(ସି)ଲଗାଇଛି ପୋଲିସ ।୩୫୪(ସି)- ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଭାଇରାଲ କରିବା । ସେହିଭଳି ଧାରା ୩୮୬,୩୮.୩୮୮, ୩୮୯ରେ ମାମଲା ରୁଜୁ କରାଯାଇଛି । ଭୟ ଦେଖାଇ ଟଙ୍କା ଆଦାୟ କରିବା,…

ରାଜଧାନୀରେ ହନିଟ୍ରାପ ରାକେଟ୍ । ଖୋଲିଗଲା ସୁନ୍ଦରୀ ଝିଅ ଫାସର କାହାଣୀ । ଲେଡି ବ୍ଲାକମେଲର ଗିରଫ ।

କନକ ବ୍ୟୁରୋ: ସୁନ୍ଦରୀ ଝିଅର ଫାସରେ ପସିଛନ୍ତି ବଡବଡିଆ । ଆଉ ଏହାର ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି । କିନ୍ତୁ ଏନେଇ ଯେତିକି ରହସ୍ୟ ଖୋଲିଛି, ତା’ଠାରୁ ଆହୁରି ଅଧିକ ରହସ୍ୟ ଲୁଚି ରହିଛି । ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜାଙ୍କ ଫଟୋ ଭାଇରାଲ ହେବା ପରେ ହନିଟ୍ରାପର ଏକ ବଡ଼ ରାକେଟ୍…

ଗଜଲଷ୍ମୀ ପୂଜା ପାଇଁ ସଜେଇ ହେଲାଣି ଢେଙ୍କାନାଳ। କରୋନା କଟକଣା ପରେ ପୂଜାକୁ ନେଇ ଉତ୍ସାହିତ ବିଭିନ୍ନ କମିଟି।

କନକ ବ୍ୟୁରୋ: ଆଉ ମାତ୍ର ଦିନ କେଇଟା ପରେ ଗଜଲକ୍ଷ୍ମୀ ପୂଜା । ଏଥିପାଇଁ ଚଳଚଞ୍ଚଳ ଢେଙ୍କାନାଳ ସହର । କରୋନା କଟକଣା ପାଇଁ ୨ ବର୍ଷ ହେଲା ଫିକା ପଡ଼ିଥିବା ଏହି ପୂଜା ଚଳିତ ବର୍ଷ ବେଶ ଧୂମଧାମରେ ପାଳନ କରାଯିବ । ଏଥିପାଇଁ ପୂଜା କମିଟି ଗୁଡ଼ିକର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି ।…

ଫୁଟବଲ ଏକାଡ଼େମୀ ପ୍ରତିଷ୍ଠା ଦାବିରେ ଖେଳାଳିଙ୍କ ଅଭିନବ ପ୍ରତିବାଦ। ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ…

କନକ ବ୍ୟୁରୋ: ଆପଣମାନେ ଖେଳ ପଡ଼ିଆରେ ଫୁଟବଲ ଖେଳ ତ ନିଶ୍ଚୟ ଦେଖିଥିବେ । ଗାଁ ହେଉ ବା ସହରର ଖେଳ ପଡ଼ିଆରେ ଫୁଟବଲ ଖେଳାଳିଙ୍କ ଅନେକ ପ୍ରଦର୍ଶନ ଆମେ ଦେଖିଛୁ । କିନ୍ତୁ ଆଜି ଖେଳ ପଡ଼ିଆ ନୁହଁ ରାସ୍ତା ଉପରେ ଦେଖିବାକୁ ମିଳିଥିଲା ଫୁଟବଲ ମ୍ୟାଚ୍ । ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ…

ଘର ଭିତରେ ଚାଲିଥିଲା ମଦ କାରବାର । ଚଢଉ କରିବାକୁ ଯାଇ ହଟହଟା ହେଲେ ଅବକାରୀ ଟିମ୍ ।

କନକ ବ୍ୟୁରୋ: ଘର ଭିତରେ ଚାଲିଥିଲା ମଦ କାରବାର । ନକଲି ଓ ଚୋରା ମଦ ବିକୁଥିଲେ ଜଗଦଲପୁର ଗାଁ ଲୋକନାଥ ସାହୁ । ଗଞ୍ଜାମ ସଦର ଥାନା ଅଞ୍ଚଳରେ ଚାଲିଥିଲା ମଦ ବ୍ୟବସାୟ । ମଦ କାରବାର ନେଇ ଖବର ପାଇବା ପରେ ଘଟଣା ସ୍ଥଳରେ ପହଞ୍ଚିଥିଲେ ଅବକାରୀ ବିଭାଗର ଟିମ୍ । କିନ୍ତୁ ବାହାରେ ପଡ଼ିଥିଲା ତାଲା ଆଉ…