Daily Archives

August 9, 2022

ବେଳ ଥାଉ ଥାଉ ବାଟ କାଟିଲେ ନୀତିଶ୍: ଏନଡିଏ ସହ ଭାଙ୍ଗିଲେ ମେଂଟ, ମୁଖ୍ୟମନ୍ତ୍ରୀ ପଦରୁ ଦେଲେ ଇସ୍ତଫା

କମକ ବ୍ୟୁରୋ: ମହାରାଷ୍ଟ୍ର ଭଳି ବିହାରରେ ବିଜେପିର ଅପରେସନ ଲୋଟସ ପୂର୍ବରୁ ସତର୍କ ହୋଇ ଆଗୁଆ ପଦକ୍ଷେପ ନେଇଛନ୍ତି ନୀତିଶ କୁମାର । ମେଂଟ ସହଯୋଗ ବିଜେପି ତାଙ୍କ ଦଳକୁ ହାଇଜାକ କରିନେବା ଆଶଙ୍କା କରି ତା ସହ ସମସ୍ତ ସମ୍ପର୍କ ଛିନ୍ନ କରିଛନ୍ତି । ଦଳୀୟ ବୈଠକରେ ବିଧାୟକ ଓ ସାଂସଦମାନଙ୍କ ସହ…

ରାଜ୍ୟର ବିଭିନ୍ନ ସ୍ଥାନରରେ ଆଜାଦୀ କା ଅମୃତ ମହୋତ୍ସବ ପାଳନ। ତ୍ରିରଙ୍ଗା ଯାତ୍ରା କରୁଛନ୍ତି ସାଧାରଣ ଜନତା।

କନକ ବ୍ୟୁରୋ:  ବରଗଡ଼ରେ ଆଜାଦୀ କି ଅମୃତ ମହୋତ୍ସବ ଅବସରରେ ବିକାଶ ଗ୍ରୁପ ତରଫରୁ ୧ ହଜାର ଫୁଟ ଲମ୍ବର ତ୍ରିରଙ୍ଗା ଯାତ୍ରା ଆୟୋଜିତ ହୋଇଛି । ସ୍ଥାନୀୟ ଲେଙ୍ଗୁ ମିଶ୍ର ଛକରୁ ଶୋଭାଯାତ୍ରା ବାହାରି ବରଗଡ଼ ସହର ପରିକ୍ରମା କରିଛନ୍ତି ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ । ବିକାଶ ଗ୍ରୁପର ଅଧ୍ୟକ୍ଷ ଓ…

ରାଜ୍ୟର ବିଭିନ୍ନ ଜିଲ୍ଲାରେ ଲାଗି ରହିଛି ବର୍ଷା। ଲଘୁଚାପ ଲଗାଣ ବର୍ଷା ଯୋଗୁଁ ରାସ୍ତା ଉପରେ ବହିଲା ପାଣି।

କନକ ବ୍ୟୁରୋ: ଲଘୁଚାପ ଜନିତ ଲଗାଣ ବର୍ଷାରେ ବିଭିନ୍ନ ସ୍ଥାନରେ ପାଣି ଜମି ରହିଛି । ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବେହାଲ ହୋଇପଡ଼ିଛି ବିଭିନ୍ନ ଜିଲ୍ଲା । ମାଲକାନଗିରିରେ ବର୍ଷା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ମାଲକାନଗିରି ମୋଟୁ ସୀମା କୋଇଗୁରୁ ଅଞ୍ଚଳରେ…

ଜଣାଶୁଣା ଅମ୍ପେୟାର ରୁଡି କୋଏରଟଜେନଙ୍କ ମୃତ୍ୟୁ, ଜାଣନ୍ତୁ ମୃତ୍ୟୁର କାରଣ

କନକ ବ୍ୟୁରୋ : ସାଉଥ୍ ଆଫ୍ରାିକାର ପୂର୍ବତନ ଅମ୍ପେୟାର ରୁଡି କୋଏରଟଜେନଙ୍କ ମୃତ୍ୟୁ ହୋଇଛି । ୭୩ ବର୍ଷିୟ ରୁଡିଙ୍କର ଏକ ସଡକ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟ ମୁତାବକ ରୁଡି କୋଏରଟଜେନ କେପ୍ ଟାଉନର ନେଲସନ ମଣ୍ଡେଲା ସ୍ଥିତ ନିଜ ଘରକୁ ଫେରୁଥିବା…

ବିହାର ରାଜନୀତି: ବିଜେପି-ଜେଡିୟୁ ମଧ୍ୟରେ ସମ୍ପର୍କ ଭାଙ୍ଗିବାର କାରଣ କଣ? ପଢନ୍ତୁ…

କନକ ବ୍ୟୁରୋ: ବିହାରରେ ବିଜେପି-ଜେଡିୟୁ ମେଣ୍ଟଭାଙ୍ଗି ସାରିଛି । ରାଜ୍ୟପାଳ ଫାଗୁ ଚୌହାନଙ୍କୁ ଭେଟି ମଙ୍ଗଳବାର ନୀତିଶ ଇସ୍ତଫା ଦେଇଛନ୍ତି । ମହାମେଣ୍ଟର ସରକାରର ନେତା ଭାବେ ସେ ପୁଣି ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି । ଏଥିପାଇଁ ଉଭୟ ଜେଡିୟୁ ଏବଂ ଆରଜେଡି ରାଜ୍ୟପାଳଙ୍କୁ ଭେଟି ଦାବି ମଧ୍ୟ…

ବଦଳିଲେ ଯାଜପୁର ରସଲପୁର ବ୍ଲକର ବିଡିଓ ଉମାକାନ୍ତ ପରିଡା: ବିଦାୟୀ ସମ୍ବର୍ଦ୍ଧନା ବେଳେ କାନ୍ଦିଲେ ବିଡିଓ, ବ୍ଲକ…

କନକ ବ୍ୟୁରୋ: ବିଡ଼ିଓଙ୍କ ବିଦାୟୀ ସମ୍ବର୍ଦ୍ଧନା ବେଳେ କାନ୍ଦିଲେ, ବ୍ଲକ କର୍ମଚାରୀ ଓ ସ୍ଥାନୀୟ ଲୋକେ । ବିଡ଼ିଓ ଯିବା ସମୟରେ ସମସ୍ତେ ହୋଇଥିଲେ ଭାବ ବିହ୍ୱଳ । ଏଭଳି ଏକ ହୃଦୟସ୍ପର୍ଶୀ ଦୃଶ୍ୟ ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ବିଡ଼ିଓ ଉମାକାନ୍ତ ପରିଡାଙ୍କ ଅନ୍ୟତ୍ର ବଦଳି…