Daily Archives

August 21, 2022

କାଣୀ ନଦୀ ପୁଣି ଦେଖାଇଲା ପ୍ରକୋପ । ଯାଜପୁର ଦଶରଥପୁରରେ ପଶିଲା ବନ୍ୟାପାଣି । ପ୍ରବଳ ସ୍ରୋତରେ ଧୋଇଗଲା ବ୍ରହ୍ମଚାରୀ…

କନକ ବ୍ୟୁରୋ: ବନ୍ୟା ଆସିଲା ଘାଇ ହେଲା । ପ୍ରଶାସନ ପକ୍ଷରୁ ତୁରନ୍ତ ବାଲିବସ୍ତା ପକାଇ ଘାଇ ମରାମତି କରାଗଲା । ମାତ୍ର ୫ ଦିନ ପରେ କାଣୀ ନଦୀର ବଢୁଥିବା ପାଣି ସେହି ବାଲିବନ୍ଧକୁ ଭସେଇ ନେଇଛି । ଆଉ ବନ୍ୟା ପାଣି ଆଖପାଖ ଅଞ୍ଚଳରେ ମାଡି ଯାଇଛି । ଯାଜପୁର ଜିଲ୍ଲା ବ୍ରହ୍ମଚାରିପାଟଣାରେ କାଣୀ…

ସୁବର୍ଣ୍ଣରେଖାରେ ଆସୁଛି ବଡ଼ ବନ୍ୟା । ଗାଲୁଡିହ ଡ୍ୟାମର ସବୁ ଗେଟ୍ ଖୋଲିଦେଲା ଝାଡ଼ଖଣ୍ଡ । ବିପଦ ସଙ୍କେତ ଉପରେ ଉଛୁଳିଲା…

କନକ ବ୍ୟୁରୋ: ଉପକୂଳ ଓଡିଶାର ଲୋକେ ବନ୍ୟାର ଦୁର୍ଦ୍ଦଶାରୁ ମୁକୁଳି ନାହାନ୍ତି । ସେପଟେ ଉତ୍ତର ଓଡିଶାରେ ବଡ ବନ୍ୟା ଆଶଙ୍କା ଲୋକଙ୍କୁ ଡରାଇଲାଣି । ଝାଡଖଣ୍ଡ ଗାଲୁଡିହ ଡ୍ୟାମରୁ ୧୮ଟି ଗେଟ୍ ଦେଇ ୭ ଲକ୍ଷ କ୍ୟୁସେକ ଜଳ ସୁବର୍ଣ୍ଣରେଖା ନଦୀରେ ଓଡିଶା ଆସୁଛି । ଯାହା ବାଲେଶ୍ୱର ଓ ମୟୂରଭଞ୍ଜ…

ବାବୁଙ୍କ ପାଖରେ ବିପିଏଲ୍ କାର୍ଡ: ଚଞ୍ଚକତା କରି ବିପିଏଲ୍ କାର୍ଡ ହାତେଇ ରିହାତି ଦରରେ ପଟା ହାତେଇଛନ୍ତି ସହକାରୀ…

କନକ ବ୍ୟୁରୋ: ସହକାରୀ ଜିଲ୍ଲାପାଳଙ୍କ ପତ୍ନୀଙ୍କ ନାଁରେ ବିପିଏଲ କାର୍ଡ । ଚଂଚକତା କରି ବିପିଏଲ କାର୍ଡ ହାତେଇ ବସ୍ତି ମିଶନ ଯୋଜନାରେ ରିହାତି ଦରରେ ପଟ୍ଟା ହାତେଇ ଥିବା ଅଭିଯୋଗ । ମାଲକାନଗିରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜରୁରୀକାଳିନ ଅଧିକାରୀ ଭାବେ କାର୍ଯ୍ୟରତ ଲଳିତ କୁମାର ମଣ୍ଡଳଙ୍କ…

ବନ୍ୟା ଉଜାଡିଦେଲା ସୁନାର ଫସଲ । ଅତି କଷ୍ଟରେ ଧାର କରଜ କରି ନିଜ ଜମିରେ କରିଥିଲେ ଚାଷ । ଚାଷୀର ଅଣ୍ଟା ଭାଙ୍ଗିଦେଲା…

କନକ ବ୍ୟୁରୋ: ବନ୍ୟା ଜଳ ନେଇ ଆସିଛି ଚାଷୀଙ୍କ ପାଇଁ ନାହିଁନଥିବା ଦୁଃଖ । କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଈ ବ୍ଲକ ଅର୍ନ୍ତଗତ ଗହଗାପାଟରେ ଚାଷୀଙ୍କ ପାଇଁ ଦୁଃଖ ଆଣିଛି ବନ୍ୟାଜଳ । ଉଦବୃତ ବର୍ଷା ପାଣି ନିଷ୍କାସିତ ନହୋଇପାରି ଜମି ରହିବା ଫଳରେ ସୃଷ୍ଟି ହୋଇଛି ବନ୍ୟା ଭଳି ପରିସ୍ଥିତି । ଗହଗା…

ଆବାସ କାହାର, ପାଉଛି କିଏ: ୧୮ହଜାର ଟଙ୍କା ଦେଇ ନପାରିବାରୁ ଝାଟିମାଟି କୁଡ଼ିଆରେ ଜୀବନ କାଟୁଥିଲେ ବୃଦ୍ଧା

କନକ ବ୍ୟୁରୋ: ଚଂଚକତା କରି ଟଙ୍କା ଦେଇ ହାତେଇ ନେଲେ ଘର । ଆଉ ୧୮ ହଜାର ଟଙ୍କା ଦେଇନପାରିବାରୁ ଝାଟି ମାଟି କୁଡ଼ିଆରେ ରହୁଥିବା ବୃଦ୍ଧାଙ୍କୁ ମିଳି ପାରିଲାନି ଘର । ବର୍ଷାରେ ଭୁଶୁଡି ପଡିଲା ଭଙ୍ଗା କୁଡ଼ିଆ ଘର । ଏବେ ଜୀବନ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ଅସହାୟ ବୃଦ୍ଧା ମହିଳା । ଆବାସ ଯୋଜନା…

ଭାରତ-ପାକିସ୍ତାନ ବିବାଦୀୟ ମ୍ୟାଚ: ଯେବେ ସୋଏବ ଅଖତରଙ୍କୁ ଏମିତି ଜବାବ ଦେଇଥିଲେ ସେହୱାଗ 

କନକ ବ୍ୟୁରୋ: ଅଗଷ୍ଟ ୨୭ରେ ୟୁଏଇରେ ଏସିଆ କପ ହେବାକୁ ଯାଉଛି । ଆଉ ସମସ୍ତଙ୍କ ନଜର ଭାରତ-ପାକିସ୍ତାନ ମ୍ୟାଚ ଉପରେ ରହିଛି । ୨୮ ଅଗଷ୍ଟରେ ଦୁଇ ଦଳ ପୁଣି ମୁହାଁମୁହିଁ ହେବେ । ଶେଷଥର ପାଇଁ ୨୦୨୧ ଟି-୨୦ ବିଶ୍ୱକପରେ ଏହି ଦୁଇ ଦଳ ପରସ୍ପରକୁ ଭେଟିଥିଲେ । ତେବେ ଯେତେବେଳେ ଭାରତ-ପାକିସ୍ତାନ…