Daily Archives

August 7, 2022

୬୦ ବର୍ଷ ଧରି ଏହି ଘରେ ରହୁଛନ୍ତି ଭାରତର ଉପ ରାଷ୍ଟ୍ରପତି । କଣ ଏହାର ଇତିହାସ ପଢନ୍ତୁ …

କନକ ବ୍ୟୁରୋ: ଭାରତର ରାଷ୍ଟ୍ରପତି ନିର୍ବାଚନ ପରେ ଉପ ରାଷ୍ଟ୍ରପତି ନିର୍ବାଚନ ଶେଷ ହୋଇଛି । ଅଗଷ୍ଟ ୧୧ ତାରିଖରେ ନୂଆ ଉପ ରାଷ୍ଟ୍ରପତି ଭାବେ ଜଗଦୀପ ଧନଖଡ ଶପଥ ନେବେ । ବର୍ତ୍ତମାନର ଉପ ରାଷ୍ଟ୍ରପତି ଏମ ଭେଙ୍କୟା ନାଇଡୁଙ୍କ କାର୍ଯ୍ୟକାଳ ଅଗଷ୍ଟ ୧୦ ତାରିଖରେ ଶେଷ ହେବ । ଶପଥ ନେବା ପରେ ନୂଆ…

ଏଥର ଅମିତ ଶାହଙ୍କ ଗସ୍ତ କାହିଁକି ଗୁରୁତ୍ୱପୂର୍ଣ୍ଣ? ଚାଣକ୍ୟଙ୍କ ଗସ୍ତରେ ବଦଳିବ କି ବିଜେପିର ରଣନୀତି?

କନକ ବ୍ୟୁରୋ: ଦୀର୍ଘଦିନ ପରେ ଓଡିଶା ଆସୁଛନ୍ତି ବିଜେପିର ଚାଣକ୍ୟ । ଏହାକୁ ନେଇ ରାଜ୍ୟ ବିଜେପି ଉତ୍ସାହିତ । ଦେଶର ଗୃହମନ୍ତ୍ରୀ ରାଜ୍ୟ ବିଜେପି ଅଫିସକୁ ଆସିବେ । ପଦାଧିକାରୀଙ୍କୁ ଗୁରୁମନ୍ତ୍ର ଦେବେ । ବିଭିନ୍ନ ସମୟରେ ବିଜେପି-ବିଜେଡିର ଭିତିରି ସମ୍ପର୍କ କଥା ଚର୍ଚ୍ଚା ହେଉଥିବାବେଳେ ଅଳ୍ପ…

ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କ ବିବାଦୀୟ ବୟାନ, ଦୁଷ୍କର୍ମ ପରେ ହତ୍ୟା ମାମଲାକୁ ନେଇ କହିଲେ ଏଭଳି କଥା

କନକ ବ୍ୟୁରୋ : ରାଜସ୍ଥାନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ଅଶୋକ ଗେହଲଟ ଦୁଷ୍କର୍ମ ଉପରେ ଦେଇଥିବା ବୟାନକୁ ନେଇ ଏବେ ରାଜନୀତି ଜୋର ଧରିଛ ିା ସେ କହିଥିଲେ କି ଯେବେଠାରୁ ଦୁଷ୍କର୍ମ ଅଭିଯୁକ୍ତଙ୍କ ପାଇଁ ଫାଶୀ ଦଣ୍ଡାଦେଶ ଆସିଲା ତା ପରେ ଦୁଷ୍କର୍ମ ଓ ଯୌନ ଉତ୍ପୀଡନ ମାମଲାରେ ହତ୍ୟା…

ନୀତି ଆୟୋଗ ବୈଠକରେ ନବୀନଙ୍କ ଦାବି: ‘ଓଡି଼ଶାକୁ ସ୍ୱତନ୍ତ୍ର ଫୋକସ ଷ୍ଟେଟ୍ ମାନ୍ୟତା ଦିଅ’

କନକ ବ୍ୟୁରୋ: ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ନୀତି ଆୟୋଗ ଗଭର୍ଣ୍ଣିଂ କାଉନସିଲର ସପ୍ତମ ବୈଠକ । କରୋନା ଯୋଗୁଁ ୨ ବର୍ଷ ବନ୍ଦ ରହିବା ପରେ ପ୍ରତ୍ୟକ୍ଷ ଭାବେ ସାମିଲ ହୋଇଛନ୍ତି ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳର ମୁଖ୍ୟମନ୍ତ୍ରୀ ଓ ଉପରାଜ୍ୟପାଳ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ…

ଲୁପ୍ତ ହେବାକୁ ବସିଛି ଧଳାପଥରର ପ୍ରସିଦ୍ଧ କଳା। ପ୍ରୋତ୍ସାହନ ଅଭାବରୁ ଏହି କୁଟୀର ଶିଳ୍ପରୁ ମୁହଁ ଫେରାଇଲେଣି ବୁଣାକାର।…

କନକ ବ୍ୟୁରୋ: ପରଦା କଳା ପାଇଁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ୍ । ଗ୍ରାମର ଉଦୟନାଥଙ୍କ ଭଳି ପ୍ରତିଭାବାନ ଶିଳ୍ପୀ ନିଜ ହାତର ଯାଦୁରେ ଚମକାଉଥିଲେ କଳାକୃତି । ତାଙ୍କର ଏହି କଠୋର ପରିଶ୍ରମ ଓ କଠିନ ଅଧ୍ୟବସାୟ ଫଳରେ ପରଦା କଳାର ଗାଁ ଭାବେ ଧଳାପଥର ବେଶ ପରିଚୟ…

ରାସ୍ତାରେ ଦୁର୍ଘଟଣାର ଶିକାର ହେଲା ଗୋରୁ ବୋଝେଇ ଟ୍ରକ, ୧୫ରୁ ଅଧିକ ଗାଈଙ୍କ ମୃତ୍ୟୁ

କନକ ବ୍ୟୁରୋ: ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିଲା ଗୋରୁ ବୋଝେଇ ଟ୍ରକ । ଟ୍ରକରେ ଥିବା ୧୫ରୁ ଅଧିକ ଗାଈଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି । ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ବ୍ରଜନଗର ନିକଟରେ ଘଟିଛି ଏଭଳି ଅଘଟଣ । ଦୁର୍ଘଟଣା ଘଟାଇ ଟ୍ରକ ଡ୍ରାଇଭର…