Daily Archives

August 7, 2022

ମଧ୍ୟାହ୍ନ ଭୋଜନ ଖାଇବା ପରେ ଶ୍ରେଣୀ ଗୃହରେ ଶୋଇପଡ଼ୁଛନ୍ତି ଛାତ୍ରଛାତ୍ରୀ। ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟରୁ ଆସିଲା ଏଭଳି…

କନକ ବ୍ୟୁରୋ: ମଧ୍ୟାହ୍ନ ଭୋଜନ ଖାଇବା ପରେ ସ୍କୁଲରେ ଶୋଇପଡୁଛନ୍ତି ପିଲା । ଦିନେ କି ଦୁଇ ଦିନର ଘଟଣା ନୁହେଁ, ସବୁଦିନ ଏହିପରି ମଧ୍ୟାହ୍ନ ଭୋଜନ ଖାଇବା ପରେ ପିଲା ଶୋଇପଡୁଛନ୍ତି, ଆଉ ଶୋଇବାକୁ କହୁଛନ୍ତି ଶିକ୍ଷୟତ୍ରୀ  । ଏମିତି କିଛି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ…

ଅଟଳ ସୋଲାର ଯୋଜନାରେ ଦୁର୍ନୀତି: କୋରାପୁଟ, ରାୟଗଡ଼ାରେ ନିମ୍ନମାନର ଉପକରଣ ଯୋଗୁଁ ଅକାମୀ ହୋଇଯାଇଛି ଲାଇଟ୍।

କନକ ବ୍ୟୁରୋ: ଗ୍ରାମାଞ୍ଚଳକୁ ଆଲୋକୀକରଣ କରିବା ପାଇଁ ଅଟଳ ଜ୍ୟୋତି ଯୋଜନା ଆଧାରରେ ଆଲୋକୀକରଣ କାମ ଆରମ୍ଭ ହୋଇଥିଲା । ଯୋଜନାର ଦ୍ୱିତୀୟ ପର୍ଯ୍ୟାୟରେ କୋରାପୁଟ ଓ ରାୟଗଡ଼ା ଜିଲ୍ଲାର ୧ହଜାର ଗାଁରେ ଆଲୋକୀକରଣ ପାଇଁ ଲକ୍ଷ୍ୟ ରଖାଯାଇଥିଲା । ହେଲେ ଉଭୟ ଜିଲ୍ଲାର ୫୦୦ରୁ ଅଧିକ ଗାଁରେ ଆଲୋକୀକରଣ…

ପ୍ରବଳ ବର୍ଷାରେ ବେହାଲ ଓଡ଼ିଶା। ବର୍ଷା ପରେ ଅନେକ ସ୍ଥାନରେ ଭାଙ୍ଗିପଡ଼ିଲା ଗଛ, ଜନଜୀବନ ଅସ୍ତବ୍ୟସ୍ତ।

କନକ ବ୍ୟୁରୋ: ଲଘୁଚାପ ଜନିତ ଲଗାଣ ବର୍ଷାରେ ବୁଡ଼ିଲା ତୁରୀ ନଦୀ ପୋଲ । ତୁରୀ ନଦୀ ପୋଲଉପର ଦେଇ ଦୁଇ ଫୁଟର ବନ୍ୟାଜଳ ପ୍ରବାହିତ ହେଉଛି । ସେହିପରି ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡିରେ ପ୍ରବଳ ବର୍ଷା ହୋଇଛି । ଯାହା ଫଳରେ ସହର ନିକଟସ୍ଥ ତୁରୀ ନଦୀ ପୋଲଉପର ଦେଇ ବନ୍ୟାଜଳ ପ୍ରବାହିତ ହୋଇଛି ।…

ସ୍ୱାଧୀନତାର ୭୫ ବର୍ଷ ପରେ ପ୍ରଥମଥର ପାଇଁ ଏହି ଗୁରୁତ୍ୱପୂର୍ଣ୍ଣ ପଦରେ ଅବସ୍ଥାପିତ ହେଲେ ଜଣେ ମହିଳା , ଜାଣନ୍ତୁ କେଉଁ…

କନକ ବ୍ୟୁରୋ : ଦେଶର ବରିଷ୍ଠ ବୈଜ୍ଞାନିକ ନଲ୍ଲାଥମ୍ବୀ କଲାଇସେଲବୀଙ୍କ ବୈଜ୍ଞାନିକ ଏବଂ ଉଦ୍ୟୋଗିକ ଅନୁସନ୍ଧାନ ପରିଷଦ (ସିଏସଆଇଆର) ର ପ୍ରଥମ ମହିଳା ମହାନିର୍ଦ୍ଦେଶକ ପଦରେ ଅବସ୍ଥାପିତ କରାଯାଇଛି । ସୂଚନା ଥାଉକି ସିଏସଆଇଆର ହେଉଛି ସାରା ଦେଶରେ ୩୮ ଟି ଅନୁସନ୍ଧାନ ସଂସ୍ଥାର ଏକ ସଂଘ ।…

୯ ବର୍ଷ ତଳେ ହଜିଥିବା ଝିଅକୁ ଫେରିପାଇଲା ମା’: କାନ୍ଦି କାନ୍ଦି କହିଲା, ମୋ ପୂଜା ମିଳିଗଲା

କନକ ବ୍ୟୁରୋ: ୯ ବର୍ଷ ତଳେ ହଜିଥିବା ଜଣେ ଝିଅକୁ ଖୋଜିବାରେ ସଫଳ ହୋଇଛି ମୁମ୍ବାଇ ପୋଲିସ । ୨୦୧୩ ମସିହାରେ ଯେବେ ଝିଅ ଜଣକ ହଜିଯାଇଥିଲା ସେବେ ତା ବୟସ ହୋଇଥିଲା ୭ ବର୍ଷ । ଏବେ ସେହି ଝିଅଟି ୧୬ ବର୍ଷର ହୋଇଯାଇଛି । ନାବାଳିକାକୁ ଜଣେ ଦମ୍ପତ୍ତି ଅପହରଣ କରିନେଇଥିଲେ । କାରଣ ତାଙ୍କର କୌଣସି…

ଅଗଷ୍ଟ ୧୫ ସୁଦ୍ଧା ହୋଇପାରେ ମହାରାଷ୍ଟ୍ରରେ କ୍ୟାବିନେଟ୍ ଗଠନ । ଫଡନାଭିସଙ୍କୁ ମିଳିପାରେ ଗୁରୁତ୍ୱପୂର୍ଣ୍ଣ ଗୃହ ବିଭାଗ…

କନକ ବ୍ୟୁରୋ: ମହାରାଷ୍ଟ୍ରରେ ସିନ୍ଦେ ସରକାରର ଗଠନକୁ ୩୯ ଦିନ ହୋଇସାରିଥିଲେ ବି, କ୍ୟାବିନେଟ୍ ଗଠନ ହୋଇପାରିନି । ଯାହାକୁ ନେଇ ବିରୋଧୀମାନେ ବି ମହାରାଷ୍ଟ୍ର ସରକାରକୁ ଟାର୍ଗେଟ କରିବାରେ ଲାଗିଛନ୍ତି । କୁହାଯାଉଛି ଏକନାଥ ସିନ୍ଦେ ଗୋଷ୍ଠୀ ଓ ବିଜେପି ନେତାଙ୍କ ଭିତରେ ମନ୍ତ୍ରୀମଣ୍ଡଳ ଗଠନ…