Monthly Archives

August 2022

ଦେଶର ବିଭିନ୍ନ ରାଜ୍ୟରେ ଲାଗି ରହିଛି ବନ୍ୟା ସମସ୍ୟା । ବାରଣାସୀର ଅନେକ ଅଞ୍ଚଳ ଜଳମଗ୍ନ

କନକ ବ୍ୟୁରୋ : ଦେଶର ବିଭିନ୍ନ ରାଜ୍ୟରେ ଏବେ ବି ଜାରି ରହିଛି ବନ୍ୟା ସମସ୍ୟା । ବିଶେଷ କରି ଉତରପ୍ରଦେଶ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଗୁଜରାଟ ପିଛା ଛାଡୁନି ବନ୍ୟା । ଉତରପ୍ରଦେଶରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ବିଭୀଷିକା ଦେଖିବାକୁ ମିଳିଛି । ଗଙ୍ଗା ଓ ବରୁଣାରେ ବନ୍ୟା ଆସିବାରୁ ବାରଣାସୀର…

ବର୍ଷା ଲେଖିବେ ବହି, ‘ଅନ୍ତଃସ୍ୱର’ରେ କହିବ ଅକୁହା କଥା

କନକ ବ୍ୟୁରୋ: ଜୀବନରେ ଏମିତି କିଛି ଘଟଣା ଘଟେ, ଯାହା କହିବା କଷ୍ଟକର ହୋଇଥାଏ । ହେଲେ ମନ ଭିତରେ ଅକୁହା କଥା ସେମିତି ରହିଯାଏ । କାହାକୁ କହି ନପାରିଲେ ବି ସେମିତି ଅଭୁଲା ହୋଇ ରହିଥାଏ । ସବୁବେଳେ ଭିତରେ ଭିତରେ ଘାଣ୍ଟିଥାଏ । ଠିକ୍ ସେମିିତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶୀନୀଙ୍କ ଜୀବନରେ…

ସୋନାଲୀ ଫୋଗଟ ମୃତ୍ୟୁ ମାମଲାର ନୂଆ ରହସ୍ୟ । ସୋନାଲୀଙ୍କ ଫାର୍ମ ହାଉସରୁ ଜବତ ହେଲା ଚୋରି ଲାପଟପ୍

କନକ ବ୍ୟୁରୋ : ଦିନ ଯେତିକି ଗଡୁଛି ସେତିକି ଫିଟୁଛି ବିଜେପି ନେତ୍ରୀ ସୋନାଲି ଫୋଗଟ ମୃତ୍ୟୁ ମାମଲା । ମୃତ୍ୟୁ ମାମଲାର ଖୋଲତାଡ ପାଇଁ ହରିଆଣା ହିସାରରେ ପହଁଚିଛି ଗୋଆ ପୁଲିସ । ସେପଟେ ହିସାର ଫାର୍ମ ହାଉସରେ ବଡ ଧରଣର ଚୋରି ଅଭିଯୋଗ ଆସିବା ପରେ ହରିଆଣା ପୁଲିସ ସେଠାରେ ପହଁଚି ତନ୍ନ ତନ୍ନ…

ଭୁଆଶୁଣି ଡମ୍ପିଂୟାର୍ଡକୁ ଗଲା ବିଏମସି ଅଳିଆ। ଦୈନିକ ୨ ଶହ ଟ୍ରକରେ ଉଠାଯିବ ଆବର୍ଜନା। 

କନକ ବ୍ୟୁରୋ: ପ୍ରାୟ ୨୦ଦିନ ହେବ ବନ୍ଦ ରହିବା ପରେ ବୁଧବାର ଦାରୁଠେଙ୍ଗସ୍ଥିତ ଭୁଆଶୁଣି ଡମ୍ପିଂୟାର୍ଡକୁ ଯାଇଛି ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳର ଅଳିଆ  । ଦାରୁଠେଙ୍ଗବାସୀ ରାଜି ହେବା ପରେ ଗାଡକଣସ୍ଥିତ ଅସ୍ଥାୟୀ ଡମ୍ପିଂୟାର୍ଡରୁ ଅଳିଆ ଉଠାଯାଇ ଭୁଆଶୁଣି ଡମ୍ପିଂୟାର୍ଡକୁ ସ୍ଥାନାନ୍ତର…

ସର୍ଭିକାଲ୍ କ୍ୟାନସର ପାଇଁ ଆସୁଛି ସ୍ୱଦେଶୀ ଟିକା । ସେରମ ଇନଷ୍ଟିଚ୍ୟୁଟ ଦ୍ୱାରା ପ୍ରସ୍ତୁତ ଟିକା ସେପ୍ଟେମ୍ବର ୧ରେ ହେବ…

କନକ ବ୍ୟୁରୋ : ଚିକିତ୍ସା ବିଜ୍ଞାନରେ ଆଉ ଏକ ସଫଳତା ହାତେଇବାକୁ ଯାଉଛି ଦେଶ । ସର୍ଭିକାଲ କ୍ୟାନସର ବିରୋଧୀ ଲଢେଇ ପାଇଁ ଦେଶର ପ୍ରଥମ ଭ୍ୟାକସିନ ଗୁରୁବାର ମିଳିବାକୁ ଯାଉଛି । ସେରମ ଇନଷ୍ଟ୍ୟୁଚ୍ଟ ଅଫ ଇଣ୍ଡିଆ ଗୁରୁବାର ଟିକା ଲଂଚ କରିବ । ସେରମ ଓ ବାୟୋଟେକ୍ନୋଲୋଜିି ମିଳିତ ଭାବେ ଏହି…

ପିହୁ ସଂପର୍କରେ ଜଣାଇଲେ ମିଳିବ ୫ ଲକ୍ଷ ଟଙ୍କା। ୨ ବର୍ଷ ପରେ ପୋଷ୍ଟର ମାରିଲା ବିଂଝାରପୁର ପୁଲିସ।

କନକ ବ୍ୟୁରୋ: ଯେଉଁ କାମ ୨୦୨୦ ଅଗଷ୍ଟ ମାସରେ କରିବା କଥା, ୨ ବର୍ଷ ପରେ କରିଛି ବିଂଝାରପୁର ଥାନା । ଦୁଇ ଦିନ ତଳେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଫିସ ସମୁଖରେ ମାଆ ମୋନାଲିସା ନାୟକ ଧାରଣା ଦେବା ଏବଂ ଗଣମାଧ୍ୟମରେ ତଦନ୍ତ ଅବହେଳା ନେଇ ଖବର ପ୍ରସାରଣ ପରେ ପିହୁକୁ ଖୋଜିବା ପାଇଁ ଅଣ୍ଟା…