ଅର୍ଚ୍ଚନାଙ୍କ ବିରୋଧରେ ସଙ୍ଗୀନ ଦଫାରେ ମାମଲା ରୁଜୁ । ବିଭିନ୍ନ ଦଫାରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କଲା ପୋଲିସ ।

185

କନକ ବ୍ୟୁରୋ: ବ୍ଲାକମେଲ ଗାର୍ଲଙ୍କ ବିରୋଧରେ ଲାଗିଲା ସଙ୍ଗୀନ ଦଫା । ଅର୍ଚ୍ଚନାଙ୍କ ବିରୋଧରେ ଲାଗିଛି ଦଫା ୩୫୪(ସି)ଲଗାଇଛି ପୋଲିସ ।୩୫୪(ସି)- ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଭାଇରାଲ କରିବା । ସେହିଭଳି ଧାରା ୩୮୬,୩୮.୩୮୮, ୩୮୯ରେ ମାମଲା ରୁଜୁ କରାଯାଇଛି ।

ଭୟ ଦେଖାଇ ଟଙ୍କା ଆଦାୟ କରିବା, ଧାରା ୩୨୮- ନିଶା ଦେଇ ଫସାଇବା । ଧାରା ୫୦୬- ଜୀବନରୁ ମାରିଦେବାକୁ ଧମକ ଦେବା । ଧାରା ୧୨୦(ବି)- ଅପରାଧିକ ଷଡଯନ୍ତ୍ର, ୬୬/୬୭ ଆଇଟି ଆକ୍ଟ ମଧ୍ୟ ଲାଗିଛି ।