Daily Archives

October 7, 2022

ସମ୍ବଲପୁର ବାମରା ବନଖଣ୍ଡ ହାତୀ ମୃତ୍ୟୁ ଘଟଣାର ଛାନଭିନ। ତଦନ୍ତ କରିବ ସ୍ୱତନ୍ତ୍ର ଟାସ୍କଫୋର୍ସ।

କନକ ବ୍ୟୁରୋ: ସମ୍ବଲପୁର ବାମରା ବନଖଣ୍ଡରେ ହାତୀ ମୃତ୍ୟୁ ଘଟଣାର ତନାଘନା ଆରମ୍ଭ ହୋଇଛି । ଘଟଣାର ତଦନ୍ତ ପାଇଁ ଜଏଣ୍ଟ ଟାକ୍ସଫୋର୍ସ କମିଟିକୁ ତଦନ୍ତ ଦାୟିତ୍ୱ ଦିଆଯାଇଛି । ଆସନ୍ତାକାଲି ଏହି ଟାକ୍ସ ଫୋର୍ସ ଘଟଣାସ୍ଥଳ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ଏହି ଘଟଣାରେ କିଏ ଦୋଷୀ ତାର…

ଲଘୁଚାପ ଜନିତ ଲଗାଣ ବର୍ଷା ଭାଙ୍ଗିଲା ଚାଷୀର ମେରୁଦଣ୍ଡ । ଖଲ୍ଲିକୋଟ ବ୍ଲକର ଏକର ଏକର ଚାଷ ଜମିରେ ପଶିଲା ପାଣି ।

କନକ ବ୍ୟୁରୋ: ଲଘୁଚାପ ଜନିତ ଲଗାଣ ବର୍ଷାରେ ଭାଙ୍ଗିଲା ଚାଷୀର ମେରୁଦଣ୍ଡ । ଗଞ୍ଜାମ ଖଲ୍ଲିକୋଟ୍ ବ୍ଲକରେ ଏକର ଏକର ଚାଷ ଜମିରେ ପଶିଲା ପାଣି । ଚାଷ ଜମିରେ ପାଣି ଜମି ରହିଥିବା ବେଳେ ଧାନ ଗଛଗୁଡ଼ିକ ପାଣିରେ ବୁଡ଼ି ରହିଛି । ଫଳରେ ଧାନ ଗଛ ଗୁଡ଼ିକ ନଷ୍ଟ ହେବାର ସମ୍ଭାବନା ରହିଛି । ଯାହାକୁ ନେଇ…

ଗଜପତି ଜିଲ୍ଲାରେ ଲଗାଣ ବର୍ଷାରେ ହରଭଙ୍ଗା ନଦୀରେ ଜଳସ୍ତର ବୃଦ୍ଧି। ବିଭିନ୍ନ ସ୍ଥାନରେ ଭୁଷୁଡିଲା କାନ୍ଥ।

କନକ ବ୍ୟୁରୋ: ଲଗାଣ ବର୍ଷାରେ ହରଭଙ୍ଗୀ ନଦୀର ଜଳସ୍ତର ବୃଦ୍ଧି ହୋଇଛି । ୪ଟି ଗାଁକୁ ଯାତାୟତ ଠପ୍ ହୋଇପଡ଼ିଛି । ସେପଟେ ବର୍ଷା ଯୋଗୁ ଜଣକ ଘର କାନ୍ଥ ଭୁଶୁଡିପଡ଼ିଥିବା ବେଳେ ଅଳ୍ପକେ ବର୍ତିଯାଇଛନ୍ତି ଗୋଟିଏ ପରିବାରର ୪ଜଣ । ଗଜପତି ନୂଆଗଡର ବଡ଼ପଦା ଗାଁରେ ଏଭଳି ଚିତ୍ର ସାମ୍ନାକୁ ଆସିଛି । କିଛି…

କେନ୍ଦୁଝର ତେଲକୋଇ ଛାମୁଣ୍ଡା ଗାଁରେ ଅଭାବନୀୟ ଘଟଣା । ଋଣଭାର ସହିନପାରି ଆତ୍ମହତ୍ୟା କଲେ ଟ୍ରକ୍ ମାଲିକ ।

କନକ ବ୍ୟୁରୋ: ଋଣ ଭାର ନେଲା ଜୀବନ ।ୠଣ ଭାର ସହିନପାରି ଆତ୍ମହତ୍ୟା କଲେ ଟ୍ରକ୍ ମାଲିକ । କେନ୍ଦୁଝର ତେଲକୋଇ ଛାମୁଣ୍ଡା ଗାଁର ମୁକୁନ୍ଦ ମହାକୁଡ଼ ୧୨ ଚକିଆ ଟ୍ରକ୍ କିଣି ଭଡ଼ା କରି ପରିବାର ପ୍ରତିପୋଷଣ କରୁଥିଲେ । ସବୁ କିଛି ଠିକ୍ ଠାକ୍ ଥିଲା । କିନ୍ତୁ କିଛି ମାସ ହେଲେ ମାଇନ୍ସ ଚାଲୁନଥିବାରୁ…

ଓସିଏସ ପରୀକ୍ଷା ଫଳ: ତେଜସ୍ୱିନୀ ବେହେରା ଟପ୍ପର, ଟପ୍-୧୦ରେ ୭ମହିଳା। 

କନକ ବ୍ୟୁରୋ: ୨୦୨୦ ମସିହା ଓଡିଶା ସିଭିଲ ସର୍ଭିସ ପରୀକ୍ଷାରେ ବାଜି ମାରିଛନ୍ତି ତେଜସ୍ୱିନୀ ବେହେରା । ସେହିଭଳି ପ୍ରଥମ ତିନି ସ୍ଥାନରେ ମହିଳା ରହିଛନ୍ତି । କେବଳ ଏତିକି ନୁହେଁ ଟପ-୧୦ରେ ୭ ମହିଳା ସ୍ଥାନ ପାଇଛନ୍ତି । କୃତକାର୍ଯ୍ୟ ହୋଇଥିବା ୩୯୨ ଜଣଙ୍କ ମଧ୍ୟରେ ୧୪୮ ମହିଳା ରହିଛନ୍ତି ।…

ପ୍ରକାଶ ପାଇଲା ଓଡିଶା ସିଭିଲ୍ ସର୍ଭିସ ପରୀକ୍ଷା ଫଳ । ତେଜସ୍ୱିନୀ ବେହେରା ଟପ୍ପର । ଟପ୍-୧୦ ତାଲିକାରେ ୭ ଝିଅ ।

କନକ ବ୍ୟୁରୋ: ପ୍ରକାଶ ପାଇଲା ଓଡିଶା ସିଭିଲ୍ ସର୍ଭିସ ପରୀକ୍ଷା ଫଳ । ଶୁକ୍ରବାର ଓପିଏସସି ପକ୍ଷରୁ ୨୦୨୦ ବର୍ଷର ସିଭିଲ୍ ସର୍ଭିସ ପରୀକ୍ଷା ଫଳ ପ୍ରକାଶ ପାଇଛି । ତେଜସ୍ୱିନୀ ବେହେରା ଓପିଏସସି ପରୀକ୍ଷାରେ ଟପ୍ପର ହୋଇଥିବାବେଳେ, ଟପ୍ -୩ ରାଙ୍କରେ ଝିଅ ମାନେ ହିଁ ଅଛନ୍ତି । ତେବେ ଟପ୍-୧୦…