Daily Archives

August 9, 2022

ପୁରୀ ସମୁଦ୍ରରେ ଅଘଟଣ: ଗାଧୋଇବା ବେଳେ ପ୍ରେମିକ ଆଗରେ ଭାସିଗଲା ପ୍ରେମିକା

କନକ ବ୍ୟୁରୋ: ସମୁଦ୍ରରେ ଗାଧୋଇବା ହେଲା କାଳ । ସମୁଦ୍ରରେ ଗାଧୋଇବା ବେଳେ ପ୍ରେମିକ ଆଗରେ ଭାସିଗଲା ପ୍ରେମିକା । ପୁରୀ ସମୁଦ୍ରରେ ଆଜି ତିନିଜଣ ପର୍ଯ୍ୟଟକ ଭାସି ଯାଇଥିଲେ । ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ଜୀବିତ ଉଦ୍ଧାର କରାଯାଇଥିବା ବେଳେ ଜଣଙ୍କ ମୃତଦେହ ମିଳିଛି । ଆଜି ପୂର୍ବହ୍ନ ସାଢେ…

କଟକ କଂଗ୍ରେସର କନ୍ଦଳ । ଦଳ ଛାଡିଲେ ମୋକିମଙ୍କ ସମର୍ଥକ, ପ୍ରତିକ୍ରିୟା ଦେଲେ ମୋକିମ୍

କନକ ବ୍ୟୁରୋ : ରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀଙ୍କୁ ମହମ୍ମଦ ମୋକିମ ଭୋଟ ଦେବା ପରେ ଦଳ ତାଙ୍କ ଉପରେ କାରଣ ଦର୍ଶାଅ ନୋଟିସ ଜାରି କରିଥିଲା । ଏହାକୁ ନେଇ କଟକ କଂଗ୍ରେସର ଅନେକ ମୋକିମ୍ ସମର୍ଥକ ଅସନ୍ତୁଷ୍ଟ ଥିବା କଥା କହିବା ସହ ଏନେଇ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ । କିଛି…

୨୨ ବର୍ଷରେ ୮ମ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନୀତିଶ। ପଢନ୍ତୁ ନୀତିଶଙ୍କ ରାଜନୈତିକ ଯାତ୍ରାର ଏହି କାହାଣୀ…

କନକ ବ୍ୟୁରୋ: ମହାରାଷ୍ଟ୍ର ପରେ ବର୍ତ୍ତମାନ ବିହାରରେ ରାଜନୈତିକ ସଙ୍କଟ ଦେଖାଦେଇଛି । ବିଜେପି ଓ ଜେଡିୟୁ ମେଣ୍ଟ ସରକାର ଭାଙ୍ଗିସାରିଥିବା ବେଳେ ନୂଆ ସରକାର ଗଠନ ହେବାକୁ ଯାଉଛି । ତେବେ ଚଳିତ ଥର କାହାଣୀ ଟିକେ ଭିନ୍ନ ରହିଛି । ମୁଖ୍ୟମନ୍ତ୍ରୀ ନୀତିଶ କୁମାର ନିଜ ପଦ ବଞ୍ଚାଇବାରେ ସଫଳ…

ଜେଡିୟୁ- ବିଜେପି ମେଣ୍ଟ ଭାଙ୍ଗିବା ପରେ ଆସିଲା ବିଜେପିର ପ୍ରତିକ୍ରିୟା । ଜାଣନ୍ତୁ ନୀତିଶଙ୍କୁ ନେଇ କଣ କହିଲା ବିଜେପି…

କନକ ବ୍ୟୁରୋ : ବିହାରର ବିରାଟ ରାଜନୈତିକ ସଂକଟ ମଧ୍ୟରେ ଏବେ ନୀତିଶ କୁମାର ବିଜେପି ସହ ମେଣ୍ଟ ଭାଙ୍ଗି ଦେଇଛନ୍ତି । ଏହା ପରେ ବିଜେପି ପକ୍ଷରୁ ନିତୀଶଙ୍କୁ ଟାର୍ଗେଟ କରାଯାଇଛି । ବିଜେପି ପକ୍ଷରୁ ନୀତିଶଙ୍କ ଏଭଳି ନିଷ୍ପତ୍ତିକୁ ବିଶ୍ୱାସଘାତକତା ବୋଲି କୁହାଯାଇଛି । ଏନେଇ ଦଳ ପକ୍ଷରୁ ଏକ…

ଭାରସାମ୍ୟ ହରାଇ ଓଲଟିଲା ଯାତ୍ରିବାହୀ ବସ୍: ସମ୍ବଲପୁର ବସିଆପଡ଼ା ଛକ ନିକଟରେ ଦୁର୍ଘଟଣା

କନକ ବ୍ୟୁରୋ: ଭାରସାମ୍ୟ ହରାଇ ଓଲଟିଲା ଯାତ୍ରିବାହୀ ବସ୍ । ସମ୍ବଲପୁର ଜୁଯୋମୁରା ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୫୫ର ବସିଆପଡ଼ା ଛକ ନିକଟରେ ଏହି ଦୁର୍ଘଟଣାଟି ଘଟିଛି । ଏଥିରେ କୈାଣସି ଯାତ୍ରୀ ଆହତ ହୋଇ ନଥିବା ଜଣାପଡ଼ିଛି । ତେବେ ସ୍ଥାନୀୟ ଲୋକେ ପହଂଚି ଯାତ୍ରୀଙ୍କୁ ଉଦ୍ଧାର କରିଛନ୍ତି ।…

ବର୍ଷା ରାତିରେ ଲୁଟେରାଙ୍କ ତାଣ୍ଡବ: ଲୁଟ କରିବାରେ ବିଫଳ ହେବା ପରେ ଏଟିଏମ ଜାଳିଦେଲେ ଲୁଟେରା

କନକ ବ୍ୟୁରୋ: ଏଟିଏମ୍ ଲୁଟ୍ ପାଇଁ ଆସିଥିଲେ ଲୁଟେରା । କିନ୍ତୁ ଲୁଟରେ ବିଫଳ ହେଲେ । ଆଉ ଏହାପରେ ପୁରା ଏଟିଏମ୍କୁ ଜାଳିଦେଇଗଲେ ଲୁଟେରା । ଏଭଳି ଏକ ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ଜଟଣି କଲେଜ ରୋଡରେ । ଗତକାଲି ବିଳମ୍ବିତ ରାତିରେ ଜଟଣୀ କଲେଜ ରୋଡର ୟୁକୋ ବ୍ୟାଙ୍କ ଶାଖାର ଏଟିଏମରେ ଲୁଟ୍…