Daily Archives

August 26, 2022

ଛିଡୁନି ଅଳିଆ ଗଦାର ଅଡୁଆ । ଅଳିଆ ନଉଠିବା ପ୍ରତିବାଦରେ ବିଜେପିର ବିଏମସି ଘେରାଉ । ସମସ୍ୟା ସମାଧାନ ନହେଲେ ତୀବ୍ର…

କନକ ବ୍ୟୁରୋ: ବିଏମସିକୁ ଅଳିଆ ଅଡୁଆ । ସହର ଭିତରର ଅଳିଆ ଆବର୍ଜନା, ଗାଁ ଭିତରେ କାହିଁକି ପଡିବ ବୋଲି ଆନ୍ଦୋଳନ କରିଆସୁଛନ୍ତି ଦାରୁଠେଙ୍ଗବାସୀ । ଆଉ ଏପଟେ ଅଳିଆ ପକାଇବା ପାଇଁ ଆବର୍ଜନା ଭର୍ତ୍ତି ଗାଡି  ସୈନିକ ସ୍କୁଲ ପଛ ଅସ୍ଥାୟୀ ଡମ୍ପିଂୟାର୍ଡରେ ଧାଡି ଲଗାଇଛନ୍ତି । ଏଭଳି ଛକାପଞ୍ଝା…

ଅଷ୍ଟ୍ରେଲିଆ ଆକାଶରେ ପରାକ୍ରମ ଦେଖାଉଛନ୍ତି ୧୭ ଦେଶର ବାୟୁସେନା । ଡରଉଇନରେ ଚାଲିଛି ବିଶାଳ ମିଳିତ ସମରାଭ୍ୟାସ

କନକ ବ୍ୟୁରୋ : ଅଷ୍ଟ୍ରେଲିଆ ଆକାଶରେ ବିରତ୍ୱ ଦେଖାଇଲେ ଭାରତୀୟ ଯୁଦ୍ଧ ବିମାନ । ୧୬ ଦେଶ ସହ ଅଷ୍ଟ୍ରେଲିଆରେ ଆୟୋଜିତ ଅନ୍ତରାଷ୍ଟ୍ରୀୟ ଯୁଦ୍ଧଭ୍ୟାସ ପିଚ ବ୍ଲାକରେ ଭାରତୀୟ ବାୟୁସେନାର ଟିମ୍ ଯୋଗଦେଇଛି । ୨୫୦୦ ଜବାନଙ୍କ ସହ ୧ ହଜାର ଯୁଦ୍ଧ ବିମାନ ନିଜ ନିଜର ବିରତ୍ୱ ଏହି ଯୁଦ୍ଧାଭ୍ୟାସରେ…

ସରକାରୀ ଅଧିକାରୀ ମାନୁନାହାନ୍ତି ସରକାରଙ୍କ ନିର୍ଦ୍ଦେଶ । ବାବୁ ଦେଉନାହାନ୍ତି ସମ୍ପତ୍ତି ତାଲିକା । ସେପ୍ଟେମ୍ବର ୩୦…

କନକ ବ୍ୟୁରୋ: ବାରମ୍ବାର ଡେଡଲାଇନ ଗଡୁଛି ହେଲେ ସରକାରୀ ବାବୁଙ୍କ ପାଖରେ କେତେ ସମ୍ପତ୍ତି ରହିଛି, ତାର ତାଲିକା ସାମ୍ନାକୁ ଆସୁନାହିଁ । କାରଣ ସରକାରଙ୍କ ନିର୍ଦ୍ଦେଶକୁ ମାନୁନାହାନ୍ତି ବାବୁ । ପ୍ରତି ବର୍ଷ ଜାନୁୟାରୀ ୧ରୁ ୩୧ ଭିତରେ ସମ୍ପତ୍ତି ତାଲିକା ଅପଲୋଡ କରିବାକୁ କୁହାଯାଇଛି । ହେଲେ ୭…

କଂଗ୍ରେସର ହାତ ଛାଡିଲେ ଦଳର ବରିଷ୍ଠ ନେତା ଗୁଲାମ ନବୀ ଆଜାଦ । ଟାର୍ଗେଟରେ ସୋନିଆ ଓ ରାହୁଲ

କନକ ବ୍ୟୁରୋ : କଂଗ୍ରେସର ହାତ ଛାଡିଲେ ଗୁଲାମ ନବୀ ଆଜାଦ । ଆଜି ଦଳରୁ ଇସ୍ତଫା ଦେଇଛନ୍ତି କଶ୍ମୀରର ପୂର୍ବ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ନେତା ଗୁଲାମ ନବୀ ଆଜାଦ । ଦଳର ସମସ୍ତ ପଦପଦବୀ ଓ ପ୍ରାଥମିକ ସଦସ୍ୟତା ପଦରୁ ସେ ଇସ୍ତଫା ଦେଇଛନ୍ତି । ୫ ପୃଷ୍ଠାର ଇସ୍ତଫା ପତ୍ର ଦଳର ଅଧ୍ୟକ୍ଷା ସୋନିଆ…

କଂଗ୍ରେସକୁ ବଡ଼ ଝଟକା । ଇସ୍ତଫା ଦେଲେ ବରିଷ୍ଠ ନେତା ଗୁଲାମନବୀ ଆଜାଦ । ଇସ୍ତଫା ପତ୍ରରେ ରାହୁଲ ଗାନ୍ଧୀଙ୍କୁ କଲେ…

କନକ ବ୍ୟୁରୋ: ଗୁଲାମ ନବୀ ଆଜାଦଙ୍କ ଇସ୍ତଫା କଂଗ୍ରେସରେ ବଡ କମ୍ପନ ଆଣିଛି । ବଡ଼ କଥା ହେଉଛି, ସୋନିଆ ଗାନ୍ଧୀଙ୍କୁ ଲେଖିଥିବା ୫ ପୃଷ୍ଠାର ଇସ୍ତଫା ପତ୍ରରେ, ଦଳରୁ ଦୂରେଇ ଯିବା ପାଇଁ ସେ ରାହୁଲ ଗାନ୍ଧୀଙ୍କୁ ଦାୟୀ କରିଛନ୍ତି । ଏପରିକି ରାହୁଲ ଗାନ୍ଧୀଙ୍କ ନିଷ୍ପତ୍ତି ପଛରେ ସୁରକ୍ଷାକର୍ମୀ ଓ…

ରାଜ୍ୟକୁ ସାର ଯୋଗାଣ ନେଇ କେନ୍ଦ୍ର ସାର ଓ ରସାୟନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ, ଖରିଫ୍ ଋତୁରେ ୩୧…

କନକ ବ୍ୟୁରୋ : କେନ୍ଦ୍ର ସରକାର ଓଡିଶାକୁ ଧାର୍ଯ୍ୟ ସମୟରେ ଯେତିକି ସାର ଯୋଗାଇବା କଥା ସେଥିରେ ବିଫଳ ହୋଇଛି । ଚାଷୀମାନେ ସାର ନପାଇ କଳାବଜାରୀରେ ଶିକାର ହେଉଛନ୍ତି । ଚାଷୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ ମନସୁଖ…