Daily Archives

August 28, 2022

ଆଦିବାସୀଙ୍କ ଜୀବନ ଜୀବିକାର ମାଧ୍ୟମ ପାଲଟିଛି ମହୁଲ ଚାଷ । ମହୁଲରୁ ଲଡୁ ପ୍ରସ୍ତୁତ କରି ହେଉଛନ୍ତି ଲାଭବାନ

କନକ ବ୍ୟୁରୋ : ଆଦିବାସୀଙ୍କ ଜୀବନ ଜୀବିକାର ମାଧ୍ୟମ ପାଲଟିଛି ମହୁଲ.. । ଆଦିବାସୀ ମହିଳାଙ୍କୁ ଆତ୍ମନିର୍ଭର କରାଇବା ପାଇଁ ଓଡ଼ିଶା ଜୀବିକା ମିଶନ ଓ ବସୁନ୍ଦରାର ମିଳିତ ସହଯୋଗରେ ଆରମ୍ଭ ହୋଇଛି ନୂଆ ପ୍ରୟାସ । ମହୁଲରୁ କିଭଳି ଲଡ଼ୁ ପ୍ରସ୍ତୁତ କରି ଏହାକୁ ବଜାରରେ ବିକ୍ରି କରିପାରିବେ ସେଥିପାଇଁ…

ଶିଳ୍ପୀଙ୍କ ହାତର ସ୍ପର୍ଶରେ ତିଆରି ଚାଲିଛି ବିଭିନ୍ନ ଘରକରଣା ଜିନିଷ । ଆକୃଷ୍ଟ କରୁଛି ନିଖୁଣ କାରୁକାର୍ଯ୍ୟ

କନକ ବ୍ୟୁରୋ : ଶିଳ୍ପୀଙ୍କ ହାତର ସ୍ପର୍ଶରେ ତିଆରି ଚାଲିଛି ବିଭିନ୍ନ ଘରକରଣା ଜିନିଷ । ଆକୃଷ୍ଟ କରୁଛି ନିଖୁଣ କାରୁକାର୍ଯ୍ୟ । କାଠରେ ତିଆରି ଚାଲିଛି ବିଭିନ୍ନ ଆସବାବପତ୍ର । ଠାକୁରଙ୍କ ଆସ୍ଥାନ ହେଉ କି ସିଂହାସନ କିମ୍ବା କାଠରେ ତିଆରି ମନ୍ଦିର । ସବୁଠି ଦେଖିବାକୁ ମିଳିଛି ସୁନ୍ଦର…

ଚୂଡାନ୍ତ ହେଲା କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ତାରିଖ: କଂଗ୍ରେସ କାର୍ଯ୍ୟକାରିଣୀ ବୈଠକରେ ବଡ଼ ନିଷ୍ପତ୍ତି

କନକ ବ୍ୟୁରୋ: ଦିପାବଳୀ ପୂର୍ବରୁ ଜଣାପଡିବ କଂଗ୍ରେସର ନୂଆ ମଙ୍ଗୁଆଳ କିଏ ହେବେ । ରବିବାର କଂଗ୍ରେସ କାର୍ଯ୍ୟକାରିଣୀ ବୈଠକରେ ଏହି ନିଷ୍ପତି ନିଆଯାଇଛି । ଅକ୍ଟୋବର ୧୭ରେ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ହେବ ଏବଂ ୧୯ ତାରିଖରେ ଫଳାଫଳ ଘେଷଣା ହେବ ବୋଲି ତାରିଖ ସ୍ଥିର ହୋଇଛି । ୨୨ ସେପ୍ଟେମ୍ବରରେ…

ସ୍ୱାଭିମାନ ଅଂଚଳରେ ମାଛ ଦେଉଛି ରୋଜଗାର । ସ୍ୱାବଲମ୍ବି ହେଉଛନ୍ତି ସ୍ୱାଭିମାନ ଅଂଚଳବାସୀ

କନକ ବ୍ୟୁରୋ : ସଫଳ ହୋଉଛି ସେତୁ ଯୋଜନା । ମାଛ ବିକି ସ୍ୱାବଲମ୍ବି ହୋଉଛନ୍ତି ସ୍ୱାଭିମାନ ଅଂଚଳବାସୀ । ଏ ଚିତ୍ର ହେଉଛି ମାଲାକନଗିରି ଜିଲ୍ଲା ବାଲିମେଳା ଜଳଭଣ୍ଡାରର । ୨୦୧୮ ଜୁଲାଇ ମାସରେ ଗୁରୁପ୍ରୀୟା ସେତୁ ନିର୍ମାଣ ପରେ ସେତୁ ଯୋଜନା ମାଧ୍ୟମରେ ୧୦୦ କୋଟି ଟଙ୍କାର ପ୍ୟାକେଜ ଘୋଷଣା…

ସୁନ୍ଦରଗଡ଼ର ସଫଳ ଚାଷୀ । ବର୍ଷକୁ ରୋଜଗାର କରୁଛନ୍ତି ୭ ଲକ୍ଷରୁ ଅଧିକ ଟଙ୍କା

କନକ ବ୍ୟୁରୋ : ଦିନେ ପର ଘରେ ମଜୁରି କରୁଥିଲେ । ପର ଘରେ ମୂଲ ଲାଗିଲେ ପରିବାରରେ ଚୁଲି ଜଳୁଥିଲା । ଆଉ କାମ ନମିଳିଲେ ଭୋକ ଉପାସରେ ରହି ନିଜ ଭାଗ୍ୟକୁ ଆଦରି ନିଜ ମାଟି ଝାଟି ଘରେ ମୁଣ୍ଡ ଗୁଞ୍ଜିବାକୁ ପଡୁଥିଲା । ହେଲେ ଜୀବନର ଚଲାପଥରେ ଅନେକ କଷ୍ଟ ସହି ବିଫଳତା ରୁ ସଫଳତାର ସ୍ୱାଦ ପାଇଥିବା…

ଭାରତୀୟ କ୍ରିକେଟରଙ୍କ ସମସ୍ତ ରେକର୍ଡ ଭାଙ୍ଗିଲେ ବିରାଟ । ୧୦୦ ତମ ଟି-୨୦ ମ୍ୟାଚ ଖେଳି କଲେ ବଡ ରେକର୍ଡ

କନକ ବ୍ୟୁରୋ : ଭାରତୀୟ କ୍ରିକେଟରେ ବିରାଟ କୋହଲୀ ପୁଣି ଏକ ରେକର୍ଡ ନିଜ ନାମରେ କରିଛନ୍ତି । ଆଜି ପାକିସ୍ତାନ ବିପକ୍ଷ ମ୍ୟାଚ ଖେଳି ତାଙ୍କ ଅନ୍ତର୍ଜାତୀୟ କ୍ରିକେଟ କ୍ୟାରିଅରରେ ୧୦୦ ତମ ଟି-୨୦ ମ୍ୟାଚ ଖେଳିବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ଗୋଟିଏ ମାସର ବ୍ରେକ ପରେ ଆଜି ପାକିସ୍ତାନ ବିପକ୍ଷ…