Daily Archives

August 28, 2022

ଗଣେଶ ମୂର୍ତ୍ତି ନିର୍ମାଣକୁ ନେଇ କଟକରେ ବିବାଦ: ନିର୍ମାଣ ଶୈଳୀକୁ ନେଇ ଉଠିଲା ପ୍ରଶ୍ନ, ହାଇକୋର୍ଟରେ ପହଞ୍ଚିଲା ମାମଲା

କନକ ବ୍ୟୁରୋ: ମଣ୍ଡପ ବନ୍ଧା ଚାଲିଛି , ମୂର୍ତିକୁ ଶେଷ ସ୍ପର୍ଶ ଦେଉଚନ୍ତି କାରିଗର । ଆଉ ଦୁଇଦିନ ପରେ ଗଣେଶପୂଜା । ଗଣେଶ ମୂର୍ତି ନିର୍ମାଣକୁ ନେଇ କଟକରେ ବିବାଦ ଉଗ୍ରରୂପ ନେଇଛି । ମୂର୍ତି ନିର୍ମାଣରେ ଗଡ଼ବଡ଼ ହୋଇଥିବା ଅଭିଯୋଗ ହୋଇଛି । ସ୍କୁଲ ଛାତ୍ର ବେଶରେ ଗଣେଶ ମୂର୍ତି ନିର୍ମାଣ…

ମାତ୍ର ୯ ସେକେଣ୍ଡରେ ମାଟିରେ ମିଶିଲା ଟ୍ୱିନ୍ ଟାୱାର: ସାଢ଼େ ୩ ହଜାର ୫୦୦ କିଲୋ ବିସ୍ଫୋରକରେ ଭୁଶୁଡି ପଡ଼ିଲା ୨ଟି…

କନକ ବ୍ୟୁରୋ: ସେହି ବହୁ ପ୍ରତିକ୍ଷୀତ ମୁହୂର୍ତ । ଯେତେବେଳେ ତାସର ଘର ଭଳି ଭୁଷୁଡି ପଡିଲା ନୋଏଡାସ୍ଥିତ ଟ୍ୱିନ୍ ଟାୱାର । ବିସ୍ଫୋରଣ ହେବାକ୍ଷଣି ତଳକୁ ତଳକୁ ଧସିବାକୁ ଲାଗିଲା ସୁପରଟେକ୍ ଲିମିଟେଡ୍ ପକ୍ଷରୁ ବେଆଇନ ଭାବେ ନିର୍ମାଣ କରାଯାଇଥିବା ଦ୍ୱୈତ ଅଟ୍ଟାଳିକା । ମାତ୍ର ୯ ସେକେଣ୍ଡରେ…

ଏସଆଇ ସ୍ୱାଗତିକାଙ୍କ ମୃତ୍ୟୁ ପାଇଁ କିଏ ଦାୟୀ? ନ୍ୟାୟ ପାଇଁ ଧାରଣାରେ ବସିଲେ ମାଆ ଓ ଭାଇ

କନକ ବ୍ୟୁରୋ: ଜି. ଉଦୟଗିରି ଥାନାର ଏସଆଇ ସ୍ୱାଗତିକା ବେହେରାଙ୍କ ଆତ୍ମହତ୍ୟା ପରେ ନ୍ୟାୟ ଦାବିରେ ଇଏ ହେଉଛି ସ୍ୱାଗତିକାଙ୍କ ମାଆ ଓ ଭାଇଙ୍କ ଧାରଣା । ବର୍ଷାକୁ ଖାତିର ନାହିଁ , ଛତାଧରି ଥାନା ଆଗରେ ସକାଳୁ ଜାରି ରହିଛି ଧାରଣା । ସେମାନଙ୍କ ଅଭିଯୋଗ ହେଲା, ସ୍ୱାଗତିକାଙ୍କ ଧାରଣା ପାଇଁ ଥାନା…

କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନରେ କେଉଁମାନେ ଦେଇଥାନ୍ତି ଭୋଟ ? ନିର୍ବାଚନ ପ୍ରକ୍ରିୟା ଓ କାର୍ଯ୍ୟକାଳ ଅବଧି, ଜାଣନ୍ତୁ…

କନକ ବ୍ୟୁରୋ : ଦୀର୍ଘଦିନର ଅପେକ୍ଷା ପରେ ଦଳର ଅଧ୍ୟକ୍ଷ ନିର୍ବାଚନ ପାଇଁ ଆଜି କଂଗ୍ରେସ ତରଫରୁ ତାରିଖ ଘୋଷଣା କରାଯାଇଛି । ଘୋଷଣା ମୁତାବକ ଅକ୍ଟୋବର ୧୭ ତାରିଖରେ କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ଭୋଟ ଗ୍ରହଣ ହେବ ଓ ୧୯ ତାରିଖରେ ଭୋଟ ଗଣତି ହେବ । ଏନେଇ ପ୍ରାର୍ଥୀମାନେ ସେପ୍ଟେମ୍ବର ୨୪ ତାରିଖରୁ…

ମାଟିରେ ମିଶିଗଲା ଟ୍ୱିନ ଟାୱାର: ଏବେ ଚିନ୍ତାରେ ପକାଇଛି ବାୟୁ ପ୍ରଦୂଷଣ

କନକ ବ୍ୟୁରୋ: ଆଇନକୁ ଦଳି ମକଚି ନୋଏଡା ଛାତି ଉପରେ ଗଢ଼ା ଯାଇଥିବା ଦୁଇଟି ଆକାଶଚୁମ୍ବୀ ଟାୱାର ଧୂଳିସାତ ହୋଇଯାଇଛି । ଟିଭି ପରଦା ଉପରେ ଏତେ ବଡ଼ ବଡ଼ କୋଠା ମାତ୍ର କେଇ ସେକେଣ୍ଡ ଭିତରେ ଧୂଳିରେ ପରିଶତ ହେବାର ଦୃଶ୍ୟ ଦେଖିଛନ୍ତି ଦେଶବାସୀ । ହଲିଉଡ୍ ଫିଲ୍ମ ଭଳି ଲାଗୁଥିବା ସେହି ମୁହୂର୍ତର…

ଭାରତ-ପାକିସ୍ତାନ ଟକ୍କର: ଟସ ଜିତି ଭାରତର ବୋଲିଂ ନିଷ୍ପତ୍ତି, ବ୍ୟାଟିଂ କରିବ ପାକିସ୍ତାନ 

କନକ ବ୍ୟୁରୋ: ଆଜି ଭାରତ-ପାକିସ୍ତାନ ଏସିଆ କପ ମ୍ୟାଚ । ଏହି ମ୍ୟାଚରେ ଆଜି ଦମଦାର ଲଢେଇ ଅପେକ୍ଷାରେ ରହିଛନ୍ତି ଦର୍ଶକ । ଟସ ଜିତି ଏହି ମ୍ୟାଚରେ ବୋଲିଂ ନିଷ୍ପତ୍ତି ନେଇଛି ଭାରତ । ଫଳରେ ବ୍ୟାଟିଂ କରିବାକୁ ମୈଦାନକୁ ଓହ୍ଲାଇବ ପାକିସ୍ତାନ ଦଳ । ତେଣୁ ଆଜିର ମ୍ୟାଚରେ ଦମଦାର ଲଢେଇ ଦେଖିବାକୁ…