Daily Archives

August 21, 2022

କୋରାପୁଟ କଫି ପରେ କୋରାପୁଟ ଗୁଡ଼କୁ ମିଳିବ ସ୍ୱତନ୍ତ୍ର ପରିଚୟ: ଓରମାସ ସହଯୋଗରେ ରାଜ୍ୟର କୋଣ ଅନୁକୋଣରେ ହେବ ବିକ୍ରି

କନକ ବ୍ୟୁରୋ: କୋରାପୁଟ ଗୁଡ଼ ପାଇବ ସ୍ୱତନ୍ତ୍ର ପରିଚୟ । ରାଜ୍ୟବାସୀ ଚାଖିବେ କୋରାପୁଟର ଗୁଡ଼ । କଫି ପରେ କୋରାପୁଟର ଗୁଡ଼କୁ ନେଇ ଜିଲ୍ଳାରେ ଆରମ୍ଭ ହୋଇଛି ସ୍ୱତନ୍ତ୍ର ଅଭିଯାନ । କୋରାପୁଟ ଜିଲ୍ଲାର କୋଟପାଡ଼, ବୋରିଗୁମ୍ମା, ଜୟପୁର, ଲକ୍ଷ୍ମୀପୁର ଅଂଚଳର ଚାଷୀ ବ୍ୟାପକ ଭାବେ ଆଖୁ ଚାଷ କରନ୍ତି ।…

ଗାଡ଼ି ନେଇ ବନ୍ୟା ପାଣିକୁ ଓହ୍ଲାଉଥିଲେ ସାବଧାନ୍! ରାଜ୍ୟର ଯୁବବର୍ଗଙ୍କୁ ସତର୍କ କରାଇଲେ ଏସଆରସି ।

କନକ ବ୍ୟୁରୋ: ରାଜ୍ୟରେ ବନ୍ୟା ସ୍ଥିତି ସଙ୍ଗୀନ ହୋଇପଡିଛି । ବନ୍ୟା ପାଣିକୁ ହାଲୁକାରେ ନେଇ ଦୁର୍ଘଟଣାର ସମ୍ମୁଖୀନ ହେଉଥିବା ଖବର ସାମ୍ନାକୁ ଆସିଛି । ଏପରି ସମୟରେ ସତର୍କତାମୂଳକ ପଦକ୍ଷେପ ନେବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଲୋକଙ୍କୁ ସଚେତନ କରାଯାଇଛି । ଏହାଛଡା ବନ୍ୟା ପରବର୍ତ୍ତୀ…

ଓଡିଶା ଉପରେ ‘ଆପ୍’ର ନଜର । ବିଜେଡି-ବିଜେପିର ବିକଳ୍ପ ହେବ କି ‘ଆପ୍’?

କନକ ବ୍ୟୁରୋ: ଦିଲ୍ଲୀ, ପଞ୍ଜାବରେ ସରକାର ଗଢିବା ପରେ ଏବେ ସାରା ଦେଶରେ ପାଦ ଥାପିବାକୁ ଲକ୍ଷ୍ୟ ରଖିଛି ଆମ୍ ଆଦମୀ ପାର୍ଟି । ଓଡିଶାରେ ବିଜେଡି-ବିଜେପି ଗୋଟିଏ ଦଳ କହି ବିକଳ୍ପ ଦଳ ହେବାକୁ ଅଣ୍ଟା ଭିଡିଛି ଅରବିନ୍ଦ କେଜ୍ରିୱାଲଙ୍କ ଦଳ ଆପ୍ । ଏଥିପାଇଁ ଆରମ୍ଭ କରିଛି ପ୍ରସ୍ତୁତି । ପ୍ରଭାରୀ…

ଦିନ ଗଡୁଛି, ହେଲେ କମୁନି ଦୁର୍ଦ୍ଦଶା । ବନ୍ୟା ପାଣି କରୁଛି କଲବଲ । ଅସ୍ୱାସ୍ଥ୍ୟକର ପରିବେଶରେ ସ୍ୱାସ୍ଥ୍ୟସେବା…

କନକ ବ୍ୟୁରୋ: ମହାନଦୀର ଜଳସ୍ତର କମୁଛି । ହେଲେ ନଈକୂଳିଆ ଗାଁ ଏବେ ବି ବନ୍ୟା ପାଣିରେ ବୁଡି ରହିଛି । ଆଉ ଲୋକଙ୍କ ଦୁର୍ଦ୍ଦଶା ଦିନକୁ ଦିନ ବଢିବାରେ ଲାଗିଛି । ପୁରୀ ଜିଲ୍ଲା ଗୋପ ଅଞ୍ଚଳରେ ଜଳବନ୍ଦୀ ହୋଇଥିବା ଗାଁ ଲୋକଙ୍କ ଅବସ୍ଥା ଶୋଚନୀୟ ହୋଇପଡିଛି । ଲୋକଙ୍କୁ ଥଣ୍ଡା ଜ୍ୱର ଧରିଥିବା ବେଳେ…

ଦୁଃସାହସ ଆଣିଲା ଦୁର୍ଘଟଣା । କୁଚିଣ୍ଡା ନକଟିପାଲ ନାଳରୁ ୨ ମୃତଦେହ ଉଦ୍ଧାର କଲେ ଅଗ୍ନିଶମ ବାହିନୀ ।

କନକ ବ୍ୟୁରୋ: ବନ୍ୟା ପାଣିରେ ଦୁଃସାହାସ ଦେଖାଇ ନାଳ ପାରିହେବାକୁ ଉଦ୍ୟମ, ଦୁର୍ଘଟଣାକୁ ଡାକି ଆଣିଛି । ସମ୍ବଲପୁର ଜିଲ୍ଲା କୁଚିଣ୍ଡାରେ ଶନିବାର ରାତିରେ ଏକ ନାଳ ପାରି ହେବା ବେଳେ କାର ସହ ଭାସି ଯାଇ ଦୁଇ ଜଣ ନିଖୋଜ ହୋଇଯାଇଥିଲେ । ଆଜି ତାଙ୍କର ମୃତଦେହ ଉଦ୍ଧାର ହୋଇଛି । ମୃତକ ଦୁଇ ଜଣ…

ଓଡିଶାରେ ବନ୍ୟା କରୁଛି ପଡିଶା ପାଣି? ଛତିଶଗଡ଼ ପରେ ଓଡ଼ିଶା ପାଇଁ ବିପଦ ଆଣିଲା ଝାଡ଼ଖଣ୍ଡ

କନକ ବ୍ୟୁରୋ: ଓଡିଶା ଉପରେ ଦାଉ ସାଧୁଛନ୍ତି ପଡୋଶୀ ରାଜ୍ୟ । ରାଜ୍ୟରେ ଲାଗ ଲାଗ ଦୁଇଟି ବନ୍ୟା ଆସିବା ପଛରେ ରହିଛି ପଡୋଶୀଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା । ଛତିଶଗଡ କଲମା ବ୍ୟାରେଜରୁ ପାଣି ଛାଡିବାରୁ ମହାନଦୀ ଅବବାହିକାରେ ବନ୍ୟା ପରିସ୍ଥିତି ସୃଷ୍ଟି କରିଛି । ଆଉ ଏବେ ଝାଡଖଣ୍ଡ ପାଣି ଛାଡି…