Daily Archives

August 26, 2022

ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଝଟକା, ବିଧାୟକ ପଦକୁ ଅଯୋଗ୍ୟ ଘୋଷଣା କଲେ ନିର୍ବାଚନ ଆୟୋଗ

କନକ ବ୍ୟୁରୋ : ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବିଧାୟକ ପଦ ରଦ୍ଦ କରିଛନ୍ତି ନିର୍ବାଚନ ଆୟୋଗ । ନିର୍ବାଚନ ଆୟୋଗ ଝାଡଖଣ୍ଡ ରାଜ୍ୟପାଳଙ୍କୁ ଯେଉଁ ଚିଠି ଲେଖିଛନ୍ତି ସେଥିରେ ଲେଖାଯାଇଛି କି ସୋରେନ ନିର୍ବାଚନ ମାନଦଣ୍ଡ ଉଲଙ୍ଘନ କରିଥିବାରୁ ତାଙ୍କ ବିଧାୟକ ପଦ ରଦ୍ଦ ହେବା ଆବଶ୍ୟକ ।…

ଅକ୍ଟୋବରରେ ଦେଶରେ ଲଞ୍ଚ ହେବ ୫-ଜି ସେବା । ପ୍ରଥମ ପର୍ଯ୍ୟାୟରେ ସ୍ଥାନ ପାଇଲାନି ଓଡ଼ିଶାର କୌଣସି ବି ଗୋଟିଏ ସହର । ୧୩…

କନକ ବ୍ୟୁରୋ: ଦେଶର ଆଗାମୀ ଅକ୍ଟୋବର ସୁଦ୍ଧା ୫-ଜି ସେବା ଆରମ୍ଭ କରିବାକୁ ଲକ୍ଷ୍ୟ ରଖାଯାଇଛି । ପର୍ଯ୍ୟାୟ କ୍ରମେ ଦେଶର ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ପହଞ୍ଚିବ ପରବର୍ତ୍ତୀ ପିଢୀର ଟେଲିକମ ସେବା । ଯାହା ଇଣ୍ଟରେନଟର ଗତିକୁ ଆହୁରି କ୍ଷୀପ୍ର କରିଦେବ । ୪-ଜି ତୁଳନାରେ ୧୦ ଗୁଣା ଅଧିକ ବେଗରେ…

ସାବଧାନ ମଦ ବେପାରୀ ଓ ମଦ୍ୟପ ବ୍ୟକ୍ତି। ମଦୁଆଙ୍କୁ ସାବାଡ କରିବା ପାଇଁ ଚେତାବନୀ ଦେଲେ ମହିଳା ସରପଞ୍ଚ।

କନକ ବ୍ୟୁରୋ: ସାବଧାନ, ମଦ ପିଉଥିବା ବ୍ୟକ୍ତି ଓ ମଦ ବିକ୍ରି କରୁଥିବା ବ୍ୟବସାୟୀ । ମଦ ପିଇଲେ କିମ୍ବା ମଦ ବିକିଲେ ଜନ ଆକ୍ରୋଶର ଶିକାର ହେବେ ମଦ୍ୟପ ଓ ବ୍ୟବସାୟୀ । ଏହାସହ ମଦ ବ୍ୟବସାୟ ବନ୍ଦ ନକଲେ ରାସନକାର୍ଡରୁ କଟାଯିବ ନାଁ । ଏପରି ଚେତାବନୀ ଦେଇଛନ୍ତି ଜଣେ ମହିଳା ସରପଞ୍ଚ । କେବଳ…

କେନ୍ଦ୍ରାପଡା କନିକାର ଜମିପଟ୍ଟା କେଁ। ଗୋଟିଏ ମ୍ୟୁଟେସନ୍ ନମ୍ବରରେ ବାହାରିଛି ଦୁଇ ଦୁଇଟି ପଟ୍ଟା।

କନକ ବ୍ୟୁରୋ: ବଲାଙ୍ଗୀର ପରେ କେନ୍ଦ୍ରାପଡାରେ ଜମି ଜାଲିଆତି । ଗୋଟିଏ ମିୟୁଟେସନ୍ ନମ୍ବରରେ ବାହାରୁଛି ଦୁଇ ଦୁଇଟି ପଟା । ଜମି ବିକ୍ରି ହୋଇଥିବା ନେଇ ମୃତ ଜମି ମାଲିକଙ୍କ ପରିବାର ଲୋକ ଜାଣିନଥିବା ବେଳେ ଜଣେ ବ୍ୟକ୍ତିଙ୍କୁ କନକା ତହସିଲଦାର ଓ ଅନ୍ୟ କର୍ମଚାରୀମାନେ ଚଞ୍ଚକତା କରି ୧ ଏକର ଜମିର…

୧୦ ଦିନ ହେଲା ଗାଁରେ ବହୁଛି ବନ୍ୟାଜଳ। ଡଙ୍ଗାରେ କଣାସ ବ୍ଲକ ଅଫିସକୁ ଆସି ଦୁଃଖ ଜଣାଇଲେ ବିପନ୍ନ। 

କନକ ବ୍ୟୁରୋ: ସବୁଆଡେ ବନ୍ୟା ଦୁର୍ଦ୍ଦଶାର ଚିତ୍ର । ଏବେ ବି ପରିସ୍ଥିତିରେ ଆସିିନି ସୁଧାର । ବନ୍ୟାରେ ଫସଲ ଉଜୁଡିଯାଇଥିବା ବେଳେ କ୍ଷତିପୂରଣକୁ ଅପେକ୍ଷା କରିଛନ୍ତି ଲୋକେ । କେବଳ ଗୁହାର ଲଗାଇବାକୁ ଡଙ୍ଗାରେ ବସି ୧୦କିଲୋମିଟର ବନ୍ୟା ଜଳରେ ଦଉଡି ଆସିଛନ୍ତି ପୁରୀ ଜିଲ୍ଲାର କଣାସ ବ୍ଲକରୁ ।…

କନ୍ଧମାଳରେ ନାଟକୀୟ ଢଙ୍ଗରେ କୋକେଇ ଶୋଭଯାତ୍ରା। କନ୍ଧମାଳ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା।

କନକ ବ୍ୟୁରୋ: ଗମନାଗମନ ସୁବିଧା ପାଇଁ ଅଭିନବ ପ୍ରତିବାଦ । ପୋଲଟିଏ ନିର୍ମାଣ ଦାବିରେ ଅଭିନବ ଢଙ୍ଗରେ ପ୍ରତିବାଦ କରିଛନ୍ତି ଗାଁ ଲୋକ । ଫୁଲବାଣୀ ନଦୀଖଣ୍ଡି ସାହିରୁ ଡାକପାଲା ଗାଁକୁ ସଂଯୋଗ କରୁଥିବା ସାଲୁଙ୍କୀ ନଦୀ ଉପରେ ପୋଲ ତିଆରି ପାଇଁ ଦାବି କରିଛନ୍ତି ଲୋକେ । ନାଟକୀୟ ଢଙ୍ଗରେ ଏକ କୋକେଇ…